କୃଷକ ଆନ୍ଦୋଳନରେ ଯୋଗ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର
ନୂଆଦିଲ୍ଲୀ,୯।୧୨: ପଞ୍ଜାବ ରଣଜୀ ଦଳର ଅଧିନାୟକ ତଥା ଇଣ୍ଡିଆନ ପ୍ରିମିୟର ଲିଗର କିଙ୍ଗସ ଏକାଦଶ ପଞ୍ଜାବ ଖେଳାଳି ମନଦୀପ ସିଂ କୃଷକ ଆନ୍ଦେଳନକୁ ସମର୍ଥନ କରିଛନ୍ତି। ସେ କୃଷକ ଆନ୍ଦୋଳନରେ ଯୋଗଦେଇଛନ୍ତି। ଏହା ସହିତ ଏହି ଆନ୍ଦୋଳନରେ ଭାଗ ନେଉଥିବା ମନଦୀପ…
ଭୁଲ୍ କରିଦେଲେ ବିରାଟ କୋହଲି
ସିଡନୀ,୯।୧୨: ଭାରତୀୟ ଦଳର ଏକ ଭୁଲ ନିଷ୍ପତି ଯୋଗୁ ତୃତୀୟ ଟି-୨୦ରେ ଭାରତ ପରାସ୍ତ ହୋଇଛି। ଡିଆରଏସ୍ ନେବାରେ ବିଳମ୍ବ ହେତୁ ଅଷ୍ଟ୍ରେଲୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱେଡ ଗୁରୁତ୍ୱପୂର୍ଣ୍ଣ ୩୦ ରନ ସ୍କୋର କରିଥିଲେ, ଯାହା ଶେଷରେ ନିର୍ଣ୍ଣାୟକ…
ଆଖିବୁଜିଲେ ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପିତା
ଖ୍ରୀଷ୍ଟଚର୍ଚ୍ଚ,୯।୧୨:ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପିତା ଗେରାର୍ଡ ଷ୍ଟୋକ୍ସଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ମସ୍ତିଷ୍କ କ୍ୟାନସର ସହିତ ଯୁଦ୍ଧ କରୁଥିଲେ। ରଗବି ୱର୍କିଙ୍ଗଟନ କ୍ଲବ ଗେରାର୍ଡଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି। କ୍ଲବ ପକ୍ଷରୁ କୁହାଯାଇଛି ଯେ,…
ମନର ଯନ୍ତ୍ରଣା ପ୍ରକାଶ କଲେ ହାର୍ଦ୍ଦିକ ପାଣ୍ଡ୍ୟା
ସିଡନୀ,୯।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍କୁ ଟିମ୍ ୨-୧ରେ ଜିତିନେଇଛି। ଏହି ସିରିଜ୍ରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଜବରଦସ୍ତ ପ୍ରଦର୍ଶନ ମାଧ୍ୟମରେ ସେ ସମସ୍ତଙ୍କ ହୃଦୟ ଜିତିଥିଲେ ପାଣ୍ଡ୍ୟା। ମ୍ୟାଚ୍ ପରେ…
ବିରାଟ-ଅନୁଷ୍କା ଜଣାଇଲେ ଖୁସି ଖବର, ଏହି ଫଟୋକୁ କରାଗଲା ସବୁଠୁ ଅଧିକ ପସନ୍ଦ
ବଲିଉଡ୍ ଏବଂ କ୍ରିକେଟ ଦୁନିଆର ସବୁଠାରୁ ପ୍ରସିଦ୍ଧ ଦମ୍ପତି ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଅଗଷ୍ଟ ମାସରେ ବିରାଟ-ଅନୁଷ୍କା ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର…
ବ୍ରେକ୍ଡ୍ୟାନ୍ସିଂକୁ ଅଲିମ୍ପିକ ମାନ୍ୟତା: ୨୦୨୪ ଅଲିମ୍ପିକ୍ସରେ ପଦାର୍ପଣ କରିବ
ଜେନିଭା, ୯।୧୨(ଏପି): ଆନୁଷ୍ଠାନିକ ଭାବେ ବ୍ରେକ୍ଡ୍ୟାନ୍ସିଂ ଏବେ ଅଲିମ୍ପିକ କ୍ରୀଡ଼ାର ମାନ୍ୟତା ହାସଲ କରିଛି। ଏହି କ୍ରୀଡ଼ା ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଡେବ୍ୟୁ କରିବ। ଯୁବପିଢ଼ିର କ୍ରୀଡ଼ା ପ୍ରଶଂସକଙ୍କୁ ଆକର୍ଷିତ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ବ୍ରେକ୍ଡ୍ୟାନ୍ସିଂକୁ ଅଲିମ୍ପିକ୍ରେ ସାମିଲ…
ଅବସରପ୍ରାପ୍ତ କ୍ରୀଡ଼ାବିତ୍ଙ୍କୁ ଚାକିରି ଦେବେ ସରକାର: ଏକହଜାର ଖେଲୋ ଇଣ୍ଡିଆ ସେଣ୍ଟର ଆରମ୍ଭ ହେବ
ନୂଆଦିଲ୍ଲୀ,୯।୧୨(ପି.ଟି.): ଅବସର ନେଇଥିବା କ୍ରୀଡ଼ାବିତ୍ଙ୍କୁ ଚାକିରି ଦେବା ପାଇଁ କେନ୍ଦ୍ର ସରକାର ବେଶ୍ ଉତ୍ସାହିତ ଅଛନ୍ତି। ଏଥିପାଇଁ ସରକାର ଦେଶରେ ୧୦୦୦ ଖେଲୋ ଇଣ୍ଡିଆ ସେଣ୍ଟର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏହା ଦ୍ୱାରା…
ଜାନୁୟାରୀ ୯ରୁ ଆରମ୍ଭ ଆଇ- ଲିଗ୍: ସୁଡେଭା ଦିଲ୍ଲୀ ଏଫ୍ସି- ମହମ୍ମଡାନ ଏସ୍ସି ଉଦ୍ଘାଟନୀ ମ୍ୟାଚ
ନୂଆଦିଲ୍ଲୀ,୯।୧୨(ପି.ଟି.): ଦେଶର ଅନ୍ୟତମ ମର୍ଯ୍ୟାଦାସମ୍ପନ୍ନ ଫୁଟବଲ ଟୁର୍ନାମେଣ୍ଟ ଆଇ- ଲିଗ୍ ଏଥର କୋଲକାତାରେ ଜାନୁୟାରୀ ୯ ତାରିଖରୁ ଆରମ୍ଭ ହେବ। ପଦାର୍ପଣ କରିବାକୁ ଥିବା ନୂଆ ଦଳ ସୁଡେଭା ଦିଲ୍ଲୀ ଏଫ୍ସି ଓ ମହମ୍ମଡାନ ସ୍ପୋର୍ଟିଂ କ୍ଲବ ଉଦ୍ଘାଟନୀ ମ୍ୟାଚ୍ରେ ମୁହଁାମୁହିଁ…
ଆଇସୋଲେଶନରୁ ମୁକ୍ତ ହେଲା ପାକିସ୍ତାନ ଦଳ
ଓ୍ବେଲିଂଟନ,୯।୧୨(ଏପି): ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ପାକିସ୍ତାନ କ୍ରିକେଟ ଦଳକୁ ଆଇସୋଲେଶନରୁ ମୁକ୍ତ କରାଯାଇଛି। ଫଳରେ ପାକିସ୍ତାନ ଖେଳାଳିମାନେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ଓ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିପାରିବେ। ୧୪ ଦିନିଆ ଆଇସୋଲେଶନ ରହଣିର ୧୨ତମ ଦିନରେ…
ବ୍ୟାଟ୍ସମ୍ୟାନ ବୋଲିଂ କରିବା ଗୁରୁତ୍ୱପୂର୍ଣ୍ଣ: ରାଇନା
ନୂଆଦିଲ୍ଲୀ,୯।୧୨(ପି.ଟି.): ବ୍ୟାଟ୍ସମ୍ୟାନମାନେ କାମଚଳା ବୋଲିଂ କରିବା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ପୂର୍ବତନ କ୍ରିକେଟର ସୁରେଶ ରାଇନା କହିଛନ୍ତି। ପୂର୍ବରୁ ଏଭଳି ଉଦାହରଣ ରହିଥିଲା। ତେବେ ବର୍ତ୍ତମାନ ଭାରତୀୟ ଦଳରେ ଏହା ପରିଲକ୍ଷିତ ହେଉନାହିଁ । ପିଠିରେ ଅସ୍ତ୍ରୋପଚାର କରାଇଥିବାରୁ ଅଲରାଉଣ୍ଡର…
ରିଦ୍ଧିମାନଙ୍କ ଅର୍ଦ୍ଧଶତକ: ମ୍ୟାଚ ଡ୍ର
ସିଡ୍ନୀ, ୯।୧୨(ପି.ଟି.)- ଭାରତ ‘ଏ’ ଓ ଅଷ୍ଟ୍ରେଲିଆ ‘ଏ’ ମଧ୍ୟରେ ଅନୁଷ୍ଠିତ ୩ ଦିନିଆ ଓ୍ବାର୍ମଅପ୍ କ୍ରିକେଟ ମ୍ୟାଚ ଡ୍ର ରହିଛି। ଦ୍ୱିତୀୟ ଇନିଂସରେ ଭାରତୀୟ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିବା ବେଳେ ଉଇକେଟ କିପର…
ତ୍ୟାଗୀଙ୍କ ବାଉନ୍ସରରେ ପୁକୋଭସ୍କି ଆହତ: ଦ୍ୱିତୀୟ ଓ୍ବାର୍ମଅପ୍ ମ୍ୟାଚରୁ ଓହରିଲେ
ସିଡ୍ନୀ, ୯।୧୨(ପି.ଟି.)- ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ ପାଇଁ ହଟ୍ ଫେଭରାଇଟ୍ ଥିବା ଅଷ୍ଟ୍ରେଲିଆର ଓ୍ବିଲ୍ ପୁକୋଭସ୍କି କାର୍ତ୍ତିକ ତ୍ୟାଗୀଙ୍କ ବାଉନ୍ସରରେ ଆହତ ହୋଇଛନ୍ତି। ଭାରତ ‘ଏ’ ବିପକ୍ଷରେ ଅଷ୍ଟ୍ରେଲିଆ ‘ଏ’ ପକ୍ଷରୁ ଓ୍ବାର୍ମଅପ୍ ମ୍ୟାଚରେ ପ୍ରତିନିଧିତ୍ୱ କରିଥିବା ପୁକୋଭସ୍କି ଦ୍ୱିତୀୟ…

