ଖେଳ

ପୁଣିଥରେ ସ୍ମିଥ୍‌ଙ୍କୁ ମିଳିପାରେ ଅଷ୍ଟ୍ରେଲିଆ ଦାୟିତ୍ୱ: କୋଚ୍‌ ଲାଙ୍ଗର ଦେଲେ ଏଭଳି ସଙ୍କେତ

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର ଦଳର ଅଧିନାୟକ ପଦ ଷ୍ଟିଭ ସ୍ମିଥ୍‌କୁ ଦେବାକୁ ସଙ୍କେତ ଦେଇଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଆରୋନ ଫିଞ୍ଚଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ମ୍ୟାନେଜମେଣ୍ଟ ସ୍ମିଥ୍‌ଙ୍କ ନୁହେଁ ବରଂ ମାଥ୍ୟୁ ଓ୍ବେଡ୍‌ଙ୍କୁ ଦାୟିତ୍ୱ ଦେଇଥିଲା।…

ଧଓ୍ବନ୍‌ଙ୍କୁ ଷ୍ଟମ୍ପ ଆଉଟ୍‌ କରିପାରିଲେ ନାହିଁ ଅଷ୍ଟ୍ରେଲିଆ ଅଧିନାୟକ: କହିଲେ ‘ମୁଁ ଧୋନୀ ନୁହେଁ’

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜକୁ ଭାରତ ୨-୦ ବ୍ୟବଧାନରେ ଆଗୁଆ ଜିତିନେଇଛି। ରବିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅନେକ ଖେଳାଳି ନିଜର ପ୍ରତିଭା ଦେଖାଇଥିଲେ। ହେଲେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚଙ୍କ ଅନୁପସ୍ଥିତିରେ ଏଭଳି ଏକ…

ଟି-୨୦ ଜିତିବା ଖୁସିରେ କୋହଲିଙ୍କୁ ଏମିତି କହିଲେ ଅନୁଷ୍କା

ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହ…

ସାଥୀ ଖେଳାଳିଙ୍କ ଏଭଳି କାରନାମା ଦେଖି ବିଶ୍ୱାସ କରିପାରିଲେନି ବିରାଟ କୋହଲି

ସିଡ୍‌ନୀ,୭।୧୨: ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସସିଜି)ରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟି -୨୦ରେ ଭାରତ ଅଷ୍ଟ୍ରେଲିଆକୁ ୬ଟି ଉଇକେଟରେ ପରାସ୍ତ କରିଛି। ଏହା ସହ ଭାରତ ଟି-୨୦ ସିରିଜର ପ୍ରତିଶୋଧ ନେଇ ଟି -୨୦ ସିରିଜରେ ନେଇଛି।…

ସିରିଜ୍‌ ବିଜୟ ପରେ ଏମିତି କହିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୭।୧୨; ଟିମ ଇଣ୍ଡିଆ ଟି -୨୦ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛ। ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ରବିବାର ଅଷ୍ଟ୍ରେଲିଆକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ସିରିଜରେ ଭାରତ ଏବେ ୨-୦ ଅଗ୍ରଣୀ ହାସଲ କରିଛି। ଟିମ…

୩୮ ବର୍ଷ ବୟସରେ ପୁଣି କ୍ରିକେଟ୍‌କୁ ଫେରିଲେ ଏହି ପ୍ରସିଦ୍ଧ ଖେଳାଳି

ଖେଳ ପଡ଼ିଆରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ଉତ୍ସାହ ଆବଶ୍ୟକ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜୋହାନ ବୋଥା ଏହି ଉକ୍ତିକୁ ପ୍ରତିପାଦିତ କରିଛନ୍ତି। ଅବସର ନେବା ପରେ ପୁଣି ୩୮ ବର୍ଷ ବୟସରେ କ୍ରିକେଟକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ବୋଥା…

ପାକିସ୍ତାନକୁ ପଛରେ ପକାଇ ଭାରତ ରଚିଲା ଇତିହାସ

ସିଡନୀ,୭।୧୨: ଶିଖର ଧାୱନଙ୍କ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଟି -୨୦ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ସିଡନୀରେ ରବିବାର ଦ୍ୱିତୀୟ ଟି -୨୦ ରେ ଅଷ୍ଟ୍ରେଲିଆ ୬ଟି ଉଇକେଟରେ ଭାରତ ହରାଇଥିଲା।…

ଭାରତୀୟ ଡ୍ରେସିଂ ରୁମ୍‌ରେ କଟାଗଲା ୩ କେକ୍‌

ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ…

ପ୍ରଥମ ଅଭ୍ୟାସ ମ୍ୟାଚ୍‌: ରାହାନେଙ୍କ ଶତକ

ସିଡ୍‌ନୀ, ୭।୧୨(ପି.ଟି.): ସ୍ଥାନୀୟ ଡ୍ରୁମୋଇନ୍‌ ଓଭାଲ ଗ୍ରାଉଣ୍ଡରେ ଭାରତ- ଏ ଓ ଅଷ୍ଟ୍ରେଲିଆ- ଏ ମଧ୍ୟରେ ପ୍ରଥମ ୩ ଦିନିଆ ଅଭ୍ୟାସ ମ୍ୟାଚ ଆରମ୍ଭ ହୋଇଛି। ଭାରତ- ଏ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଆଜିଙ୍କ୍ୟ…

ପାଣ୍ଡ୍ୟାଙ୍କୁ ଲାଙ୍ଗରଙ୍କ ପ୍ରଶଂସା

ସିଡ୍‌ନୀ, ୭ା୧୨ (ପି.ଟି.)-ରବିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମ୍ୟାଚ ବିଜୟୀ ଇନିଂସ ଦର୍ଶନୀୟ ଥିଲା ବୋଲି କହିଛନ୍ତି ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ପାଣ୍ଡ୍ୟା…

ବିଶ୍ୱ ହାଫ୍‌ ମାରାଥନରେ କାଣ୍ଡିଙ୍କ ନୂଆ ରେକର୍ଡ

ଭାଲେନ୍‌ସିଆ, ୭ା୧୨ (ଏପି)-ସ୍ପେନ୍‌ର ଭାଲେନ୍‌ସିଆରେ କେନିଆର କିବିଓଟ୍‌ କାଣ୍ଡି ବିଶ୍ୱ ପୁରୁଷ ହାଫ୍‌ ମାରାଥନରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ୨୪ ବର୍ଷୀୟ କାଣ୍ଡି ୨୧ କିଲୋମିଟର (୧୩ ମାଇଲ) ବିଶିଷ୍ଟ ରେସ୍‌କୁ ୫୭ ମିନିଟ୍‌, ୩୨ସେକେଣ୍ଡରେ ଶେଷ କରିଥିଲେ। ୨୦୧୯ରେ…

ପ୍ରଥମ ଟେଷ୍ଟ: ନ୍ୟୁଜିଲାଣ୍ଡର ଇନିଂସ ବିଜୟ

ହାମିଲଟନ, ୭।୧୨(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ରବିବାର ଚତୁର୍ଥ ଦିନ ସକାଳେ ଏକ ଇନିଂସ ଓ ୧୩୪ ରନରେ ବିଜୟ ହାସଲ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?