Posted inଖେଳ

ମାମୁ ଝିଅ ଭଉଣୀଙ୍କୁ ବିବାହ କରି ବିବାଦକୁ ଆସିଥିଲେ ଏହି କ୍ରିକେଟର, ବାପା ହେବା ପରେ…

ମାର୍ଚ୍ଚ ୧ରେ ନିଜର ଜନ୍ମଦିନ ପାଳନ କରିଥିବା ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦୀ ଚଳିତ ବର୍ଷ ଜନ୍ମଦିନର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇ ବିବାଦକୁ ଆସିଛନ୍ତି। ଆଫ୍ରିଦୀ ନିଜ ଜନ୍ମଦିନରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଏକ ଟୁଇଟ୍‌ କରିଥିଲେ। ଏଥିରେ ସେ ନିଜର ବର୍ଷ ୪୪ ବୋଲି ଲେଖିଥିଲେ। ମାତ୍ର ଆଇସିସିର ଅଫିସିଆଲ ସାଇଟ୍‌ ଅନୁଯାୟୀ ତାଙ୍କର ବୟସ ୪୧ ବର୍ଷ। ଏହି ଟୁଇଟ୍‌ ପରେ ପାକିସ୍ତାନୀ କ୍ରିକେଟର ଏବେ ବିବାଦରେ ଫସିଯାଇଛନ୍ତିି। ତେବେ ଶାହିଦ କୌଣସି ବିବାଦରେ ଫସିବା ଏହା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ସେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ। କାରଣ ଆଫ୍ରିଦୀ ନିଜର ମାମୁ ଝିଅକୁ ବିବାହ କରିଛନ୍ତି। ସେ କେବେ ବି ସର୍ବସାଧାରଣରେ ନିଜ ସ୍ତ୍ରୀଙ୍କୁ ପରିଚୟ କରାଇ ନ ଥାନ୍ତି। ବିବାହ ପରେ ସେ ବାପା ହେବା ସମୟରେ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ତାଙ୍କର ୫ ଝିଅ ଅଛନ୍ତି। ଏଥିପାଇଁ ମଧ୍ୟ ତାଙ୍କର ଅନେକ ସମୟରେ ମଜା ଉଡାଯାଇଥାଏ। କେହି କେହି ତାଙ୍କୁ ଜନସଂଖ୍ୟା ବୃଦ୍ଧିର କାରଣ ବୋଲି କହୁଥିବା ବେଳେ ଆଉ କେହି ପୁଅ ଆଶାରେ ଝିଅ ଜନ୍ମ କରିଥିବା କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଗରେ ଜୋତା ଧରି ଏହି କ୍ରିକେଟର୍‌ଙ୍କୁ ମାରିବାକୁ ଗୋଡାଇ ଥିଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୫।୯: ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ନିକଟରେ ଏକ ପୁସ୍ତକ ‘ଷ୍ଟାରଗେଜିଂ-ଦ ପ୍ଲେୟାର୍ସ ଇନ୍‌ ମାଇ ଲାଇଫ୍‌’ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ...

ସାଇନା, ପ୍ରଣୟଙ୍କ ରିପୋର୍ଟ ନେଗେଟିଭ, ଖେଳିବେ ଦ୍ୱିତୀୟ ରାଉଣ୍ଡରେ

ବ୍ୟାଙ୍କକ୍‌, ୧୨ା୧ (ପି.ଟି.)- ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ଏଚ. ଏସ୍‌. ପ୍ରଣୟଙ୍କ ମଙ୍ଗଳବାର ହୋଇଥିବା କୋଭିଡ୍‌ ଟେଷ୍ଟର ରିପୋର୍ଟ ନେଗେଟିଭ...

କୋହଲି ନେଲେ କରୋନା ଟିକା: ଇନଷ୍ଟାଗ୍ରାମ୍‌ରେ କଲେ ଫଟୋ ଅପଲୋଡ୍‌…

ନୂଆଦିଲ୍ଲୀ,୧୦।୫: ଟିମ୍‌ ଇଣ୍ଡିଆର ଅଧିନାୟକ କ୍ରିକେଟର ବିରାଟ କୋହଲି କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଜୁନ୍‌ ୨ରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯିବାର...

କେବଳ ଏହି ଗୋଟିଏ ତାରିଖ ହିଁ ଥିଲା ସଚିନଙ୍କ ପାଇଁ ଅଶୁଭ, ଏହି ଦିନ ସେ ଶତକ ଲଗାଇପାରୁ ନ ଥିଲେ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ ହାସଲ କରିଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ସଚିନ ନିଜ...

ଭାରତ-ପାକିସ୍ତାନ ମ୍ୟାଚ୍‌ ଭାରତ ଆର୍ମି ପାଇଁ ସ୍ବତନ୍ତ୍ର

ମାଞ୍ଚେଷ୍ଟର,୧୫।୬: ଭାରତୀୟ କ୍ରିକେଟ ଦଳକୁ ଦେଶ ଓ ବିଦେଶରେ ସମର୍ଥନ କରୁଥିବା ପ୍ରଶଂସକଙ୍କ ଗ୍ରୁପ ଭାରତ ଆର୍ମି ଟିମ୍‌ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ...

ଏଜିଏମ୍‌ରେ ଭାଗ ନେଇପାରିବେ ନାହିଁ ଟିଏନ୍‌ସିଏ, ହରିୟାଣା, ମହାରାଷ୍ଟ୍ର

ପୁଣେ,୧୦।୧୦(ପି.ଟି.)- ମୁମ୍ବାଇରେ ଆସନ୍ତା ୨୩ ତାରିଖରେ ଆରମ୍ଭ ହେବାକୁ ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଅଂଶଗ୍ରହଣ କରିବାକୁ...

ହାର୍ଦ୍ଦିକ ନୁହେଁ, ଉର୍ବଶୀଙ୍କ ସହ ଚାଲିଛି ଅନ୍ୟ କ୍ରିକେଟରଙ୍କ ଚକ୍କର

ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌଟେଲାଙ୍କ ଅନ୍ୟ ଜଣେ କ୍ରିକେଟରଙ୍କ ସହ ଚକ୍କର ଚାଲିଛି। ସେହି କ୍ରିକେଟର ହେଉଛନ୍ତି...

ପନ୍ତ ଦିଲ୍ଲୀ ଅଧିନାୟକ ରହିଲେ

ଦୁବାଇ,୧୭।୯ (ପି.ଟି.) ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟ ମ୍ୟାଚଗୁଡ଼ିକ ପାଇଁ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଧିନାୟକ ପଦ...

Advertisement
Ten Cric Info


Archives

Model This Week