ଓ୍ବାର୍ମଅପ୍ରେ ଖେଳି ନ ପାରନ୍ତି କୋହଲି
ସିଡ୍ନୀ, ୯।୧୨(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ୩ ଦିନିଆ ଦିବାରାତ୍ର ଓ୍ବାର୍ମଅପ୍ ଗେମ୍ ଖେଳିବା ସମ୍ଭାବନା କମ୍ ରହିଛି। ଦିନିକିଆ ପରେ ଟି୨୦ ସିରିଜ ମଙ୍ଗଳବାର ଶେଷ ହୋଇଛି। ୩ ଦିନ ପରେ…
ଆଣ୍ଠୁଗଣ୍ଠି ସମସ୍ୟା ଥିଲେ କରନ୍ତୁ ଏହି ଯୋଗାସନ
ଯୋଗ ଦ୍ୱାରା ଶରୀରର ବିଭିନ୍ନ ପ୍ରକାରର ସମସ୍ୟା ଦୂର ହୋଇଥାଏ। ଯୋଗର ବିଭିନ୍ନ ଅଲଗା ଅଲଗା ଆସନ ରହିଛି। ଯାହା ଦ୍ୱାରା ରୋଗ ଦୂର ହେବାର ସମ୍ଭାବନା ରହିଥାଏ। ଏଥି ମଧ୍ୟରୁ ହଳାସନ ଅନ୍ୟତମ। ଏହା କାନ୍ଧ ଓ କହୁଣୀ ସମେତ…
ଆଇଏସ୍ଏଲ୍: ବେଙ୍ଗାଲୁରୁ-ନର୍ଥଇଷ୍ଟ ମ୍ୟାଚ ଡ୍ର
ଫତୋର୍ଦା, ୮।୧୨- ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ)ରେ ମଙ୍ଗଳବାର ବେଙ୍ଗାଲୁରୁ ଏଫସି ଓ ନର୍ଥ ଇଷ୍ଟ ୟୁନାଇଟେଡ ମ୍ୟାଚ ବିନା ଫଳାଫଳରେ ଶେଷ ହୋଇଛି। ମ୍ୟାଚ୍ଟି ୨-୨ ଗୋଲରେ ଡ୍ର ରହିଛି। ମ୍ୟାଚର ୪ର୍ଥ ମିନିଟରେ ଲୁଇସ ମାଚାଡୋ ଏକ ଗୋଲ…
ବିରୁଷ୍କା ଶେୟାର କରିଥିବା ଗୁଡ୍ ନ୍ୟୁଜ ଫଟୋକୁ ମିଳିଛି ଚଳିତ ବର୍ଷର ସବୁଠୁ ଅଧିକ ଲାଇକ୍
ଲଣ୍ଡନ,୮।୧୨- କ୍ରିକେଟ ଓ ବଲିଉଡ ଜଗତର ସବୁଠୁ ଲୋକପ୍ରିୟ ଦମ୍ପତି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଫ୍ୟାନଙ୍କ ସଂଖ୍ୟା ବଢ଼ିଚାଲିଛି। ଚଳିତ ବର୍ଷ ଅଗଷ୍ଟରେ ବିରୁଷ୍କା ସୋସିଆଲ ମିଡିଆରେ ଫ୍ୟାନଙ୍କ ସହ ବାପା-ମା ହେବାକୁ ଯାଉଥିବା ଖୁସି ଖବର ବାଣ୍ଟିଥିଲେ।…
ସେନା ଅଧିକାରୀ ହେବାର ସ୍ବପ୍ନ ଥିଲା, ମା’ କହିବାରୁ କ୍ରିକେଟକୁ କରିଥିଲେ କ୍ୟାରିୟର
ନୂଆଦିଲ୍ଲୀ,୮।୧୨: ଆର୍ମି ଅଫିସର(ସେନା ଅଧିକାରୀ) ହେବାର ସ୍ବପ୍ନ ଥିଲା। ହେଲେ ମା’ଙ୍କ ପରାମର୍ଶ ମୁତାବକ ସେ କ୍ରିକେଟର ହୋଇଥିଲେ ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଟିମ୍ର ପୂର୍ବ ଓପନର୍ ଗୌତମ ଗମ୍ଭୀର। ୟୁଟ୍ୟୁବର ଗୌରବ କପୁରଙ୍କ ଶୋ’ ବ୍ରେକ୍ଫାଷ୍ଟ ଉଇଥ୍ ଚାମ୍ପିଆନ୍ସରେ…
ଲଢ଼େଇ କରି ହାରିଲା ଭାରତ
ଲଢ଼େଇ କରି ହାରିଲା ଭାରତ ସିଡ୍ନୀ,୮।୧୨- ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍କୁ ଆଗୁଆ ଜିତିସାରିଥିବା ଭାରତୀୟ ଦଳ ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ପରାସ୍ତ ହୋଇଛି। ଅନ୍ତିମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୧୨ ରନ୍ରେ ବିଜୟ ହାସଲ କରିଛି। ଏଭଳି ଫଳାଫଳ…
‘ଉଇ ମିସ୍ ୟୁ ଧୋନୀ’ ବ୍ୟାନର ଦେଖି କୋହଲି ଦେଲେ ଏମିତି ପ୍ରତିକ୍ରିୟା
ସିଡନୀ,୮।୧୨:ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟି -୨୦ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ (ଏସସିଜି) ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଭାରତ ୬ ଉଇକେଟରେ ଜିତିଥିଲା। ଦ୍ୱିତୀୟ ଟି-୨୦ ମ୍ୟାଚ ବହୁତ ରୋମାଞ୍ଚକର ଥିଲା। ଏହି…
ବିରାଟ କୋହଲିଙ୍କ ଟେନସନ୍ ବଢାଇ ପାରନ୍ତି ଏହି ୨୧ ବର୍ଷୀୟ କ୍ରିକେଟର
ସିଡନୀ,୮।୧୨: ଏକଦିବସୀୟ ଏବଂ ଟି-୨୦ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆର ପୂର୍ବ ଗସ୍ତରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟେଷ୍ଟ ସିରିଜରେ ଐତିହାସିକ ବିଜୟ ହାସଲ କରିଥିଲା। କିନ୍ତୁ ଏଥର ଅଷ୍ଟ୍ରେଲିଆ ଭାରତ ଉପରେ…
ବିରାଟ କୋହଲିଙ୍କ ପରେ ପିତା ହେବାକୁ ଯାଉଛନ୍ତି ଆଉ ଜଣେ ଅଧିନାୟକ
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ପିତୃତ୍ୱ ଛୁଟିରେ ଯିବେ। ଜାନୁଆରୀ ଆରମ୍ଭରେ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ଜୀବନରେ ଏକ ଛୋଟ ଅତିଥି ଆସିବାକୁ ଯାଉଛି। କୋହଲିଙ୍କ ପରି…
ଏହି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍ଙ୍କୁ କପି କଲେ ବିରାଟ କୋହଲି: ମିଳିଲା ଏମିତି ପ୍ରତିକ୍ରିୟା
ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳୁଛି। ଭାରତ ପ୍ରଥମ ମ୍ୟାଚକୁ ୧୧ ରନ ଏବଂ ଦ୍ୱିତୀୟ ମ୍ୟାଚରେ ୬ ଉଇକେଟ ବ୍ୟବଧାନରେ ଜିତିଥିଲା। ଦ୍ୱିତୀୟ ଟି -୨୦…
ସିଂହକୁ କ୍ଷୀର ପିଆଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କ ସ୍ତ୍ରୀ
ଆଇପିଏଲ୍ର ୧୩ ତମ ସିଜନ ଶେଷ ହେବା ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କ ପରିବାର ଏବଂ କିଛି ସାଙ୍ଗମାନଙ୍କ ସହିତ ଛୁଟି କାଟିବା ପାଇଁ ଦୁବାଇ ଆସିଥିଲେ। ସେ ଦୀର୍ଘ ସମୟ ଧରି ଦୁବାଇରେ…
ଗୋଟିଏ କିଡ୍ନୀରେ ସଫଳତା ହାସଲ କରିଥିଲେ ଅଞ୍ଜୁ
କୋଚି, ୭ା୧୨ (ପି.ଟି.)-ଅଲିମ୍ପିଆନ ଅଞ୍ଜୁ ବବି ଜର୍ଜ ଏକ ଟୁଇଟ୍ରେ ତାଙ୍କର ଏକ ବ୍ୟକ୍ତିଗତ ଗୋପନ କଥା ସାଧାରଣରେ ପ୍ରକାଶ କରିଛନ୍ତି। ୨୦୦୩ରେ ପ୍ୟାରିସ୍ରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ ଲଙ୍ଗ୍ଜମ୍ପ୍ରେ ଅଞ୍ଜୁ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେତେବେଳେ ତାଙ୍କର…

