ଲଗାତାର ୩.୪ ଓଭର ୧୪୨ କି.ମି.ରୁ ଅଧିକ ବେଗରେ ବୋଲିଂ କରିଥିଲେ ଷ୍ଟାର୍କ
ବ୍ରିସବେନ,୧୭।୧: ସ୍ଥାନୀୟ ବ୍ରିସବେନ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ଟିମ୍ ଇଣ୍ଡିଆ ପକ୍ଷରୁ ନବାଗତ ଖେଳାଳି ଓ୍ବାଶିଂଟନ ସୁନ୍ଦର ଓ ଶାର୍ଦୁଳ ଠାକୁରଙ୍କ ଯୋଡ଼ି ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁଇ ଖେଳାଳିଙ୍କ ଉଇକେଟ…
ଭୋ ଭୋ କାନ୍ଦି ପିତାଙ୍କୁ ଅନ୍ତିମ ବିଦାୟ ଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍, ଲେଖିଲେ ଭାବୁକ ପୋଷ୍ଟ
ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଭାଇ କ୍ରୁନାଲଙ୍କ ପିତା ହିମାଂଶୁ ହୋଇପାଣ୍ଡ୍ୟାଙ୍କ ହୃଦ୍ଘାତରେ ପରଲୋକେ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ପିତାଙ୍କ ମୃତ୍ୟୁ ପରେ ଭୋ ଭୋ କାନ୍ଦି ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ ଦୁଇ…
ଗୋଟିଏ ଦିନରେ ୩୦୯ ରନ୍ କରି ଚକିତ କରିଥିଲେ ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ
ବ୍ରିସ୍ବେନ୍,୧୭।୧: ଭାରତୀୟ କ୍ରିକେଟ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଚଳିତ ସିରିଜରେ ଉଭୟ ଟିମ୍ ରନ୍ କରିବାକୁ ନେଇ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି। ହେଲେ ଘରୋଇ ଟିମ୍ ସଂଘର୍ଷ କରିବା ଭଳି ଘଟଣା ଅଷ୍ଟ୍ରେଲିଆରେ ବହୁତ୍ କମ୍ ଥର…
ଏହି କ୍ରିକେଟର୍ଙ୍କୁ ସଲାମ କଲେ କୋହଲି, କହିଲେ ମାନିଗଲି
ମୁମ୍ବାଇ,୧୭।୧: ବ୍ରିସବେନ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୩୬ ରନ ସଂଗ୍ରହ କରିଛି। ଏକ ସମୟରେ ଲାଗୁଥିଲା ଯେ ଟିମ ଇଣ୍ଡିଆ ୨୨୦ ରନ୍ରେ ପହଞ୍ଚିବ ନାହିଁ। କିନ୍ତୁ ଶାର୍ଦ୍ଦୁଲ ଠାକୁର ଏବଂ ୱାଶିଂଟନ ସୁନ୍ଦରଙ୍କ ଅର୍ଦ୍ଧଶତକୀୟ ଇନିଂସ ଏହା ଘଟିବାକୁ…
ମାତ୍ର ୩ ରନ୍ ଯୋଗୁ ୫୦ ବର୍ଷ ରେକର୍ଡ ଭାଙ୍ଗି ପାରି ନ ଥିଲେ ଏହି ଯୋଡ଼ି: ହେଲେ ଛିଡ଼ା ହୋଇ ତାଳି ମାରିଥିଲେ ଦର୍ଶକ
ନୂଆଦିଲ୍ଲୀ,୧୭।୧: ୧୫ ବର୍ଷ ପୂର୍ବେ ବିରେନ୍ଦ୍ର ସେହଓ୍ବାଗ୍- ରାହୁଲ ଦ୍ରାବିଡଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ଜାନୁୟାରୀ ୧୭ରେ ଉଲ୍ଲେଖନୀୟ ଓପନିଂ ଭାଗିଦାରୀ କରିଥିଲେ। ଉଭୟଙ୍କ ଖେଳ ଦେଖି ଲାହୋରରେ ଦର୍ଶକ ଛିଡ଼ା ହୋଇ ତାଳି ବଜାଇଥିଲେ। ମାତ୍ର ସେହଓ୍ବାଗ୍ ଆଉଟ୍ ହେବା…
ବିଶ୍ୱରେକର୍ଡ କଲେ ୪୧ ବର୍ଷୀୟ କ୍ରିକେଟର୍
ସୟଦ ମୁସ୍ତାକ ଅଲି ଟ୍ରଫି ଚଳିତ ସିଜନରେ ଯୁବ ଖେଳାଳିମାନେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। କିନ୍ତୁ ରବିବାର ପୁଡୁଚେରୀର ୪୧ ବର୍ଷୀୟ ପେସର୍ ସାନ୍ଥା ମୂର୍ତ୍ତିଙ୍କ ସହ ହଇଚଇ ସୃଷ୍ଟି କରିଥିଲେ, ଯିଏ ୪ ଓଭରରେ ୨୦ ରନ ପାଇଁ…
୭୩ ବର୍ଷ ହେବ ଯାହା ଘଟି ନ ଥିଲା ତାହା କରିଦେଖାଇଲେ ସୁନ୍ଦର
ବ୍ରିସବେନ୍,୧୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସବେନ୍ ଟେଷ୍ଟରେ ଡେବ୍ୟୁ କରୁଥିବା ଓ୍ବାଶିଂଟନ୍ ସୁନ୍ଦର କମାଲ ପ୍ରଦର୍ଶନ କରିଛନ୍ତି। ତାମିଲନାଡୁର ଏହି ଖେଳାଳି ନିଜ ପ୍ରଥମ ଟେଷ୍ଟରେ ଇତିହାସ ରଚିଛନ୍ତି। ଗତ ୭୩ ବର୍ଷରେ ଯେକୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଯାହା କରି ନ ଥିଲେ,…
ବୁମ୍ରାଙ୍କୁ ‘ବେବି ବୋଲର୍’ କହିଲେ ଏହି ପାକିସ୍ତାନୀ କ୍ରିକେଟର: ରାଗିଲେ ପ୍ରଶଂସକ
ନୂଆଦିଲ୍ଲୀ,୧୭।୧: ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମ୍ରାଙ୍କ ବଲ୍କୁ ଖେଳିବାକୁ ବିଶ୍ୱର ଦିଗ୍ଗଜ ବ୍ୟାଟ୍ସମ୍ୟାନ୍ ଡରିଥାନ୍ତି। ଖୁବ୍ କମ୍ ଦିନର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ସେ ବହୁତ ଲୋକପ୍ରିୟତା ହାସଲ କରିସାରିଲେଣି। ଏବେ ଭାରତୀୟ ଦଳର ପ୍ରମୁଖ ବୋଲର୍ ଭାବେ ତାଙ୍କୁ…
୩୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଏହି ଦୁଇ ଭାରତୀୟ କ୍ରିକେଟର: ଡେବ୍ୟୁ ମ୍ୟାଚ୍ରେ…
ବ୍ରିସବେନ୍,୧୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଚାଲୁଥିବା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ପାଳିରେ ଘରୋଇ ଟିମ୍ ୩୬୯ରନ୍ କରିଥିବା ବେଳେ ଭାରତ ୩୩୬ରନ୍ରେ ଅଲ୍ଆଉଟ୍ ହୋଇଛି। ହେଲେ ଖେଳକୁ ଦେଖିଲେ ୧୮୬ ରନ୍ରେ ଭାରତୀୟ…
ପାକିସ୍ତାନରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ
ଇସ୍ଲାମାବାଦ, ୧୭ା୧ (ଏପି)- ପାଖାପାଖି ଦୀର୍ଘ ୧୪ ବର୍ଷ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଟେଷ୍ଟ ମ୍ୟାଚ ଖେଳିବା ଲାଗି ପାକିସ୍ତାନରେ ପହଞ୍ଚିଛି। ଖେଳାଳିମାନେ ବିମାନ ଯୋଗେ ଦକ୍ଷିଣାଞ୍ଚଳ ବନ୍ଦର ସହର କରାଚୀରେ ଓହ୍ଲାଇଛନ୍ତି। ଦକ୍ଷିଣ ଆଫ୍ରିକା ଦଳ ଶେଷଥର…
ପାଣ୍ଡ୍ୟା ଭାତ୍ରୁଦ୍ୱୟଙ୍କ ପିତାଙ୍କ ଦେହାନ୍ତ
ଭଦୋଦରା,୧୭।୧(ପି.ଟି.): ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ତାଙ୍କ ପିତାଙ୍କୁ ହରାଇଛନ୍ତି। ୭୧ ବର୍ଷ ବୟସରେ ତାଙ୍କ ପିତା ହିମାଂଶୁ ଶନିବାର ହୃଦ୍ଘାତରେ ମୃତ୍ୟୁବରଣ କରିଛନ୍ତି। ଚଳିତ ସୟଦ ମୁସ୍ତାକ ଅଲି ଟ୍ରଫିରେ କ୍ରୁନାଲ…
ପ୍ରଥମ ଟେଷ୍ଟ: ରୁଟ୍ଙ୍କ ଦ୍ୱିଶତକ ପରେ ଶ୍ରୀଲଙ୍କାର ପ୍ରତ୍ୟାବର୍ତ୍ତନ
ଗାଲେ,୧୭।୧(ଏ.ପି.): ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ଙ୍କ ଚିତ୍ତାକର୍ଷକ ଦ୍ୱିଶତକ ପରେ ଦୁଇ ଓପନର କୁଶଲ ପେରେରା ଓ ଲାହିରୁ ଥିରିମାନେଙ୍କ ଲଢୁଆ ବ୍ୟାଟିଂ ବଳରେ ଶ୍ରୀଲଙ୍କା ମ୍ୟାଚକୁ ଫେରିଛି। ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କା ବିପର୍ଯ୍ୟୟର ସମ୍ମୁଖୀନ…

