Posted inଖେଳ

ସ୍ବାମୀ କୋହଲିଙ୍କୁ ମାଗି ତାଙ୍କ ପୋଷାକ ପିନ୍ଧନ୍ତି ଅନୁଷ୍କା: ଏଭଳି ପ୍ରତିକ୍ରିୟା ଦିଅନ୍ତି ଅଧିନାୟକ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କର ପ୍ରେମ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ୨୦୨୧ ଆରମ୍ଭରେ ଏହି ଦମ୍ପତି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନୁଷ୍କା କହିଥିଲେ ଯେ, ସେ ସ୍ବାମୀଙ୍କ ପୋଷାକ ଉଧାରରେ ନେଇ ପିନ୍ଧିଥାନ୍ତି। ସେ ଏପରି କାହିଁକି କରନ୍ତି ତାହା ମଧ୍ୟ କହିଥିଲେ।
ଆପଣ କେବେ ସ୍ବାମୀ କେହଲିଙ୍କ ପୋଷାକ ପିନ୍ଧନ୍ତି ବୋଲି ଅନୁଷ୍କାଙ୍କୁ ଏକ ସାକ୍ଷାତକାରରେ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ଅନୁଷ୍କା କହିଥିଲେ, ସେ ସବୁବେଳେ ସ୍ବାମୀଙ୍କ ଆଲମାରୀରୁ ତାଙ୍କ ପୋଷାକ ଉଧାର ରୂପେ ନେଇ ପିନ୍ଧିଥାନ୍ତି। ଅଧିକାଂଶ ସମୟରେ ଟି-ସର୍ଟ, ଜ୍ୟାକେଟ ନେଇଥାନ୍ତି। ଅନୁଷ୍କା ଏପରି କରିବାର କାରଣ ହେଉଛି ବିରାଟ ଚାହାନ୍ତି ଅନୁଷ୍କା ତାଙ୍କ ପୋଷାକ ପିନ୍ଧନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଘରର ଆର୍ଥିକ ସ୍ଥିତି ନ ଥିଲା ସ୍ବଚ୍ଛଳ; ବାପାଭାଇଙ୍କ ମୃତ୍ୟୁ ପରେ ବି ଭାଙ୍ଗି ପଡ଼ି ନ ଥିଲେ; ଏବେ ଭାରତ ପାଇଁ ଡେବ୍ୟୁ କଲେ ଏହି କ୍ରିକେଟର

କଲମ୍ବୋ,୨୩।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ ଶୁକ୍ରବାର ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ଶିଖର ଧାଓ୍ବନ ନେତୃତ୍ୱାଧୀନ...

ବିକାଶ, ବ୍ୟାଡ୍‌ମିଣ୍ଟନରୁ ରୌପ୍ୟ

ବର୍ମିଂହାମ୍‌, ୩ା୮(ପି.ଟି.): ଭାରତର ହେଭିଓ୍ବେଟ୍‌ ଲିଫ୍ଟର ବିକାଶ ଠାକୁର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ଆଉ ଏକ ପଦକ ଆଣିଦେଇଛନ୍ତି। ମଙ୍ଗଳବାର ପୁରୁଷ ୯୬କେଜି ଶ୍ରେଣୀରେ...

ତୃତୀୟ ଟି୨୦ରେ ଇତିହାସ ରଚିପାରନ୍ତି ୟୁଜବେନ୍ଦ୍ର ଚହଲ: ବୁମରାହଙ୍କ ଏହି ବଡ ରେକର୍ଡ ଭାଙ୍ଗିବା ଉପରେ ନଜର

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସବୁଠାରୁ ଅଧିକ ଉଇକେଟ ନେଇଥିବା ଖେଳାଳି ପାଲଟିଛନ୍ତି ୟୁଜବେନ୍ଦ୍ର ଚହଲ। ବୁମରାହଙ୍କଠାରୁ କମ୍‌ ମ୍ୟାଚ୍‌ ଖେଳିଥିଲେ ହେଁ...

ଏକମାତ୍ର ଟେଷ୍ଟ: ଦୃଢ଼ ସ୍ଥିତିରେ ଆଫଗାନିସ୍ତାନ

ଚିଟ୍ଟାଗଙ୍ଗ,୮।୯- ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଆଫଗାନିସ୍ତାନ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର...

ଏହି ଅଭିନେତ୍ରୀଙ୍କ ସହ ଡେଟିଂରେ ଯିବାକୁ ଚାହୁଁଥିଲେ କ୍ରିକେଟର ସୁରେଶ ରାଇନା

ଭାରତୀୟ କ୍ରିକେଟର ସୁରେଶ ରାଇନା ଖରାପ ଫର୍ମ ଯୋଗୁ ଦଳରୁ ବାଦ୍‌ ପଡିଛନ୍ତି। ଏବେ ସେ ନିଜ ପରିବାର ସହ ସମୟ ବିତାଇବା ସହ ଆଗାମୀ...

ଭାରତ ବିପକ୍ଷ ଇଂଲଣ୍ଡର ଘରୋଇ ଟେଷ୍ଟ ସିରିଜରେ ଦର୍ଶକ ସାମିଲ ହେବେ

ଲଣ୍ଡନ,୧୯।୧୧(ପି.ଟି.): ୨୦୨୧ରେ ଏକ ୫ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦର୍ଶକ ସାମିଲ ହେବାର ଯଥେଷ୍ଟ...

ହାରିବା ପରେ ବି ହୃଦୟ ଜିତିଲେ କୋହଲି: ଦେଖନ୍ତୁ ଭିଡିଓ

ଦୁବାଇ,୨୫।୨୦: ରବିବାର ଆଇସିସି ଟି -୨୦ ବିଶ୍ୱକପ୍‌ରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ହାତରୁ ୧୦ ଉଇକେଟରେ ପରାଜୟ ଭୋଗିଛି ଟିମ ଇଣ୍ଡିଆ। ଏହି ପରାଜୟ ସତ୍ତ୍ୱେ...

ବୁମରା ଦ୍ରୁତତମ ଭାରତୀୟ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ),୨୪।୮: ଯଶପ୍ରୀତ ବୁମରା ଟେଷ୍ଟ ଫର୍ମାଟରେ ୫୦ ଉଇକେଟ ନେବାରେ ଦ୍ରୁତତମ ଭାରତୀୟ ବୋଲର ହୋଇଯାଇଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଟେଷ୍ଟ...

Advertisement
Archives

Model This Week