ଖେଳ

ପେରେଜଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ୍‌ ଟାଇଟଲ

ସାଖୀର (ବାହାରିନ୍‌),୮ା୧୨- ରବିବାର ଅନୁଷ୍ଠିତ ସାଖୀର ଗ୍ରାଁପ୍ରିରେ ରେସିଂ ପଏଣ୍ଟର ସର୍ଗିଓ ପେରେଜ ତାଙ୍କର ପ୍ରଥମ ଫର୍ମୁଲା ଓ୍ବାନ୍‌ ବିଜୟ ହାସଲ କରିଛନ୍ତି। ଫର୍ମୁଲା ଓ୍ବାନ୍‌ରେ ଏହା ଥିଲା ତାଙ୍କର ୧୯୦ତମ ରେସ୍‌। ମର୍ସିଡିଜ୍‌ ଟିମ୍‌ ଆଶାନୁରୂପ ପ୍ରଦର୍ଶନ କରିପାରି ନ…

ଗ୍ରୀନ୍‌ଙ୍କ ଶତକ: ଅଷ୍ଟ୍ରେଲିଆ ‘ଏ’ ଅଗ୍ରଣୀ

ସିଡ୍‌ନୀ, ୮।୧୨-କାମେରନ ଗ୍ରୀନ୍‌ଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆ ‘ଏ’ ଏଠାରେ ଚାଲିଥିବା ଭାରତ ‘ଏ’ ବିପକ୍ଷ ଓ୍ବାର୍ମଅପ୍‌ ମ୍ୟାଚରେ ୩୯ ରନରେ ଅଗ୍ରଣୀଲାଭ କରିଛି। ଭାରତ ଏହାର ପ୍ରଥମ ଇନିଂସକୁ ୨୪୭/୯ରେ ଘୋଷଣା କରିଥିବାବେଳେ ସୋମବାର ଦ୍ୱିତୀୟ ଦିବସ ଶେଷସୁଦ୍ଧା…

ସ୍କଟିଶ ମହିଳା ପ୍ରିମିୟର ଲିଗ୍‌:ପ୍ରଥମ ଗୋଲ ସ୍କୋର କଲେ ବାଲା

ଗ୍ଲାସ୍‌ଗୋ, ୮ା୧୨ (ପି.ଟି.)- ସ୍କଟିଶ ମହିଳା ପ୍ରିମିୟର ଲିଗ୍‌ରେ ଭାରତର ଷ୍ଟାର ଫୁଟ୍‌ବଲର ବାଲା ଦେବୀ ତାଙ୍କର ପ୍ରଥମ ଗୋଲ୍‌ ସ୍କୋର କରିଛନ୍ତି। ବାଲା ଏହି ଫୁଟ୍‌ବଲ ଟୁର୍ନାମେଣ୍ଟରେ ରେଞ୍ଜର୍ସ ଏଫ୍‌ସି ଦଳ ତରଫରୁ ଖେଳୁଛନ୍ତି। ତାଙ୍କ ଦଳ ରବିବାର ମଦରଓ୍ବେଲ…

ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟ ସ୍ଥଗିତ

ଦେବଗଡ଼, ୮।୧୨(ଡି.ଏନ.ଏ.)- ରବିବାର ସନ୍ଧ୍ୟାରେ ବାମଣ୍ଡା କ୍ରିକେଟ କ୍ଲବର ଏକ ବୈଠକ କ୍ଲବର ସଭାପତି ତଥା ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।୧୯୯୦ ମସିହାରୁ ଅନୁଷ୍ଠିତ ହୋଇ ଆସୁଥିବା ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟ ଚଳିତବର୍ଷ ତଥା ୩୧…

ଜାମସେଦପୁରର ପ୍ରଥମ ବିଜୟ

ଭାସ୍କୋ, ୭।୧୨- ନେରିଜୁସ୍‌ ଭାଲ୍ସକିସଙ୍କ ଡବଲ ଗୋଲ ବଳରେ ଜାମସେଦପୁର ଏଫସି ଚଳିତ ଆଇଏସ୍‌ଏଲ (ଇଣ୍ଡିଆନ ସୁପର ଲିଗ୍‌)ରେ ସୋମବାର ପ୍ରଥମ ବିଜୟ ହାସଲ କରିଛି। ଜାମସେଦପୁର ଏଫସି ୨-୧ ଗୋଲରେ ଏଟିକେ ମୋହନବାଗାନକୁ ହରାଇ ଦେଇଛି। ଏହା ଚଳିତ ଆଇଏସ୍‌ଏଲରେ…

ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ ବାତିଲ

ଜୋହାନ୍ସବର୍ଗ, ୭।୧୨- ଭ୍ରମଣକାରୀ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜ୍‌କୁ ବାତିଲ କରି ଦିଆଯାଇଛି। ଦୁଇ ଦଳର କିଛି ଖେଳାଳିଙ୍କ କୋଭିଡ୍‌-୧୯ ଟେଷ୍ଟ ରିପୋର୍ଟ ପଜେଟିଭ ଆସିବା ପରେ ସିରିଜ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି…

ପ୍ରଥମ ଟେଷ୍ଟରେ ନ ଖେଳିପାରନ୍ତି ଜାଡେଜା

ନୂଆଦିଲ୍ଲୀ, ୭।୧୨- ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ନ ଖେଳି ପାରନ୍ତି। ପ୍ରଥମ ଟି୨୦ ମ୍ୟାଚ୍‌ରେ ମୁଣ୍ଡରେ ବଲ ବାଜିବା ଓ ମାଂସପେଶୀରେ ଆଘାତ କାରଣରୁ ତାଙ୍କୁ ବିଶ୍ରାମ ମିଳିପାରେ। ୩୨ ବର୍ଷୀୟ ଅଲରାଉଣ୍ଡରଙ୍କୁ…

କୋହଲିଙ୍କ ଘରଠାରୁ ଦୁଇଗୁଣ ମହଙ୍ଗା ଘର; ବାପାଙ୍କଠାରୁ ଦୂରରେ ଏଠାରେ ରହୁଛନ୍ତି ଯୁବରାଜ

ଭାରତୀୟ କ୍ରିକେଟ ଟିମ୍‌ର ସୁପରଷ୍ଟାର ଖେଳାଳି ହେଲେ ଯୁବରାଜ ସିଂହ। ବିଶ୍ୱକପ୍‌ରେ ସେ ପ୍ଲେୟାର ଅଫ୍‌ ଦ ଟୁର୍ନାମେଣ୍ଟ ପୁରସ୍କାର ଜିତିଥିଲେ। ତେବେ ଯୁବରାଜ ଯେତିକି ନିଜର ଖେଳ ପାଇଁ ପରିଚିତ ସେତିକି ନିଜର ଜୀବନଚର୍ଯ୍ୟା ପାଇଁ । ବହୁତ କମ୍‌…

ତୃତୀୟ ଟି୨୦ରେ ଇତିହାସ ରଚିପାରନ୍ତି ୟୁଜବେନ୍ଦ୍ର ଚହଲ: ବୁମରାହଙ୍କ ଏହି ବଡ ରେକର୍ଡ ଭାଙ୍ଗିବା ଉପରେ ନଜର

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସବୁଠାରୁ ଅଧିକ ଉଇକେଟ ନେଇଥିବା ଖେଳାଳି ପାଲଟିଛନ୍ତି ୟୁଜବେନ୍ଦ୍ର ଚହଲ। ବୁମରାହଙ୍କଠାରୁ କମ୍‌ ମ୍ୟାଚ୍‌ ଖେଳିଥିଲେ ହେଁ ଏହି କୀର୍ତ୍ତିମାନ ନିଜ ନାମରେ କରିଛନ୍ତି ସେ। ପ୍ରଥମ ମ୍ୟାଚ୍‌ରେ ରବିନ୍ଦ୍ର ଜାଡେଜାଙ୍କ କନ୍‌କଶନ…

ଏହି କାର ଚଲାଇବାକୁ ଭଲ ପାଆନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟରମାନେ କେବଳ ସେମାନଙ୍କ ଖେଳ ପାଇଁ ନୁହେଁ ବରଂ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ କଥା ଉଠିଲେ ସେ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି, କିପରେ ଜୀବନ ବିତାଇଥାନ୍ତି ତାହା…

ଚଉକା-ଛକା ଲଗାଇବା ସତ୍ତ୍ୱେ ସ୍ତ୍ରୀଙ୍କଠାରୁ ଶୁଣିବାକୁ ପଡେ ଗାଳି, ଚିୟରଲିଡରଙ୍କୁ ଦେଖିଲେ…

ନୂଆଦିଲ୍ଲୀ,୭।୧୨: ଆଇପିଏଲ୍‌ ୨୦୨୦ରେ ଭଲ ପ୍ରଦର୍ଶନ କରିଥିଲେ ସୂର୍ଯ୍ୟ କୁମାର ଯାଦବ। କେବଳ ଚଳିତ ସିଜନରେ ନୁହେଁ ବରଂ ଗତ ୩ ସିଜନରେ ସେ ୪୦୦ରୁ ଅଧିକ ରନ୍‌ କରିଛନ୍ତି। ଏହାସତ୍ତ୍ୱେ ତାଙ୍କୁ ଭାରତ ଏକାଦଶ ପାଇଁ ଚୟନ କରାଯାଇନାହିଁ। ତେବେ…

ମୁକେଶ ଅମ୍ବାନୀଙ୍କ କାର୍‌ ଠାରୁ ମହଙ୍ଗା ଏହି ଖେଳାଳିଙ୍କ ଗାଡି: ଦାମ୍‌ ଶୁଣିଲେ ଉଡିଯିବ ହୋସ୍‌

ଯେତେବେଳେ ବି ଫୁଟବଲରଙ୍କ କଥା ଉଠେ ସର୍ବପ୍ରଥମେ ୨ଟି ନାମ ସମ୍ମୁଖକୁ ଆସିଥାଏ। ସେମାନେ ହେଲେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ଲିଓନେଲ ମେସି। ଏହି ୨ ଖେଳାଳି କେବଳ ଭଲ ଖେଳନ୍ତି ତାହା ନୁହେଁ ଏମାନେ ବିଶ୍ୱର ସବୁଠାରୁ ଦାମୀ ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?