Posted inଖେଳ

ରୋହିତଙ୍କ ପାଇଁ ରେକର୍ଡ ବ୍ରେକିଂ ହୋଇପାରେ ଚତୁର୍ଥ ଟେଷ୍ଟ: ନିଜ ନାମରେ କରିପାରନ୍ତି ଏହି ୨ ରେକର୍ଡ

ଅହମ୍ମଦାବାଦ,୩।୩: ଭାରତୀୟ ଓପନର୍‌ ରୋହିତ ଶର୍ମା ଏବେ ଭଲ ଫର୍ମରେ ଅଛନ୍ତି। ଅହମ୍ମଦାବାଦରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ଖରାପ ଉଇକେଟ ସତ୍ତ୍ୱେ ରୋହିତ ୬୬ ଏବଂ ଅପରାଜିତ ୨୫ ରନ୍‌ କରିଥିଲେ। ଉଭୟ ପାଳିରେ ସେ ଦଳରୁ ସର୍ବାଧିକ ରନ୍‌ କରିଥିବା ଖେଳାଳି ପାଲଟିଥିଲେ।

ଗୁରୁବାରଠାରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍‌ ରୋହିତଙ୍କ ପାଇଁ ଖାସ ସାବ୍ୟସ୍ତ ହୋଇପାରେ। ମ୍ୟାଚ୍‌ରେ ଦୁଇଟି ଉପଲବ୍ଧି ସେ ହାସଲ କରିପାରନ୍ତି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନ୍‌ଶିପ୍‌ରେ ୧୦୦୦ରନ୍‌ ପୂରଣ କରିବାରୁ ସେ ମାତ୍ର ୧୯ ରନ୍‌ ଦୂରରେ। ଏହାଛଡ଼ା ସବୁଠାରୁ ଅଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରିବାର ବଡ଼ ସୁଯୋଗ ତାଙ୍କ ହାତରେ ରହିଛି। ଏଯାବତ ସେ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ୨୭ ଛକା ମାରିଛନ୍ତି। ଯଦି ସେ ଆଉ ୩ଟି ଛକା ମାରନ୍ତି ତେବେ ବେନ୍‌ ଷ୍ଟୋକ୍ସ(୨୯)ଙ୍କ ରେକର୍ଡ ଭାଙ୍ଗିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦାର୍ପଣରେ ସୂର୍ଯ୍ୟ ଭଳି ଚମକିଲେ ରବି

କୋଲକାତା,୧୬।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ପ୍ରଥମ ଟି୨୦ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ରବି ବିଷ୍ଣୋଇ। କ୍ୟାରିୟରର ପ୍ରଥମ ମ୍ୟାଚ୍‌ରେ ୨୧...

ଫ୍ରେଞ୍ଚ୍‌ ଓପନ ଟେନିସ: କ୍ରିଷ୍ଟିନା -ବାବୋସ ଫାଇନାଲରେ

ପ୍ୟାରିସ, ୧୦।୧୦- ଫ୍ରେଞ୍ଚ୍‌ ଓପନ ଟେନିସ ପୁରୁଷ ଡବଲ୍ସର ଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ଆନ୍ଦ୍ରେସ ମାଇଲ୍ସ ଓ କେଭିନ କ୍ରାଓ୍ବିଜ୍‌ ଯୋଡ଼ି ଫାଇନାଲରେ ବ୍ରୁନୋ ସୋଆରେସ...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୪।୧୧:ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀର ଭାଜପା ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦିଆଯାଇଛି। ଗମ୍ଭୀର ଦିଲ୍ଲୀ ପୋଲିସରେ ଏନେଇ ଅଭିଯୋଗ କରିଛନ୍ତି।...

ରଣଜୀ ଟ୍ରଫି: ମହାରାଷ୍ଟ୍ରର ଇନିଂସ ପରାଜୟ

ନୂଆଦିଲ୍ଲୀ, ୫।୧(ପି.ଟି.)- ମିଡିୟମ ପେସର ଦିଓ୍ବେଶ ପଠାନିଆ ଓ ସଚିଦାନନ୍ଦ ପାଣ୍ଡେ ଦମ୍‌ଦାର ବୋଲିଂ ପ୍ରଦର୍ଶନ କରି ମହାରାଷ୍ଟ୍ର ବିପକ୍ଷରେ ସର୍ଭିସେସକୁ ଇନିଂସ ବିଜୟୀ କରାଇଛନ୍ତି।...

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ବୃହତ୍‌ ବିଜୟର ନିକଟତର ଭାରତ ଏ’

ଥିରୁଭାନନ୍ତପୁରମ,୧୨।୯(ପି.ଟି.)- ସ୍ଥାନୀୟ ଗ୍ରୀନ୍‌ ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷ ପ୍ରଥମ ଅନ୍‌ ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଭାରତ ଏ’...

ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ ହକି ଇଣ୍ଡିଆ ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୭।୧୧(ପି.ଟି.): ମଣିପୁରର ଜ୍ଞାନେନ୍ଦ୍ର ନିଙ୍ଗୋମ୍ବମ ହକି ଇଣ୍ଡିଆ (ଏଚ୍‌ଆଇ)ର ନୂଆ ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ମହମ୍ମଦ ମୁସ୍ତାକ ଅହମ୍ମଦଙ୍କୁ ଅଧ୍ୟକ୍ଷ ପଦରୁ...

ଅଲିମ୍ପିକ ଟେନିସ୍‌: କେବଳ ମହିଳା ଡବଲ୍ସ ଯୋଡ଼ି ଖେଳିବେ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଏଥର କେବଳ ଭାରତୀୟ ମହିଳା ଡବଲ୍ସ ଯୋଡି ଅଂଶଗ୍ରହଣ କରିବା ସ୍ପଷ୍ଟ ହୋଇଛି। ୧୯୮୮ରେ ଟେନିସ ଅଲିମ୍ପିକ୍ସରେ ସାମିଲ ହେବା ପରଠାରୁ...

ଦଳ ସହ ରାଜକୋଟ ଗସ୍ତ କରିବେ ନାହିଁ ପନ୍ତ

ମୁମ୍ବାଇ, ୧୫।୧- ଅଷ୍ଟ୍ରେଲିଆ ଓ ଭାରତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରାଜକୋଟଠାରେ ଶୁକ୍ରବାର ଖେଳାଯିବ। ସେଠାକୁ ଭାରତୀୟ ଦଳ ସହ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ...

Advertisement
Archives

Model This Week