Posted inଖେଳ

କେନ୍‌ ରିଚାର୍ଡସନଙ୍କ ସ୍ଥାନରେ ସ୍କଟ୍‌ କଗ୍‌ଲିିନ୍‌

ଅହମଦାବାଦ, ୨୮।୪(ପି.ଟି.)-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୪ର ଅବଶିଷ୍ଟ ଅଂଶ ପାଇଁ କେନ୍‌ ରିଚାର୍ଡସନଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ପେସ୍‌ ବୋଲର ସ୍କଟ କଗ୍‌ଲିନ୍‌ଙ୍କୁ ଦଳରେ ସାମିଲ କରିଛି। ଦେଶରେ ଦ୍ୱିତୀୟ କୋଭିଡ୍‌ ଲହର ପାଇଁ ଅଷ୍ଟ୍ରେଲିଆର ରିଚାର୍ଡସନ ଓ ଆଡାମ ଜାମ୍ପା ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ନାମେଣ୍ଟ ଅଧାରୁ ସେମାନଙ୍କ ଦଳ ଛାଡ଼ି ଚାଲିଯାଇଛନ୍ତି। କଗ୍‌ଲିନ୍‌ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ରିଜର୍ଭ ଖେଳାଳି ଭାବେ ଆଇପିଏଲ୍‌ ବାୟୋ-ବବଲର ଅଂଶବିଶେଷ ଥିଲେ। ଅନ୍ୟପକ୍ଷରେ ଜାମ୍ପାଙ୍କ ବଦଳ ଖେଳାଳିଙ୍କ ନାମ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ୨୯ବର୍ଷୀୟ କଗ୍‌ଲିନ୍‌ ନ୍ୟୁଜିଲାଣ୍ଡ ତରଫରୁ ୨ ଅନ୍ତର୍ଜାତୀୟ ଦିନିକିଆ, ୧୬ ଟି୨୦ ଖେଳି ସାରିଛନ୍ତି। ଏହାଛଡ଼ା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ୨ଟି ଆଇପିଏଲ୍‌ ମ୍ୟାଚ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଫେଡ୍‌ରର

ହାଲେ (ଜର୍ମାନୀ),୨୨।୬(ଏଏଫ୍‌ପି): ରୋଜର ଫେଡ୍‌ରର ଏକ ତିନି ସେଟ୍‌ ବିଶିଷ୍ଟ ମ୍ୟାଚ୍‌କୁ ଜିତି ଏଠାରେ ଚାଲିଥିବା ହାଲେ ଓପନ ଏଟିପି ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି।...

ରୋନାଲ୍ଡୋଙ୍କ ଏକାଧିକ କିର୍ତ୍ତୀମାନ

ଲିସବନ (ପର୍ତ୍ତୁଗାଲ), ୧୨।୯- ୟୁରୋ ୨୦୨୦ ପ୍ରତିଯୋଗିତାର ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଦମ୍‌ଦାର ପ୍ରଦର୍ଶନ ବଳର ପର୍ତ୍ତୁଗାଲ ୫-୧...

ବ୍ୟାଡ୍‌ମିଣ୍ଟନରୁ ମାଥିଆସଙ୍କ ଅବସର

ନୂଆଦିଲ୍ଲୀ, ୨୫ା୪ (ପି.ଟି.)- ଡେନମାର୍କର ଅଗ୍ରଣୀ ବ୍ୟାଡ୍‌ମିଣ୍ଟନ ଡବଲ୍ସ ଖେଳାଳି ମାଥିଆସ ବୋଏ ଖେଳରୁ ଅବସର ନେଇଛନ୍ତି। ଦୁଇ ଦଶନ୍ଧି ଧରି ତାଙ୍କ କ୍ୟାରିୟରରେ ସେ...

ବାର୍ସିଲୋନାରେ ଜାପାନ ମିଡ୍‌ ଫିଲ୍ଡର ଆବେ

ଟୋକିଓ, ୧୨ା୭ (ଏଏଫ୍‌ପି): ଜାପାନର ଆଟାକିଂ ମିଡ୍‌ ଫିଲ୍ଡର ହିରୋକି ଆବେ ଏଫ୍‌ସି ବାର୍ସିଲୋନାରେ ଯୋଗ ଦେବେ। ଶୁକ୍ରବାର ସେ ନିଜେ ଏ ସମ୍ପର୍କରେ ସୂଚନା...

ଫଲୋଅନ୍‌ ପରେ ବି ମ୍ୟାଚ୍‌ ଛଡ଼ାଇ ଆଣିଲା ମହିଳା ଦଳ

ବ୍ରିଷ୍ଟଲ,୧୯।୬: ଫଲୋଅନ୍‌ ପରେ ମ୍ୟାଚ୍‌ ବଞ୍ଚାଇବା କଷ୍ଟକର। କିନ୍ତୁ ଇଂଲଣ୍ଡ ମାଟିରେ ଏହା କରି ଦେଖାଇଛି ଭାରତୀୟ ମହିଳା କ୍ରିକେଟ ଦଳ। ମ୍ୟାଚ୍‌ର ଉଭୟ ଇନିଂସରେ...

କମ୍‌ ଇନିଂସରେ ୨୪ ଶତକ ଲଗାଇଥିବା ବ୍ୟାଟ୍ସମ୍ୟାନ

କମ୍‌ ଇନିଂସରେ ୨୪ ଶତକ ଲଗାଇଥିବା ବ୍ୟାଟ୍ସମ୍ୟାନ ୬୬: ଡନ ବ୍ରାଡମ୍ୟାନ ୧୧୮: ଷ୍ଟିଭ ସ୍ମିଥ ୧୨୩: ବିରାଟ କୋହଲି ୧୨୫: ସଚିନ ତେନ୍ଦୁଲକର ୧୨୮:...

ଟୋକିଓ ୨୦୨୦: ଆଉଥରେ ଅଲିମ୍ପିକ୍ସ ଘୁଞ୍ଚାଇବାକୁ ଯୋଜନା ନାହିଁ

ଟୋକିଓ,୧୪।୪(ଏପି): କୋଭିଡ୍‌-୧୯ ମହାମାରୀ ପାଇଁ ଆଉଥରେ ଅଲିମ୍ପିକ୍ସକୁ ଘୁଞ୍ଚାଇବାକୁ କୌଣସ ଯୋଜନା ବା ପ୍ଲାନ- ବି ନାହିଁ ବୋଲି ଟୋକିଓ ଆୟୋଜକମାନେ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ...

ରାଜ୍‌ କୁନ୍ଦ୍ରା ଗିରଫ ପରେ ୟୁଜର୍ସଙ୍କ ଟାର୍ଗେଟକୁ ଆସିଲେ ଅଜିଙ୍କେ ରାହାନେ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୭:ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ ମାଧ୍ୟମରେ ପ୍ରକାଶନ ଅଭିଯୋଗରେ ମୁମ୍ବାଇ...

Advertisement
Archives

Model This Week