ଖେଳ

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇ- ହାଇଦ୍ରାବାଦ ମ୍ୟାଚ୍‌ ଡ୍ର

ବାମ୍ବୋଲିମ,୧୭।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ମୁମ୍ବାଇ ସିଟି ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଶେଷ ହେବା ସହ ଡ୍ର ରହିଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ…

ଖରାପ୍‌ ଶର୍ଟ ଖେଳି ଆଉଟ୍‌ ହୋଇଥିଲେ ରୋହିତ ଶର୍ମା: ସମାଲୋଚନାକୁ ନେଇ କହିଲେ ‘ପଶ୍ଚାତାପ କରୁନାହିଁ’

ବ୍ରିସବେନ୍‌,୧୬।୧: ଦଳକୁ ଆବଶ୍ୟକତା ଥିବା ବେଳେ ଭୁଲ୍‌ ଶଟ୍‌ ଖେଳି ଆଉଟ୍‌ ହେବାକୁ ନେଇ ଭାରତୀୟ ଉପଅଧିନାୟକ ରୋହିତ ଶର୍ମାଙ୍କ ଆଲୋଚନା କରାଯାଉଛି। ଏନେଇ ପ୍ରତିକ୍ରିୟା ରଖି ସେ ପଶ୍ଚାତାପ କରୁ ନ ଥିବା କହିଛନ୍ତି। ଏପରିକି ବୋଲରମାନଙ୍କୁ ଚାପରେ ରଖିବା…

ଏସିଆରେ ପ୍ରଥମ ଭାବେ ରେକର୍ଡ କଲେ କୋହଲି

ନୂଆଦିଲ୍ଲୀ,୧୬।୧: ପଡ଼ିଆ ବାହାରେ ହେଉ ଅବା ଭିତରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଜଲଓ୍ବା ଜାରି ରହିଛି। ନିକଟରେ ପିତା ହୋଇଥିବା ବିରାଟ ଆଉ ଏକ ରେକର୍ଡ କରିଛନ୍ତି। ଏସିଆର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ସେଲିବ୍ରିଟି ପାଲଟିଛନ୍ତି ସେ। ସୋସିଆଲ…

ବିଶ୍ୱକପ୍‌ର ସେମିଫାଇନାଲ-ଫାଇନାଲ୍‌ରେ ଶତକ ମାରିଥିବା ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ହେଲେ ଏହି କ୍ରିକେଟର: ଆଜି ବି ରହିଛି ରେକର୍ଡ

ନୂଆଦିଲ୍ଲୀ,୧୬।୧: କ୍ରିକେଟରେ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସ୍ଥାପନ କରିଥାନ୍ତି କ୍ରିକେଟର। ହେଲେ କିଛି ରେକର୍ଡ ଏଭଳି ଥାଏ ଯାହା ଗୋଟିଏ ଥର ହୋଇଥିଲେ ହେଁ ସେହିଭଳି ରହିଥାଏ। ଅନ୍ୟ କେହି ତାକୁ ଭାଙ୍ଗିପାରି ନ ଥାନ୍ତି। ସେଭଳି ଏକ…

ଏକଦା ପଡ଼ିଆରେ ଓ୍ବାଟ୍‌ସନଙ୍କ ମଜା ଉଡ଼ାଇଥିଲେ ଧଓ୍ବନ-ରାଇନା: ଗବ୍ବର କରିଥିଲେ ଏଭଳି ଖୁଲାସା

ନୂଆଦିଲ୍ଲୀ,୧୬।୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ଗୁଡ଼ିକ ରୋମାଞ୍ଚକର ହୋଇଥାଏ। ଉଭୟ ଟିମ୍‌ ମୁହଁାମୁହିଁ ସ୍ଥିତି ବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏଭଳି ଏକ ଘଟଣା ୨୦୧୩ରେ ଦେଖିବାକୁ ମିଳିଥିଲା। ସେତେବେଳେ ଭାରତ ଗସ୍ତରେ ଆସିଥିଲା ଅଷ୍ଟ୍ରେଲିଆ ଟିମ୍‌। ବାଙ୍ଗାଲୋରର ଏମ୍‌…

ପାଣ୍ଡ୍ୟା ଭାଇଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼: ହୃଦ୍‌ଘାତରେ ପିତାଙ୍କ ନିଧନ

ନୂଆଦିଲ୍ଲୀ,୧୬।୧: ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁଣାଳ ପାଣ୍ଡ୍ୟାଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କ ଶନିବାର ନିଧନ ହୋଇଛି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। କ୍ରିକେଟ ସହ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ…

ଓସିଏ ମହିଳା କ୍ରିକେଟ ଲିଗ୍‌ ଆରମ୍ଭ

ଭୁବନେଶ୍ୱର, ୧୬।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ଭିଜନ-୨୦୨୪ ଅନ୍ତର୍ଗତ ଦିନିକିଆ ମହିଳା କ୍ରିକେଟ ଲିଗ୍‌ ଶୁକ୍ରବାରଠାରୁ ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ୩ ମ୍ୟାଚରେ ଓଡ଼ିଶା ଗ୍ରୀନ୍‌, ଓଡ଼ିଶା ୟେଲୋ ଓ ଓଡ଼ିଶା ଅରେଞ୍ଜ…

ଡାକାର ରାଲି ମୋଟରସାଇକ୍ଲିଷ୍ଟଙ୍କ ମୃତ୍ୟୁ

ଜେଦାହ (ସୌଦି ଆରବ), ୧୬ା୧ (ଏପି)- ଡାକାର ରାଲିର ଜଣେ ରେସର ପିଏରେ ଚେର୍ପିନଙ୍କର ମୃତ୍ୟୁ ଘଟିଛି। ୪ଦିନ ପୂର୍ବେ ହା’ଇଲ୍‌୍‌ଠାରୁ ସାକାକା ମଧ୍ୟରେ ୭ମ ଷ୍ଟଜ୍‌ ରେସ୍‌ ବେଳେ ଚେର୍ପିନଙ୍କ ମୋଟରସାଇକେଲ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ୫୨ ବର୍ଷୀୟ ଏହି…

ବିଡବ୍ଲ୍ୟୁଏଫ୍‌ ଜୁନିୟର ର଼୍ୟାଙ୍କିଙ୍ଗ୍‌: ଟପ୍‌ ଟେନ୍‌ ରେ ୬ ଭାରତୀୟ

ନୂଆଦିଲ୍ଲୀ, ୧୬ା୧ (ପି.ଟି.)- ସଦ୍ୟ ପ୍ରକାଶିତ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ(ବିଡବ୍ଲ୍ୟୁଏଫ୍‌) ଜୁନିୟର ବିଶ୍ୱ ର଼୍ୟାଙ୍କିଙ୍ଗ ଟପ୍‌ ଟେନ୍‌ରେ୬ଜଣ ଭାରତୀୟ ରହିଛନ୍ତି। ଯୁବ ବ୍ୟାଡ୍‌ମିଣ୍ଟନ ଖେଳାଳି ବରୁଣ କପୁର ଓ ସାମିୟା ଇମାଦ ଫାରୁକି ସେମାନଙ୍କ କାଟେଗୋରୀରେ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନରେ…

ମୁମ୍ବାଇ ସିନିୟର ଦଳରୁ ପଦାର୍ପଣ ମ୍ୟାଚ ଖେଳିଲେ ଅର୍ଜୁନ

ମୁମ୍ବାଇ, ୧୬ା୧ (ପି.ଟି.)-ଆଇକନିକ ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ତଥା ଉଦୀୟମାନ ବାମହାତୀ ପେସ୍‌ ବୋଲର ଅର୍ଜୁନ ତେନ୍ଦୁଲକର ଶୁକ୍ରବାର ମୁମ୍ବାଇ ସିନିୟର ଦଳରୁ ତାଙ୍କ ପଦାର୍ପଣ ମ୍ୟାଚ ଖେଳିଛନ୍ତି। ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିର ହରିୟାଣା ବିପକ୍ଷ…

ପ୍ରଥମ ଟେଷ୍ଟ: ରୁଟ୍‌ଙ୍କ ବୃହତ୍‌ ଶତକ: ଇଂଲଣ୍ଡ ପ୍ରଭାବୀ

ଗାଲେ,୧୬।୧(ପି.ଟି.): ଅଧିନାୟକ ଜୋ ରୁଟ୍‌ଙ୍କ ଅପରାଜିତ ଶତକ (୧୬୮*, ୨୫୪ ବଲ, ୧୨ ଚୌକା) ବଳରେ ଇଂଲଣ୍ଡ ଘରୋଇ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ବୃହତ୍‌ ଅଗ୍ରଣୀ ହାସଲ କରି ସ୍ଥିତି ଦୃଢ କରିଛି। ଟସ୍‌ ଜିତ ଶ୍ରୀଲଙ୍କା ପ୍ରଥମ ଇନିଂସରେ…

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟ ବେଙ୍ଗଲ- କେରଳ ମ୍ୟାଚ୍‌ ଡ୍ର

ଭାସ୍କୋ,୧୬।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଶୁକ୍ରବାର ଇଷ୍ଟ ବେଙ୍ଗଲ୍‌ ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?