Posted inଖେଳ

ପନ୍ତଙ୍କ ରିଭର୍ସ ସ୍ବିପ୍‌ର ଛକା ଦେଖି ଚକିତ ହେଲେ ପିଟରସନ୍‌, କହିଲେ କ୍ରିକେଟ ଇତିହାସର ଏହା…

ନୂଆଦିଲ୍ଲୀ,୧୩।୩: ଭାରତୀୟ ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ଜବରଦସ୍ତ ଛକା ମାରିଥିଲେ। ବିଭିନ୍ନ ମହଲର କ୍ରିକେଟପ୍ରେମୀମାନେ ଏହାର ପ୍ରଶଂସା କରୁଥିବା ଦେଖାଯାଉଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ରିଭର୍ସ ଶର୍ଟ ଖେଳି ବଲ୍‌କୁ ବାଉଣ୍ଡରି ବାହାରକୁ ପଠାଇଥିଲେ। ଏହା ଛକା ହୋଇଥିଲା। ସୋସିଆଲ ମିଡିଆରେ ଏହାର ଏକାଧିକ ଭିଡିଓ ଘୁରି ବୁଲୁଥିବା ବେଳେ ଇଂଲଣ୍ଡର ପୂର୍ବ ଅଧିନାୟକ କେଭିନ ପିଟରସନ୍‌ ଚକିତ ହୋଇଯାଇଥିବା କହିଛନ୍ତି। ଟୁଇଟ୍‌ କରି ସେ ପନ୍ତଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ପନ୍ତଙ୍କ ଶର୍ଟ କ୍ରିକେଟ ଇତିହାସର ସବୁଠାରୁ ସୁନ୍ଦର ଶର୍ଟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ଟେଷ୍ଟରେ ପାକିସ୍ତାନ, ଇଂଲଣ୍ଡ ଖେଳାଳି ଉତ୍ତୀର୍ଣ୍ଣ

ସାଉଥାମ୍ପଟନ, ୧ା୭ (ଏପି): ସର୍ବଶେଷ କରୋନା ଭାଇରସ ଟେଷ୍ଟରେ ଉଭୟ ପାକିସ୍ତାନ ଓ ଇଂଲଣ୍ଡ କ୍ରିକେଟ ଖେଳାଳି ଉତ୍ତୀର୍ଣ୍ଣ ହୋଇଛନ୍ତି। ରବିବାର ଇଂଲଣ୍ଡରେ ପହଞ୍ଚତ୍ଥିବା ପାକିସ୍ତାନ...

ବୋଲିଂ କୋଚ୍‌ଙ୍କୁ ଗାଳି କରି ରଣ୍‌ଜୀ ଦଳରୁ ବିଦା ହେଲେ ଦିଣ୍ଡା

କୋଲକାତା,୨୫।୧୨- ଆନ୍ଧ୍ରପ୍ରଦେଶ ବିପକ୍ଷ ରଣ୍‌ଜୀ ମ୍ୟାଚ୍‌ ପୂର୍ବରୁ ପଶ୍ଚିମବଙ୍ଗ ଦଳରୁ ବାଦ୍‌ ପଡ଼ିଛନ୍ତି ସିନିୟର ପେସର ଅଶୋକ ଦିଣ୍ଡା। ଦଳର ବୋଲିଂ କୋଚ୍‌ଙ୍କୁ ଗାଳି କରିବାରୁ...

ଶେଷରେ ଲିଓ୍ବାଣ୍ଡୋସ୍କି ଜିତିଲେ ପ୍ରଥମ ଟ୍ରଫି

ଲିସ୍‌ବନ,୨୫।୮(ଏପି): ପିଏସ୍‌ଜିକୁ ଫାଇନାଲ ୧-୦ରେ ହରାଇବା ପରେ ବେୟର୍ନ ମ୍ୟୁନିକ୍‌ ପ୍ରଥମ ୟୁରୋପିଆନ ଟାଇଟଲ ଜିତିଛନ୍ତି। ଚଳିତ ସେସନ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ପୋଲାଣ୍ଡର...

ପାଣ୍ଡେ, ପାଣ୍ଡ୍ୟା ଭାରତ-ଏ’କୁ ସିରିଜ ଜିତାଇଲେ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୭।୭ (ପି.ଟି.): ଅଧିନାୟକ ମନୀଷ ପାଣ୍ଡେଙ୍କ ଦମ୍‌ଦାର ଶତକ ସାଙ୍ଗକୁ ସ୍ପିନର କ୍ରୁନାଲ ପାଣ୍ଡ୍ୟାଙ୍କ ୫ ଉଇକେଟ୍‌ ସଫଳତା ବଳରେ ଏଠାରେ...

କମଲେଶ୍‌ଙ୍କୁ ଟାଇଟଲ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି)- ହରିୟାଣାର କର୍ନଲଠାରେ ଶୁକ୍ରବାର ଶେଷ ହୋଇଥିବା ଚାମୁଣ୍ଡା ଏଆଇଟିଏ ଚାମ୍ପିୟନଶିପ୍‌ ସିରିଜର ୧୨ ବର୍ଷରୁ କମ୍‌ ବିଭାଗରେ ଓଡ଼ିଶାର ଟେନିସ ପ୍ରତିଭା...

‘ଛୋଲେ ଭଟ୍ଟୁରେ’ ଦେଖିଲେ ପାଟିରୁ ଲାଳ ବାହାରେ

ନୂଆଦିଲ୍ଲୀ,୩୦।୪: ପୂର୍ବ ଅଧିନାୟକ ବିରାଟ କୋହଲି କ୍ରିକେଟ ସହ ଫିଟ୍‌ନେସ୍‌କୁ ନେଇ ପ୍ରଶଂସକଙ୍କ ପାଇଁ ପ୍ରେରଣା। ଭାରତର ଯୁବ କ୍ରିକେଟରମାନେ କୋହଲିଙ୍କୁ ଦେଖି ତାଙ୍କ ଭଳି...

ଟାଇଟଲ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ରାଜସ୍ଥାନ

ଅହମ୍ମଦାବାଦ୍‌,୨୯।୫: ଆଇପିଏଲ୍‌ର ୨୦୨୨ର ଯାତ୍ରା ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସର ଫାଇନାଲ୍‌ରେ ମୁହାଁମୁହିଁ...

୨୦୦ ମି. ଦୌଡ଼ରେ ଦୂତୀଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୧ା୩- ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ଦୌଡ଼ ଭଳି ୨୦୦ ମି. ରେସରେ ମଧ୍ୟ ଶୀର୍ଷ ସଫଳତା ପାଇଛନ୍ତି। ଚଳିତ ଖେଲୋ...

Advertisement
Archives

Model This Week