ଖେଳ

ହଳ କଲେ ଧୋନୀ, ଆଗକୁ ରହିଛି ଏମିତି ଯୋଜନା

ରାଞ୍ଚି,୨୫।୧: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୨୧ ଆଇପିଏଲ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ ହେଉଛନ୍ତି। ଏହାସହିତ ରାଞ୍ଚିରେ ଥିବା ତାଙ୍କ ଫାର୍ମ ହାଉସ୍‌ରେ ସମୟ ବିତାଉଛନ୍ତି। ପୂର୍ବରୁ ଫାର୍ମରେ ଚାଷ କରୁଥିବା ନଜର…

କୋହଲିଙ୍କ ଏହି ପଦକ୍ଷେପ ଯୋଗୁ ନଟରାଜନଙ୍କ ଆଖିରେ ଆସିଯାଇଥିଲା ଲୁହ

ଚେନ୍ନାଇ,୨୫।୧: ଅଷ୍ଟ୍ରେଲିଆ ଗସ୍ତରେ କ୍ରିକେଟ୍‌ର ୩ଟି ଫର୍ମାଟରେ ଡେବ୍ୟୁ କରି ଇତିହାସ ରଚିଥିଲେ ଟି. ନଟରାଜନ। ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଗୋଟିଏ ଫର୍ମାଟରେ ସ୍ଥାନ ମିଳିବ ବୋଲି ଆଶା କରି ନ ଥିବା ନଟରାଜନ ୩ଟି ଫର୍ମାଟରେ ସ୍ଥାନ ପାଇ ଜବରଦସ୍ତ…

ପୁଣି ପଡିଆକୁ ଫେରିବେ ସଚିନ ତେନ୍ଦୁଲକର!

ରାୟପୁର,୨୫।୧: ବିଶ୍ୱର କିଛି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ମିଳନ ହେବାକୁ ଯାଉଛି। କିଛି ବଛା ବଛା କ୍ରିକେଟ୍‌ରଙ୍କୁ ନେଇ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟ ଛତିଶଗଡରେ ରାୟପୁରରେ ମାର୍ଚ୍ଚ ୨ରୁ ୨୧ ମାର୍ଚ୍ଚ…

କୋହଲିଙ୍କୁ ଏମିତି ଚ୍ୟାଲେଞ୍ଜ୍‌ ଦେଲେ ଡବ୍ଲୁଡବ୍ଲୁଇ ସୁପରଷ୍ଟାର

ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଟ୍ରିପଲ ଏଚ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆକୁ ଏକ କ୍ରିକେଟ ମ୍ୟାଚ ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି। ଡବ୍ୟୁଡବ୍ଲ୍ୟୁଇର ଏକ ବଡ ଶୋ ଭାରତୀୟ ଦର୍ଶକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି, ଯାହା ସୋନି ନେଟୱାର୍କରେ ଜାନୁଆରୀ ୨୬ରେ…

ଜୀବନର ଦୁଇଟି ମୂଲ୍ୟବାନ୍‌ ସମ୍ପତ୍ତିର ଫଟୋ ଛାଡି ଚର୍ଚ୍ଚାରେ ଓ୍ବାଶିଂଟନ ସୁନ୍ଦର

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ଭାରତ ଫେରିଛନ୍ତି ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ନିଜ ଜୀବନରୁ ଦୁଇଟି ମୂଲ୍ୟବାନ୍‌ ସମ୍ପତ୍ତିର ଫଟୋ ଶେୟାର…

ଭାରତ ଫେରିବା ପରେ ବିଏମ୍‌ଡବ୍ଲୁ କିଣିଲେ ଏହି ଖେଳାଳି

ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଅଷ୍ଟ୍ରେଲିଆରୁ ଆସିବା ମାତ୍ରେ ବିଏମଡବ୍ଲୁ କାର କିଣଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଥିବା ସିରାଜ ଟିମ ଇଣ୍ଡିଆର ଐତିହାସିକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୩ଟି ଟେଷ୍ଟରେ ସିରାଜ…

ବଦଳିଲା ଧୋନୀଙ୍କ ଲୁକ୍‌, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ

ୟୁଏଇରେ ଖେଳାଯାଇଥିବା ଆଇପିଏଲ୍‌ ୧୩ତମ ସିଜିନ ପରଠାରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରତିଯୋଗିତାମୂଳକ କ୍ରିକେଟଠାରୁ ଦୂରରେ ରହିଛନ୍ତି। ନିକଟରେ ତାଙ୍କୁ ମୁମ୍ବାଇରେ ଦେଖିବାକୁ ମିଳିଥିଲା। ଏଠାରେ ସେ ଏକ ବିଜ୍ଞାପନର ଶୁଟିଂ ପାଇଁ ପହଞ୍ଚିଥିଲେ। ଖେଳଠାରୁ ଦୂରରେ…

ପୁଅର ବ୍ୟାଟ୍‌ କିଣିବା ପାଇଁ କରଜ କରିଥିଲେ ମା’, ପୁଅ ଆଜି ଭାରତୀୟ କ୍ରିକେଟ୍‌ ଦଳର ସାଜିଛନ୍ତି ‘ପାଚେରି’

ଭାରତୀୟ କ୍ରିକେଟ ଦଳର ପାଚେରି କୁହାଯାଉଥିବା ଚେତେଶ୍ୱର ପୂଜାରା ଆଜି ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୮ରେ ଜାନୁୟାରୀ ୨୫ ରାଜକୋଟରେ ଜନ୍ମ ହୋଇଥିବା ପୂଜାରା ନିକଟରେ ଅଷ୍ଟ୍ରେଲିଆରେ ଟିମ ଇଣ୍ଡିଆର ଐତିହାସିକ ବିଜୟରେ ପୂଜାରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…

ମୋ ହୃଦୟ ଭାଙ୍ଗିଯାଇଥିଲା, କାହିଁକି ଏମିତି କହିଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୫।୧: ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟର ଚତୁର୍ଥ ଇନିଂସରେ ଅପରାଜିତ ୮୯ ସ୍କୋର କରି ଉଇକେଟ କିପର ରିଷଭ ପନ୍ତ ଭାରତକୁ ଐତିହାସିକ ବିଜୟ ଦେଇଥିଲେ। ପନ୍ତଙ୍କ ଇନିଂସରେ ଭାରତ ବ୍ରିସବେନରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରି ବର୍ଡର-ଗାଭାସ୍କର…

ସଙ୍ଗକାରା ରାଜସ୍ଥାନ ରୟାଲ୍ସ କ୍ରିକେଟ ନିର୍ଦ୍ଦେଶକ

ନୂଆଦିଲ୍ଲୀ, ୨୫ା୧ (ପି.ଟି.)-ଶ୍ରୀଲଙ୍କାର ମହାନ୍‌ ବ୍ୟାଟ୍ସମ୍ୟାନ କୁମାର ସଙ୍ଗକାରା ରବିବାର ଆସନ୍ତା ସିଜନ୍‌ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁସାରେ କୋଚିଂ ଢାଞ୍ଚା, ନିଲାମ ଯୋଜନା,…

ସୁଯୋଗ ହାତଛଡ଼ା କଲା ଓଡ଼ିଶା

ଫାଟୋର୍ଡା, ୨୫ା୧: ଆରମ୍ଭରୁ ଅଗ୍ରଣୀ ସତ୍ତ୍ୱେ ଓଡ଼ିଶା ଏଫ୍‌ସି ସୁଯୋଗ ହାତଛଡ଼ା କରି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ରବିବାର ଖେଳାଯାଇଥିବା ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷ ମ୍ୟାଚ ୧-୧ଗୋଲ୍‌ରେ ରେ ଡ୍ର ରଖିଛି। ଫଳରେ ଉଭୟ ଦଳ ପଏଣ୍ଟ ବଣ୍ଟୁଆରା କରିଛନ୍ତି।…

ରାଜ୍ୟ ଓପନ ଚେସ୍‌: ସୌମ୍ୟଙ୍କୁ ୬୧ତମ ଟାଇଟଲ

ଭୁବନେଶ୍ୱର, ୨୫।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ବାଲିଅନ୍ତାସ୍ଥିତ ଜବାହରଲାଲ ନେହେରୁ ଜୁନିୟର କଲେଜରେ ଅନୁଷ୍ଠିତ ପ୍ରଥମ ସମର ବିଜୟ ମହାନ୍ତି ସ୍ମାରକୀ ରାଜ୍ୟ ଓପନ ଚେସ୍‌ ଚାମ୍ପିୟନଶିପ୍‌ରେ ଫିଡେ ମାଷ୍ଟର ସୌମ୍ୟରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?