Posted inଖେଳ

ଟସ୍‌ ଜିତିଲା ଇଂଲଣ୍ଡ, ପ୍ରଥମେ ବୋଲିଂ କରିବ ଭାରତ

ଚେନ୍ନାଇ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଚେନ୍ନାଇର ଚେପକ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଇଂଲଣ୍ଡ ଅଦତ୍ନାୟକ ଜୋ ରୁଟ୍‌ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।
ଭାରତୀୟ ଏକାଦଶ: ରୋହିତ ଶର୍ମା, ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କେ ରାହାନେ, ରିଷଭ ପନ୍ତ (ଉଇକେଟ କିପର), ୱାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମ୍‌ରା, ଶାହାବାଜ ନଦିମ।
ଇଂଲଣ୍ଡ ଏକାଦଶ: ରୋରୀ ବର୍ନସ, ଡୋମିନିକ ସିବିଲି, ଡାନିଏଲ ଲରେନ୍ସ, ଜୋ ରୁଟ (ଅଧିନାୟକ), ବେନ ଷ୍ଟୋକ୍ସ, ଓଲି ପୋପ, ଜୋସ ବଟଲର (ଉଇକେଟ କିପର), ଡୋମିନିକ ବେସ, ଜୋଫ୍ରା ଆର୍ଚର, ଜ୍ୟାକ ଲିଚ, ଜେମ୍ସ ଆଣ୍ଡେସନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଏହି କ୍ରିକେଟ୍‌ରଙ୍କ ଅଛି ସବୁଠୁ ତୀକ୍ଷ୍ନ ମସ୍ତିଷ୍କ

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବିପକ୍ଷ ମ୍ୟାଚ୍‌ରେ ଚମତ୍କାର ଅଧିନାୟକତ୍ୱ...

ଭାରତୀୟଙ୍କୁ ଜନ ସିନାଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୧୫।୮: ଦେଶର ୭୩ତମ ସ୍ବାଧୀନତା ଦିବସ ଅବସରରେ ବହୁ ଅନ୍ତର୍ଜାତୀୟ ସେଲିବ୍ରେଟି ଶୁଭେଚ୍ଛା ଜଣାଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଡବ୍ଲୁଡବ୍ଲଇ ସୁପରଷ୍ଟାର ଜନ ସିନା। ସେ...

ଏହି ମହିଳା ରଚିଲେ ଇତିହାସ, ପୁରୁଷ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ମହିଳା ଭାବେ କଲେ ଅମ୍ପାୟାରିଂ

ସିଡନୀ,୭।୧: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ (ଏସସିଜି) ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ଲେର୍‌ ପୋଲୋସାକ ଅମ୍ପାୟାର୍‌ ହୋଇଛନ୍ତି। ଏହା ସହ ସେ...

କୋଭିଡ୍‌-୧୯ ରିଲିଫ ପାଣ୍ଠିକୁ ୫ ନିୟୁତ ଅର୍ଥ ଦେବେ ପାକିସ୍ତାନ କ୍ରିକେଟର

କରାଚୀ,୨୬।୩- ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କ୍ରିକେଟରମାନେ ସରକାରଙ୍କ ଜରୁରୀକାଳିନ ପାଣ୍ଠିକୁ ୫ ନିୟୁତ ଟଙ୍କା ଯୋଗାଇବେ। ଏହା ବ୍ୟତୀତ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)...

ଧୋନୀଙ୍କୁ ଏମିତି ପରାମର୍ଶ ଦେଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଦୁବାଇର ଏକ ଡାକ୍ତରଖାନାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଅନେକ ଦିନ ଧରି ମୁଶାରଫଙ୍କ...

ବ୍ରାଏଣ୍ଟଙ୍କ ମୃତଦେହ ଚିହ୍ନଟ

ଲସ୍‌ ଏଞ୍ଜେଲ୍ସ, ୩୦।୧(ଏଏଫ୍‌ପି)- ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କିମ୍ବଦନ୍ତୀ ବାସ୍କେଟ୍‌ବଲ ଖେଳାଳି କୋବ ବ୍ରାଏଣ୍ଟଙ୍କ ମୃତଦେହ ଚିହ୍ନଟ କରାଯାଇଛି। ଏଥିସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା...

୧୯୦ ରନ୍‌ରେ ଖେଳୁଥିବାବେଳେ କୋହଲିଙ୍କୁ ଏମିତି କିଛି କହୁଥିଲେ ଇଶାନ କିଶନ

ଢାକା,୧୧।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ ବାଂଲାଦେଶ ବିପକ୍ଷ ସିରିଜର ତୃତୀୟ ଦିନିକିଆରେ ବିସ୍ଫୋରକ ଇଂନିସ ଖେଳିଥିଲେ। ଚଟ୍ଟୋଗ୍ରାମରେ ଖେଳାଯାଇଥିବା ମ୍ୟାଚରେ କିଶନ...

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ: ଇଂଲଣ୍ଡ, ଜର୍ମାନୀ, ସ୍ପେନ୍‌କୁ ଯୋଗ୍ୟତା

ଭୁବନେଶ୍ୱର, ୧୫।୮(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସମେତ ଦେଶର ୫ଟି ସ୍ଥାନରେ ହେବାକୁଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ପାଇଁ ଇଂଲଣ୍ଡ,...

Advertisement
Archives

Model This Week