ଖେଳ

୧୦୭ ବର୍ଷ ପରେ କ୍ରିକେଟରେ ଏମିତି କାରନାମା କଲା ଇଂଲଣ୍ଡ

କଲମ୍ବୋ,୨୬।୧: ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୨ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ କ୍ଲିନ୍‌ସୁଇପ୍‌ କରିଛି ଇଂଲଣ୍ଡ ଦଳ। ଦଳର ଏହି ବିଜୟ ପରେ ୧୦୭ ବର୍ଷର ଏକ ରେକର୍ଡ ଭାଙ୍ଗିଛି। ଶ୍ରୀଲଙ୍କାକୁ ନିଜ ମାଟିରେ ପରାସ୍ତ କରି ବିଦେଶରେ…

ଭାରତଠାରୁ ଆମେ ଖେଳିବା ଶିଖିଛୁ

ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଜାନୁୟାରୀ ୨୬ରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ ଉଇକେଟ୍‌ କିପର୍‌ କମରାନ ଅକମଲ ଏକ ଖୁଲା କରିଛନ୍ତି। ଭାରତର ପୂର୍ବତନ ଓପନର୍‌୍‌ ଆକାଶ…

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ : ଭୁବନେଶ୍ୱର ‘ବି’ ୧୮୧ ରନରେ ବିଜୟୀ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଅନୁଷ୍ଠିତ ମ୍ୟାଚରେ ଯାଜପୁର, ଭଦ୍ରକ, ପୁରୀ, ବରଗଡ଼, ଭୁବନେଶ୍ୱର ଓ ବାଲେଶ୍ୱର ଦଳ ବିଜୟ ହାସଲ…

ଇଂଲଣ୍ଡ ୨-୦ରେ ସିରିଜ ବିଜୟୀ

ଗାଲେ, ୨୬ା୧- ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ଇଂଲଣ୍ଡ ୬ ଉଇକେଟରେ ଜିତି ନେଇଛି। ଏହା ଦ୍ୱାରା ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ କ୍ଲିନ୍‌ ସୁଇପ୍‌ କରି ବିଜୟ ହାସଲ କରିଛି। ସୋମବାର ଚତୁର୍ଥ ଦିବସ ଖେଳରେ…

ଫୁଟ୍‌ବଲ ପାଇଁ ଦୁଃଖଦ ଦିନ: ବିମାନ ଦୁର୍ଘଟଣାରେ ଚାଲିଗଲା ୪ ଫୁଟ୍‌ବଲରଙ୍କ ଜୀବନ

ରିଓ ଡି’ଜେନିରୋ, ୨୫ା୧- ବ୍ରାଜିଲିଆନ କ୍ଲବ ପାମାସର ୪ ଜଣ ଫୁଟବଲ ଖେଳାଳି ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କୋଭିଡ୍‌ ଟେଷ୍ଟରେ ପଜିଟିଭ ଆସିବା ପରେ ଏହି ଖେଳାଳିମାନେ ଏକ ପୃଥକ୍‌ ବିମାନରେ ଗୁଏନାକୁ ଯାଉଥିଲେ। ସେଠାରେ ଭିଲା ନୋଭା…

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌ର ପ୍ରଥମ ବିଜୟ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ରେଡ୍‌ ୮ ଉଇକେଟରେ ୟେଲୋକୁ ପରାସ୍ତ କରିଛି। ପୂର୍ବରୁ ୨ଟି ମ୍ୟାଚରେ…

ଏସ୍‌ଆର ଚେସ୍‌: ତନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି): ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୬ତମ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ତନ୍ମୟ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲର ତନ୍ମୟ ୪.୫ ପଏଣ୍ଟ ପାଇ ତୃତୀୟ ଥର ପାଇଁ…

ନାଇଟ୍‌କ୍ଲବ୍‌ରେ ପ୍ରଥମଥର ଦେଖି ଯୁବତୀଙ୍କୁ ମନ ଦେଇ ବସିଥିଲେ ଏହି କ୍ରିକେଟର୍‌

ଟେଷ୍ଟ କ୍ରିକେଟର ଅନ୍ୟତମ ସଫଳ ବୋଲର ହେଲେ ଇଂଲଣ୍ଡର ଜିମି ଆଣ୍ଡରସନ। ୧୫୭ଟି ମ୍ୟାଚରେ ୬୦୦ରୁ ଅଧିକ ଟେଷ୍ଟ ଉଇକେଟ ନେଇଥିବା ସେ ବିଶ୍ୱର ଏକମାତ୍ର ପେସ୍‌ ବୋଲର୍‌। ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ୫୦୦ରୁ ଅଧିକ ଉଇକେଟ ନେବାରେ କେବଳ ସ୍ପିନରମାନେ…

ବୋଟ୍‌ ଚାଳକଙ୍କ ପାଇଁ ମହଙ୍ଗା ପଡ଼ିପାରେ ଶିଖର ଧାଓ୍ବନଙ୍କ ଭୁଲ

ବାରଣାସୀ,୨୫।୧: ଭାରତୀୟ କ୍ରିକେଟର ଶିଖର ଧାଓ୍ବନଙ୍କ ଫଟୋ ଉତ୍ତର ପ୍ରଦେଶ ବାରଣାସୀର ଜଣେ ବୋଟ ଚାଳକଙ୍କୁ ମହଙ୍ଗା ପଡ଼ିପାରେ ପଡ଼ିପାରେ। ବୋଟ୍‌ରେ ବସିଥିବା ଧାଓ୍ବନ ପକ୍ଷୀମାନଙ୍କୁ ଖାଦ୍ୟ ଦେଉଥିବା ଫଟୋରେ ଦେଖିବାକୁ ମିଳୁଛି। ‘ପକ୍ଷୀଙ୍କୁ ଖୁଆଇବା ଗୋଟେ ସୁଖ’ ବୋଲି ଏହି…

ଘୁଞ୍ଚିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌

ନୂଆଦିଲ୍ଲୀ,୨୫।୧: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣ ଫାଇନାଲ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଏବେ ୫ ଦିନିଆ ଫାଇନାଲ ମ୍ୟାଚ୍‌ ଚଳିତ ବର୍ଷ ଜୁନ ୧୮ରୁ ୨୨ ତାରିଖରେ ଅନୁଷ୍ଠିତ ହେବ। ଆଉ ୨୩ ତାରିଖକୁ ରିଜର୍ଭ ଡେ’ ଭାବେ…

ଜୁନିୟର କ୍ରିକେଟରେ ବ୍ୟାନ କରାଯାଉ ବାଉନ୍ସର : କନକଶନ ସ୍ପେଶାଲିଷ୍ଟ

ଲଣ୍ଡନ,୨୫।୧: ଜୁନିୟର (୧୮ ବର୍ଷରୁ କମ୍‌) କ୍ରିକେଟରେ ବାଉନ୍ସର ବ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି ଜଣେ କନକଶନ ସ୍ପେଶାଲିଷ୍ଟ। ବୋଲରଙ୍କୁ ଶର୍ଟ ପିଚ୍‌ ବଲ ପକାଇବା ଜାରି ରଖିବାର ଅନୁମତି ଦିଆଯିବା ଉଚିତ କି ନାହିଁ, ସେହି ସମ୍ପର୍କରେ କନକଶନ ସ୍ପେଶାଲିଷ୍ଟ…

ରିଷଭ ପନ୍ତଙ୍କୁ ମୂଷା କହିଲେ ଏହି ଖେଳାଳି

ଅଷ୍ଟ୍ରେଲିଆରେ ଏକ ଐତିହାସିକ ଟେଷ୍ଟ ସିରିଜ ଜିତିଇବା ପରେ ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବେ ଚର୍ଚ୍ଚାରେ। ସେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ତାଙ୍କୁ କେହି ନୁହେଁ ବରଂ ତାଙ୍କର ଦୁଇ ବିଶେଷ ବନ୍ଧୁ ତାଙ୍କୁ ଟ୍ରୋଲ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?