Advertisement
Posted inଖେଳ

ଅଷ୍ଟ୍ରେଲିଆ ଅଧିନାୟକଙ୍କୁ ସମାଲୋଚନା କରିଥିଲେ ଗାଭାସ୍କର, ପେନ୍‌ ଦେଲେ ଏଭଳି ଜବାବ

ବ୍ରିସବେନ୍‌,୧୪।୧: ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ଙ୍କୁ ଭାରତର ପୂର୍ବ ଖେଳାଳି ସୁନିଲ ଗାଭାସ୍କର କଟୁ ଟିପ୍ପଣୀ କରିଥିଲେ। ଗୁରୁବାର ଏହାର ଜବାବ ରଖିଛନ୍ତି ପେନ୍‌। ଗାଭାସ୍କର ନିଜର ରାୟ ଦେବାକୁ ସ୍ବତନ୍ତ୍ର। ତାଙ୍କର ମନ୍ତବ୍ୟ ଅଷ୍ଟ୍ରେଲିଆ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି।

ସିଡନୀ ଟେଷ୍ଟ ଡ୍ର ହେବା ପରେ ପେନ୍‌ଙ୍କ ସମାଲୋଚନା କରି ତାଙ୍କ ପାଖରେ ଅଧିନାୟକ ଭାବେ କମ୍‌ ଦିନ ରହିଛି ବୋଲି ଗାଭାସ୍କର କହିଥିଲେ। ଶୁକ୍ରବାର ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟ ପୂର୍ବ ସନ୍ଧ୍ୟାରେ ପେନ୍‌ଙ୍କୁ ଏ ସମ୍ପର୍କରେ ପଚରାଯାଇଥିଲା। ଏହାର ଜବାବରେ ପେନ୍‌ କହିଥିଲେ, ସେ ନିଜର ରାୟ ଦେବାକୁ ସ୍ବତନ୍ତ୍ର। ଏହାର ପ୍ରଭାବ ଟିମ୍‌ ଉପରେ ପଡ଼ିବ ନାହିଁ। ସେ ଯାହା କହିବାକୁ ଚାହାନ୍ତି, କୁହନ୍ତି। ଶେଷରେ ମୁଁ ତାଙ୍କ ସହ ଯୁକ୍ତି କରିବାକୁ ଚାହେଁନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରାଇମେରୀ ସ୍କୁଲରେ ପାଠ ପଢ଼ାନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଏକାକୀ ଦମ୍‌ଦାର ପ୍ରଦର୍ଶନ କରି ଗତବର୍ଷ ଦଳକୁ ବିଶ୍ୱକପ୍‌ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ...

କଳିଙ୍ଗରେ ୬ ଗ୍ରୁପ୍‌, ୨ ନକ୍‌ଆଉଟ ମ୍ୟାଚ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)- ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ୭ମ ସଂସ୍କରଣ ଭାରତର ୫ଟି ସହରରେ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ...

‘ଶ୍ରେଷ୍ଠ ଫିନିଶର ଭାବେ ମନେ ରଖାଯିବ’

ଆବୁଧାବି,୧୧।୧୦: ”ମୋ ମତରେ ମହେନ୍ଦ୍ର ସିଂ ଧୋନୀ ଜଣେ କିମ୍ବଦନ୍ତୀ ଖେଳାଳି। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଡେଥ୍‌ ଓଭରରେ ଚେନ୍ନାଇ ରବୀନ୍ଦ୍ର ଜାଡେଜା ନା...

କୋଭିଡ-୧୯: ସିନିୟର ପିଜିଏ ଚାମ୍ପିୟନଶିପ୍‌ ବାତିଲ

ଲସ୍‌ ଏଞ୍ଜେଲ୍ସ,୩।୪(ପି.ଟି.)- କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଆସନ୍ତା ମାସରେ ଆୟୋଜନ ହେବାକୁ ଥିବା ପ୍ରଫେସ୍‌ନାଲ ଗଲ୍ଫର୍ସ ଅସୋସିଏଶନ (ପିଜିଏ)...

୨୪ ବର୍ଷ ତଳେ ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିଲେ ଜାଡେଜା

୯ ମାର୍ଚ୍ଚ ୧୧୯୬ ମସିହାରେ ଭାରତ ଓ ପାକିସ୍ତାନ ଆଇସିସି ବିଶ୍ୱକପ୍‌ରେ ଦ୍ୱିତୀୟ ଥର ପାଇଁ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍‌ ଥିଲା ପାକିସ୍ତାନର କିମ୍ବଦନ୍ତୀ...

ବାଂଲାଦେଶର ଏକ ଘରୋଇ ଦିନିକିଆ ମ୍ୟାଚ୍‌ରେ ୪୮ ଛକା, ୭୦ ଚୌକା

ଢାକା,୨୮।୧(ଏଏଫ୍‌ପି): ଦେଶର ଏକ ଦ୍ୱିତୀୟ ଶ୍ରେଣୀର ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ମୋଟ ୮୧୮ ରନ୍‌ ସ୍କୋର ହୋଇଛି। ମ୍ୟାଚ୍‌ରେ ଉଭୟ ଦଳ ୪୮ ଛକା...

ବିଶ୍ୱ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ କୁସ୍ତି: ସୁଶୀଲଙ୍କୁ ଅଣଦେଖା, ମାନ୍‌ଙ୍କ ସ୍ଥାନରେ ଅମିତ

ନୂଆଦିଲ୍ଲୀ, ୨୩।୪(ପି.ଟି.)-ଆସନ୍ତା ବିଶ୍ୱ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ କୁସ୍ତି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳରେ ନ୍ୟାଶନାଲ ଗୋଲ୍ଡ ମେଡାଲିଷ୍ଟ ସନ୍ଦୀପ ମାନ୍‌ଙ୍କ ସ୍ଥାନରେ ପୂର୍ବତନ ଏସୀୟ...

ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଇପିଏଲ ସ୍ଥଗିତ

ନୂଆକଦିଲ୍ଲୀ, ୧୪।୩(ପି.ଟି.)- ବ୍ୟୟବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଏହା ଚଳିତ ମାସ ୨୯...

Advertisement
Archives

Model This Week