Posted inଖେଳ

ଭାରତର ଐତିହାସିକ ବିଜୟ ପରେ ଏମିତି କହିଲେ କୋହଲି

ମୁମ୍ବାଇ,୧୯।୧: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ ଭାରତୀୟ ଅଧିନାକୟ ବିରାଟ କୋହଲି ଦଳର ବିଜୟକୁ ଐତିହାସିକ ବୋଲି କହିଛନ୍ତି। ଏହାସହ ସାଥୀ ଖେଳାଳିଙ୍କ ‘ଧୈର୍ଯ୍ୟ ଏବଂ ନିଷ୍ଠା’କୁ ପ୍ରଶଂସା କରିବା ସହ ଦଳର ସିରିଜ ବିଜୟକୁ ‘ଆଦର୍ଶ’ ବୋଲି କହିଛନ୍ତି। ଆଡିଲେଡ୍‌ ଟେଷ୍ଟ ପରେ ଆମ ପ୍ରଦର୍ଶନ ଉପରେ ସନ୍ଦେହ କରୁଥିବା ଲୋକ ଛିଡା ହୋଇ ଦେଖ ବୋଲି ସେ କହିଛନ୍ତି। ସାଥୀ ଖେଳାଳିଙ୍କ ପ୍ରଦର୍ଶନ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ସେ ପ୍ରଶଂସା କରିଛନ୍ତି। ଏଭଳି ଐତିହାସିକ ବିଜୟର ମୂହୁର୍ତ୍ତକୁ ଉପଭୋଗ କର ବୋଳି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତ ପ୍ରଥମ ଟେଷ୍ଟ ପରେ ପୈତୃକ ଛୁଟି ନେଇ ଭାରତ ଫେରିଥିଲେ। ଜାନୁୟାରୀ ୧୧ରେ ସେ କନ୍ୟା ସନ୍ତାନର ପିତା ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାଣନ୍ତୁ କେଉଁ ଟିମ୍‌ କେତୋଟି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି

ଭାରତ ଓ ବାଂଲାଦେଶ ମଧ୍ୟରେ ନଭେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ କୋଲକାତାର ଇଡେନ ଗାର୍ଡେନ୍ସରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ। ଦୁଇ ଟିମ କ୍ରିକେଟ...

ମ୍ୟାଚ୍‌ ପୂର୍ବରୁ ଶାରଜାରେ ଧୂଳିଝଡ଼

ଶାରଜା,୨୪।୯: ଛକା ଓ ଚୌକା ପାଇଁ ଜଣାଶୁଣା ଶାରଜା ଗ୍ରାଉଣ୍ଡରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି ) ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)...

ସେମିଫାଇନାଲ ପୂର୍ବରୁ ରୋହିତ ଆହତ

ଆଡିଲେଡ୍‌,୯।୧୧(ପି.ଟି): ନେଟ୍ସରେ ଅଭ୍ୟାସ କରୁଥିବା ସମୟରେ ଆହତ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ବିପକ୍ଷ ଟି୨୦ ସେମିଫାଇନାଲ ପୂର୍ବରୁ ମଙ୍ଗଳବାର...

ଓ୍ବାସିମ ଜାଫରଙ୍କ ରେକର୍ଡ ୧୫୦ତମ ରଣ୍‌ଜୀ ମ୍ୟାଚ୍‌

ବିଜୟଓ୍ବାଡା,୯।୧୨- ଭେଟେରାନ ଓପନର ଓ୍ବାସିମ ଜାଫର ସୋମବାର ରଣଜୀ କ୍ୟାରିୟରର ୧୫୦ ମ୍ୟାଚ୍‌ରେ ପଦାର୍ପଣ କରିଛନ୍ତି। ଏଠାରେ ଆନ୍ଧ୍ର ପ୍ରଦେଶ ଓ ବିଦର୍ଭ ମଧ୍ୟରେ ଅନୁଷ୍ଠିତ...

ରିଷଭ ପନ୍ତଙ୍କ ସପକ୍ଷରେ ବାହାରିଲେ ଗର୍ଲଫ୍ରେଣ୍ଡ

ମୁମ୍ବାଇ,୨୪।୪: ଆଇପିଏଲ୍‌ରେ ୨୦୨୨ରେ ରାଜସ୍ଥାନ ରୟାଲ୍ସ ଏବଂ-ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ନୋ’ ବଲ୍‌କୁ ନେଇ ବିବାହ ସୃଷ୍ଟି ହୋଇଛି। ଏହି ମ୍ୟାଚ...

ପୁରୁଷ ହକି ବିଶ୍ବକପ: ୱେଲ୍ସକୁ ୫-୧ ଗୋଲ୍‌ରେ ପରାସ୍ତ କଲା ସ୍ପେନ

ରାଉରକେଲା,୧୫।୧: ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ବକପର ଏକ ମ୍ୟାଚ୍‌ରେ ସ୍ପେନ ୫-୧ ଗୋଲ୍‌ରେ ୱେଲ୍ସକୁ ପରାସ୍ତ କରିଛି। ପ୍ରଥମ...

ପ୍ରିକ୍ୱାର୍ଟରରେ ଜୋକୋଭିଚ୍‌

ନ୍ୟୁୟର୍କ,୩୧।୮: ଡିଫେଣ୍ଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗରେ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ...

ଯୋଗ୍ୟତା ଅର୍ଜନ କରିପାରିଲେନି ଲକ୍ଷ୍ୟ ସେନ

କୁଆଲାଲମ୍ପୁର, ୭ା୧ (ପି.ଟି.)- ଭାରତର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ଟୁର୍ନାମେଣ୍ଟର ମୁଖ୍ୟ ଡ୍ର ପାଇଁ ଯୋଗ୍ୟତା ହାସଲ...

Advertisement
Archives

Model This Week