ଖେଳ

ମହିଳା କ୍ରିକେଟ: ଭାରତକୁ ୭ ଉଇକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଲକ୍ଷ୍ନୌ, ୧୫ା୩ (ପି.ଟି.): ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ ଉଇକେଟରେ ପରାସ୍ତ ହୋଇଛି। ଏଥିସହିତ ଭ୍ରମଣକାରୀ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୩-୧ରେ ଅଗ୍ରଣୀ ଲାଭ କରିବା ସହ ଆଗୁଆ ସିରିଜ…

ଦେବାଶିଷ ଓ ସୁଶ୍ରୀ ପାଇଲେ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର: ‘ତ୍ରୁଣମୂଳ ସ୍ତରରୁ ଖେଳାଳିଙ୍କୁ ସାହାଯ୍ୟ ପାଇଁ ଓସିଏ ବଦ୍ଧପରିକର’

ଭୁବନେଶ୍ୱର, ୧୫।୩(କ୍ରୀଡ଼ା ପ୍ରତିନିଧି)- ”ଅନେକ ବ୍ୟକ୍ତି ଅତ୍ୟନ୍ତ ନିଷ୍ଠାର ସହ କାର୍ଯ୍ୟକରି ତୃଣମୂଳ ସ୍ତରରୁ ପ୍ରତିଭା ବାହାର କରୁଛନ୍ତି। ମାତ୍ର ପରେ ଭିତ୍ତିଭୂମି, ସରଞ୍ଜାମ ଅଭାବ ଯୋଗୁ ହେଉ କିମ୍ବା ଚୟନ ପ୍ରକ୍ରିୟାରେ ଅନିୟମିତତା ପାଇଁ ସେମାନଙ୍କୁ ଜିଲା ଆସୋସିଏଶନ ଏବଂ…

ଦ୍ୱିତୀୟ ଟେଷ୍ଟ: ଆଫଗାନିସ୍ତାନ ୬ ଉଇକେଟରେ ବିଜୟୀ

ଆବୁଧାବି,୧୫।୩: ସ୍ଥାନୀୟ ଶେଖ ଜାଏଦ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନ ୬ ଉଇକେଟରେ ବିଜୟୀ ହୋଇଛି। ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମ ଇନିଂସରେ ହାଶମାତୁଲ୍ଲା ଶାହିଦିଙ୍କ ୨୦୦ ରନର ଅପରାଜିତ ଦ୍ୱିଶତକୀୟ ପାଳି ବଳରେ ୧୬୦.୪…

ନିକୋଲୋଜ ଜିତିଲେ କାତାର ଓପନ୍‌

ଦୋହା, ୧୫ା୩ (ଏପି)-ଜର୍ଜିଆର ନିକୋଲୋଜ ବାସିଲାସଭିଲି କାତାର ଓପନ ଟେନିସ ଟୁର୍ନାମେଣ୍ଟ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ସ୍ପେନର ରବର୍ଟୋ ବଟିଷ୍ଟା ଅଗଟ୍‌ଙ୍କୁ ୭-୬ (୫), ୬-୨ ସେଟ୍‌ରେ ହରାଇ ଦେଇଛନ୍ତି। ଏହାଥିଲା ତାଙ୍କର ଚତୁର୍ଥ ଏଟିପି ଟାଇଟଲ। ସୂଚନାଯୋଗ୍ୟ, ବଟିଷ୍ଟା…

ବିରାଟ ରେକର୍ଡର ଅଧିକାରୀ କୋହଲି

ଅହମ୍ମଦାବାଦ,୧୪।୩ : ଏକ ବିରାଟ ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ ଟି୨୦ରେ ସେ ପୂରଣ କରିଛନ୍ତି ୩ ହଜାର ରନ୍‌। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ…

ଭାରତକୁ ବିଜୟ ଦେଲା କୋହଲି, ଇଶାନଙ୍କ ପାଓ୍ବାରଫୁଲ ହାଫ୍‌ ସେଞ୍ଚୁରୀ

ଅହମ୍ମଦାବାଦ,୧୪।୩ : ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ପରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛି ଭାରତ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌କୁ ୭ ଉଇକେଟରେ ଜିତି ନେଇଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ। ଅଧିନାୟକ କୋହଲି ଓ ପଦାର୍ପଣକାରୀ ବ୍ୟାଟ୍ସମ୍ୟାନ…

ଡେବ୍ୟୁରେ ବିସ୍ଫୋରକ ଅର୍ଦ୍ଧଶତକ

ଅହମ୍ମଦାବାଦ,୧୪।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ମିଳିଛି ନୂଆ ଓପନର। ଏହି ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଇଶାନ କିଷାନ ବିସ୍ଫୋରକ ଅର୍ଦ୍ଧଶତକ ଖେଳିଛନ୍ତି। ମାତ୍ର ୩୨ ବଲରେ ୧୭୫ ଷ୍ଟ୍ରାଇକ୍‌ ରେଟ୍‌ରେ ଖେଳିଛନ୍ତି…

ଟିମ୍‌ ଇଣ୍ଡିଆ ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଦଳ କହିଲେ ପ୍ରାକ୍ତନ ଖେଳାଳି

ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶାନ। କ୍ରିକେଟ୍‌ ପ୍ରଶଂସକ ଜଣାଇବାର ଆବଶ୍ୟକତା ନାହିଁ ଦୁହେଁ ଆଇପିଏଲ ଚାମ୍ପିୟନ ମୁମ୍ବାଇ…

ଭାରତ ଆଗରେ ୧୬୫ ରନ୍‌ର ଟାର୍ଗେଟ

ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ଆଗରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ଇଂଲଣ୍ଡ। ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଇଂଲଣ୍ଡ ହାସଲ କରିପାରି ନ ଥିଲା ବଡ଼…

ଭଣଜାଙ୍କ ଉପରେ ରାଗିଗଲେ ଗୋବିନ୍ଦା

ବଲିଉଡର ଭେଟେରାନ ଅଭିନେତା ଗୋବିନ୍ଦା ଏବେ ତାଙ୍କ ଭଣଜା ତଥା କମେଡିଆନ କୃଷ୍ଣା ଅଭିଷେକଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଛି। ଏବେ ଭଣଜାଙ୍କ ପରିବାରଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ଗୋବିନ୍ଦା। ଏକ ସାକ୍ଷାତକାରରେ ଗୋବିନ୍ଦା କୃଷ୍ଣାଙ୍କୁ ଜଣେ ଭଲ ବ୍ୟକ୍ତି ଭାବରେ ବର୍ଣ୍ଣନା…

ପଦାର୍ପଣ କରିବେ ଇଶାନ, ସୂର୍ଯ୍ୟକୁମାର

ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିବାକୁ ଯାଉଛନ୍ତି…

୨୪ ଘଣ୍ଟାରେ ମୁମ୍ବାଇକୁ ଦ୍ୱିତୀୟ ବଡ଼ ଟାଇଟଲ

ଦିଲ୍ଲ୍ଲୀ,୧୪।୩ : ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଦୁଇଟି ଭିନ୍ନ ଭିନ୍ନ ସ୍ପୋର୍ଟିଂ ଇଭେଣ୍ଟରେ ଦୁଇଟି ଟାଇଟଲ ଅର୍ଜନ କରିଛି। ଶନିବାର ରାତିରେ ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଟାଇଟଲ ଅଧିକାରୀ ହୋଇଥିବା ମୁମ୍ବାଇ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?