ଖେଳ

ଦ୍ୱିିତୀୟଥର ପିତା ହେବାକୁ ଯାଉଛନ୍ତି ଏହି କ୍ରିକେଟର୍‌

ପୂର୍ବତନ ଭାରତୀୟ କ୍ରିକେଟର୍‌ ଦ୍ୱିତୀୟଥର ପିତା ହେବାକୁ ଯାଉଛନ୍ତି। ରବିବାର ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଗୀତା ବସ୍‌ରା ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ଗୀତା ସ୍ବାମୀ ଏବଂ ଝିଅ ହିନାୟାଙ୍କ ସହ ଫଟୋ ଶେୟାର କରିଛନ୍ତି। ଫଟୋରେ ବେବି…

ପୃଥ୍ବୀ ଶ’ ରଚିଲେ ଇତିହାସ: ପ୍ରଥମ ଖେଳାଳି ଭାବେ ହାସଲ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୪।୩: ବିଜୟ ହଜାରେ ଟ୍ରଫି ଟୁର୍ନାମେଣ୍ଟ ୨୦୨୧ରେ ମୁମ୍ବାଇ ଅଧିନାୟକ ତଥା ଓପନର୍‌ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଦ୍ୱାରା କି ଚମତ୍କାର ପ୍ରଦର୍ଶନ। ଏହି ସିଜିନ୍‌ରେ ସେ ଅନେକ ରେକର୍ଡ ଅର୍ଜନ କରିଛି ଯାହା ପୂର୍ବରୁ କେହି କରିନାହାଁନ୍ତି। ବିଜୟ ହଜାରେ…

ଲାଗିଲା ମୋହର: ଶେଷରେ ଏହି ଯୁବତୀଙ୍କ ହାତ ଧରିବେ ବୁମ୍‌ରା

ନୂଆଦିଲ୍ଲୀ,୧୪।୩: ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଏବେ ନିଜ ବିବାହକୁ ନେଇ ଖବର ଶିରୋନାମାରେ। ହେଲେ ସବୁଠାରୁ ବେଶି ଚର୍ଚ୍ଚାରେ ରହିଥିଲା କିଏ ହେବ ତାଙ୍କ ଜୀବନସାଥୀ। ଅନେକଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଥିଲେ ହେଁ…

କୋହଲିଙ୍କ ଉପରେ ରାଗିଗଲେ ସେହଓ୍ବାଗ୍‌: କହିଲେ ‘କଣ ତୁମ ଉପରେ ଏହି ନିୟମ ଲାଗୁ’

ଅହମ୍ମଦାବାଦ,୧୪।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ର ଟସ୍‌ ପଡିବା ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ଖୁଲାସା କରିଥିଲେ। ମ୍ୟାଚ୍‌ ଆରମ୍ଭର ୨୪ ଘଣ୍ଟାରୁ କମ୍‌ ସମୟ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରୋହିତ ଶର୍ମା ଏବଂ କେଏଲ୍‌…

ସନ୍ୟାସୀ ବେଶରେ ଧୋନୀ, ଏଭଳି ହେଉଛି ଚର୍ଚ୍ଚା…

ନୂଆଦିଲ୍ଲୀ,୧୪।୩: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୧୪ ସିଜନର ପ୍ରସ୍ତୁତିରେ ବ୍ୟସ୍ତ। ନିକଟରେ ଅଧିନାୟକଙ୍କ ଅଭ୍ୟାସ ବେଳର ଏକ ଭିଡିଓ ଭାଇରାଲ ହୋଇଥିଲା। ହେଲେ ଏବେ ଧୋନୀଙ୍କ ଏକ ଫଟୋ ସୋସିଆଲ…

ଆଜି ଖେଳାଯିବ ଦ୍ୱିତୀୟ ଟି୨୦: ଜାଣନ୍ତୁ କେତେବେଳେ ଏବଂ କେଉଁଠି ଦେଖିବେ

ନୂଆଦିଲ୍ଲୀ,୧୩।୩: ଟି୨୦ ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଶୁକ୍ରବାର ପ୍ରଥମ ମୁକାବିଲା ଖେଳା ଯାଇଥିବା ବେଳେ ଏଥିରେ ବାଜିମାତ କରିଥିଲା ବିରୋଧି…

ଏଫ୍‌ଆଇଏଚ୍‌ ସଭାପତି ନିର୍ବାଚନ: ପ୍ରାର୍ଥତ୍ପତ୍ର ଦାଖଲ କଲେ ବାତ୍ରା

ଲାଉସାନେ, ୧୪ା୩ (ପି.ଟି.): ନରିନ୍ଦର ବାତ୍ରା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)ର ସଭାପତି ଭାବେ ପୁନଃନିର୍ବାଚିତ ହେବାକୁ ଆଗ୍ରହୀ। ଏଫ୍‌ଆଇଏଚ୍‌ ପରିଚାଳନା ପରିଷଦର ୪୭ତମ ଅଧିବେଶନ ମେ ୨୨ ତାରିଖରେ ନୂଆଦିଲ୍ଲୀରେ ହେବ। ଏହା ପୂର୍ବରୁ ସେ ସଭାପତି ପଦବୀ ପାଇଁ…

ଡାମିଏନ୍‌ ରାଇଟ୍‌ ପଞ୍ଜାବ କିଙ୍ଗ୍ସର ବୋଲିଂ କୋଚ୍‌

ମୁମ୍ବାଇ, ୧୪ା୩ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆସନ୍ତା ସଂସ୍କରଣ ଏପ୍ରିଲ ୯ରେ ଆରମ୍ଭ ହେବାକୁ ଥିବାବେଳେ ପଞ୍ଜାବ କିଙ୍ଗ୍ସ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଡାମିଏନ୍‌ ରାଇଟ୍‌ଙ୍କୁ ଦଳର ନୂଆ ବୋଲିଂ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ୪୫ ବର୍ଷୀୟ…

ଓ୍ବେଷ୍ଟଇଣ୍ଡିଜର ଦ୍ୱିତୀୟ ବିଜୟ

ନର୍ଥ ପଏଣ୍ଟ, ୧୪ା୩ (ଏପି)-ସ୍ଥାନୀୟ ସାର୍‌ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୫ ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ସହ…

ଓଡ଼ିଶା ଓମେନ୍ସ ଲିଗ୍‌: ଓଡ଼ିଶା ପୋଲିସ, ଇଷ୍ଟକୋଷ୍ଟ ରେଲଓ୍ବେ, ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଭୁବନେଶ୍ୱର,୧୪।୩(ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଓଡ଼ିଶା ଓମେନ୍ସ ଫୁଟ୍‌ବଲ ଲିଗ୍‌ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ଗୁଡିକରେ ଓଡ଼ିଶା ପୋଲିସ୍‌, ଇଷ୍ଟକୋଷ୍ଟ ରେଲଓ୍ବେ ଓ ରାଇଜିଂ ଷ୍ଟୁଡେଣ୍ଟ ବିଜୟ ହାସଲ କରିଛନ୍ତି। କ୍ୟାପିଟାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଲିଗ୍‌ର ୧୩ ନମ୍ବର ମ୍ୟାଚ୍‌ରେ ଓଡ଼ିଶା ପୋଲିସ…

ଦ୍ୱିତୀୟ ଟେଷ୍ଟ: ଇନିଂସ ପରାଜୟ ଏଡ଼ାଇଲା ଜିମ୍ବାଓ୍ବେ

ଆବୁଧାବି,୧୪।୩: ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଚାଲିଥିବା ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଜିମ୍ବାଓ୍ବେ ଫଲୋଅନ ହେବା ପରେ ଦ୍ୱିତୀୟ ଇନିଂସରେ ଲଢୁଆ ବ୍ୟାଟିଂ କରି ଇନିଂସ ପରାଜୟ ଏଡାଇବାକୁ ସକ୍ଷମ ହୋଇଛି। ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମ ଇନିଂସରେ…

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇକୁ ପ୍ରଥମ ଟାଇଟଲ

ମାର୍ଗାଓ, ୧୪।୩: ମୁମ୍ବାଇ ସିଟି ଏଫ୍‌ସି ପ୍ରଥମଥର ପାଇଁ ହାଇପ୍ରୋଫାଇଲ୍‌ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଟାଇଟଲ ହାସଲ କରିଛି। ଭାରତର ଏହି ସର୍ବବୃହତ୍‌ ତଥା ଶ୍ରେଷ୍ଠ ଫୁଟ୍‌ବଲ ଲିଗ୍‌ ଆଇଏସ୍‌ଏଲର ସପ୍ତମ ସଂସ୍କରଣ ଶନିବାର ଶେଷ ହୋଇଛି। ସ୍ଥାନୀୟ ଫାଟୋର୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?