ଚିଲିର ସିନିୟର ଦଳକୁ ହରାଇଲା ଭାରତୀୟ ଜୁନିୟର ଦଳ
ସାଣ୍ଟିଗୋ(ଚିଲି),୨୪।୧: ଭାରତୀୟ ମହିଳା ଜୁନିୟର ହକି ଦଳ ଅପରାଜେୟ ଧାରା ବଜାୟ ରଖି ସିନିୟର ଚିଲି ଦଳକୁ ହରାଇ ଦେଇଛି। ପ୍ରିନ୍ସ ଅଫ୍ ଓ୍ବେଲ୍ସ କାଉଣ୍ଟି କ୍ଲବଠାରେ ଖେଳାଯାଇଥିବା ମ୍ୟାଚ୍କୁ ୨-୦ ଗୋଲରେ ଜିତି ନେଇଛି ଭାରତ। ଗସ୍ତର ପଞ୍ଚମ ମ୍ୟାଚ୍…
ଭାରତ-ଇଂଲଣ୍ଡ ଟି୨୦ ସିରିଜ୍ରେ ମିଳିପାରେ ଦର୍ଶକଙ୍କୁ ଅନୁମତି
ନୂଆଦିଲ୍ଲୀ,୨୪।୧: ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟି୨୦ ସିରିଜ୍। ସିରିଜ୍ର ପ୍ରଥମ ମ୍ୟାଚ୍ ଗୁଜରାଟର ଅହମ୍ମଦାବାଦ୍ସ୍ଥିତ ମୋଟେରା ଷ୍ଟାଡିୟମରେ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ଷ୍ଟାଡିୟମକୁ ଫ୍ୟାନଙ୍କ…
ଆର୍ଜେଣ୍ଟିନା ଟୁର୍: ଭାରତୀୟ ମହିଳା ହକି ଦଳର ପ୍ରଥମ ପରାଜୟ
ବୁଏନ୍ସଏୟାର୍ସ, ୨୪ା୧ (ପି.ଟି.)- ଆର୍ଜେଣ୍ଟିନା ଟୁର୍ରେ ଥିବା ଭାରତୀୟ ସିନିୟର ମହିଳା ହକି ଦଳ ପ୍ରଥମ ପରାଜୟ ବରଣ କରିଛି। ଆର୍ଜେଣ୍ଟିନାର ବି’ ଦଳଠାରୁ ୧-୨ରେ ପରାସ୍ତ ହୋଇଛି। ଏହି ମ୍ୟାଚରେ ସୋଲ୍ ପାଗେଲା ୧୧ତମ ମିନିଟ୍ରେ ଗୋଲ ସ୍କୋର କରି…
ସାତ୍ତ୍ୱିକ-ଚିରାଗଙ୍କ ସେମିଫାଇନାଲରୁ ବିଦାୟ
ବ୍ୟାଙ୍କକ୍, ୨୪ା୧(ପି.ଟି.)-ଟୋୟୋଟା ଥାଇଲାଣ୍ଡ ଓପନ୍ ସୁପର ୧୦୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ଟୋକିଓ ଅଲିମ୍ପିକ୍ସ ପଦକ ଦାବିଦାର ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀଙ୍କ ଅଭିଯାନ ଶେଷ ହୋଇଛି। ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରି ଆସିଥିବା ଏହି ଯୋଡ଼ି ସେମିଫାଇନାଲରେ ବିଶ୍ୱର ୯…
ଏମ୍ଜିଏମ୍ ମହିଳା ଟି୨୦ ଲିଗ: ଓଡ଼ିଶା ଭାଓଲେଟ, ଗ୍ରୀନ ବିଜୟୀ
ଭୁବନେଶ୍ୱର,୨୪।୧(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ମହିଳା ଟି୨୦ ଲିଗ୍ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଇଡ଼ିଶା ଭାଓଲେଟ୍ ୩୪ ରନରେ ଓଡ଼ିଶା ରେଡ୍କୁ ପରାସ୍ତ କରିଛି। ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଓଡ଼ିଶା…
ଇଣ୍ଡିଆନ ସୁପର ଲିଗ୍: କେରଳ- ଗୋଆ ମ୍ୟାଚ୍ ଡ୍ର
ବାମ୍ବୋଲିମ୍,୨୪।୧: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର କେରଳ ବ୍ଲାଷ୍ଟର୍ସ ଓ ଏଫ୍ସି ଗୋଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଛି। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ଏଥିସହ କେରଳ ଏ ପର୍ଯ୍ୟନ୍ତ ୧୩ଟି ମ୍ୟାଚ୍…
ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍ କ୍ରିକେଟ: ସୂର୍ଯ୍ୟ, ରାଜୀବ, ଆଶୁତୋଷ, ଦୀନେଶଙ୍କ ଶତକ; ସୁଦୀପ, ସୁବାଶିଷଙ୍କୁ ୫ ଉଇକେଟ
ଭୁବନେଶ୍ୱର,୨୪।୧(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ୍ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର ଖେଳାଯାଇଥିବା ମ୍ୟାଚ୍ଗୁଡିକରେ ଗଜପତି, ଭଦ୍ରକ, ଜଗତ୍ସିଂହପୁର, ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର – ବି ବିଜୟ…
ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କା ୩୮୧ରେ ଅଲ୍ଆଉଟ
ଗାଲେ,୨୪।୧(ଏପି): ସ୍ଥାନୀୟ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଘରୋଇ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମ ଇନିଂସରେ ୧୩୯.୩ ଓଭରରେ ୩୮୧ ରନକରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଇଂଲଣ୍ଡ ଦୁଇ…
ଆହତ ସତ୍ତ୍ୱେ ବୋଲିଂ କରିପାରିବ କି ବୋଲି ସାଇନିଙ୍କୁ ପଚାରିଥିଲେ ରାହାନେ, ମିଳିଥିଲା ଏଭଳି ଜବାବ
ନୂଆଦିଲ୍ଲୀ,୨୩।୧: ଆହତ କାରଣରୁ ବ୍ରିସବେନ ଟେଷ୍ଟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିଲେ ନବଦୀପ ସାଇନି। ହେଲେ ଏତେ ବଡ଼ ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନ ଥିଲେ ସେ। ଏଣୁ ସେ ଆହତ ଥିବା ସତ୍ତ୍ୱେ ୫…
ଓ୍ବାଶିଂଟନ ସୁନ୍ଦରଙ୍କୁ ନେଇ ବଡ ଖୁଲାସା, ଟେଷ୍ଟ ମ୍ୟାଚ୍ ଭିତରେ ଦୋକାନ ଯାଇ…
ନୂଆଦିଲ୍ଲୀ,୨୩।୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଡେବ୍ୟୁ କରିଥିଲେ ଓ୍ବାଶିଂଟନ ସୁନ୍ଦର। ଉକ୍ତ ଟେଷ୍ଟ ମ୍ୟାଚ୍ ଜିତିବାରେ ସେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ହେଲେ ଏବେ ତାଙ୍କୁ ଡ୍ରେସିଂ ରୁମ୍ ବାହାରର ଏକ ବଡ଼ ଘଟଣା ଲୋକଲୋଚନକୁ ଆସିଛି। ଭାରତୀୟ ଦଳର…
ଚର୍ଚ୍ଚାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଚୟନ ହୋଇଥିବା ନୂଆ ନେଟ୍ ବୋଲର, ଜାଣନ୍ତୁ କିଏ ସେ ସୌରଭ କୁମାର..
ନୂଆଦିଲ୍ଲୀ,୨୩।୧: ଅଷ୍ଟ୍ରେଲିଆ ଗସ୍ତରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଇଂଲଣ୍ଡ ସହ ଘରୋଇ ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଭାରତୀୟ ଟିମ୍। ଆସନ୍ତା ଫେବୃୟାରୀ ୫ରୁ ଚେନ୍ନାଇରେ ପ୍ରଥମ ମ୍ୟାଚ୍ ଖେଳାଯିବ। କିଛିଦିନ ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପ୍ରଥମ ଦୁଇ ଟେଷ୍ଟ…
୫ ମାସ ପରେ ଝିଅକୁ ଭେଟି ଭାବପ୍ରବଣ ହେଲେ ଏହି ଖେଳାଳି: ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା
ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ ପରେ ଅଧିନାୟକ ଆଜିଙ୍କ୍ୟ ରାହାନେ ଭାରତ ଫେରିଛନ୍ତି। ପ୍ରଶଂସକ ଏବଂ ତାଙ୍କ ପରିବାର ଦ୍ୱାରା ରାହାନେଙ୍କୁ ଜୋରଦାରରେ ସ୍ବାଗତ କରାଯାଇଛି। ରାହାନେଙ୍କ ସ୍ବାଗତ ସମୟରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ରାହାନେ…

