ଖେଳ

ପରାଜୟ ଝଟ୍‌କା ଭୁଲି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ଅହମଦାବାଦ,୧୩।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ମାମୁଲି ପ୍ରଦର୍ଶନ କରି ପରାଜୟ ବରଣ କରିବା ପରେ ଘରୋଇ ଭାରତ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦…

ଲଗାତାର ଶୂନରେ ଆଉଟ୍‌ ହେବା ପରେ ପ୍ରଶ୍ନ ଘେରରେ କୋହଲି: ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୧୩।୩: ଦୀର୍ଘଦିନ ଧରି ଭାରତୀୟ ଅଧିନାୟକ ବିରାଟ କୋହଲି ଖରାପ ଫର୍ମରେ ଅଛନ୍ତି। ଶତକ ମାରିପାରୁ ନ ଥିବା ବେଳେ ଲଗାତାର ଦୁଇଟି ମ୍ୟାଚ୍‌ରେ ଶୂନରେ ଆଉଟ୍‌ ହୋଇଛନ୍ତି। ପ୍ରଥମେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଅନ୍ତିମ ପାଳିରେ ଶୂନରେ ଆଉଟ୍‌…

ପନ୍ତଙ୍କ ରିଭର୍ସ ସ୍ବିପ୍‌ର ଛକା ଦେଖି ଚକିତ ହେଲେ ପିଟରସନ୍‌, କହିଲେ କ୍ରିକେଟ ଇତିହାସର ଏହା…

ନୂଆଦିଲ୍ଲୀ,୧୩।୩: ଭାରତୀୟ ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ଜବରଦସ୍ତ ଛକା ମାରିଥିଲେ। ବିଭିନ୍ନ ମହଲର କ୍ରିକେଟପ୍ରେମୀମାନେ ଏହାର ପ୍ରଶଂସା କରୁଥିବା ଦେଖାଯାଉଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ରିଭର୍ସ ଶର୍ଟ…

ଭାରତୀୟ ଟି୨୦ ଟିମ୍‌ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଶ୍ରେୟସ୍କର ବୋଲି କହିଲେ ଇଂଲଣ୍ଡର ଏହି ପୂର୍ବ କ୍ରିକେଟର, ଜାଫର ଏଭଳି କହି…

ଅହମ୍ମଦାବାଦ,୧୩।୩: ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ୮ ଉଇକେଟରେ ଭାରତକୁ ହରାଇଛି ଇଂଲଣ୍ଡ। ଏହାକୁ ନେଇ ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭାଉଘାନ ଭାରତୀକୁ କଟାକ୍ଷ କରି ଏକ ଟୁଇଟ୍‌ କରିଥିଲେ। ଆଇପିଏଲ୍‌ର ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଭାରତୀୟ କ୍ରିକେଟ…

ଅକ୍ଷୟ କୁମାରଙ୍କ ଅଭିନେତ୍ରୀଙ୍କ ସହ ଯୋଡି ହୋଇଥିଲା ଏହି କ୍ରିକେଟରଙ୍କ ନାମ: ଏନ୍‌କାଉଣ୍ଟରରେ ସହିଦ ହୋଇଥିଲେ ବାପା

ଫିଲ୍ମ କଳାକାର ଏବଂ କ୍ରିକେଟରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବହୁତ ପୁରୁଣା। ନବାବ ପଟୌଦୀ-ଶର୍ମିଲା ଟାଗୋରଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି-ଅନୁଷ୍କା ଶର୍ମାଙ୍କ ପର୍ଯ୍ୟନ୍ତ ଏହାର ବହୁତ ବଡ଼ ଉଦାହରଣ। ମାତ୍ର ଏମିତି ବି କିଛି ନାମ ରହିଛି ଯେଉଁମାନଙ୍କ…

ଭାରତକୁ ପରାଜିତ କରିବାର ଶ୍ରେୟ ଏମାନଙ୍କୁ ଦେଲେ ବିରୋଧି ଅଧିନାୟକ, କହିଲେ…

ଅହମ୍ମଦାବାଦ,୧୩।୩: ଚଳିତ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତକୁ ୮ ଉଇକେଟରେ ହରାଇଛି ଇଂଲଣ୍ଡ। ଟେଷ୍ଟ ସିରିଜରେ ପରାଜୟ ପରେ ଏହି ବିଜୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିବା ବେଳେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ କଡ଼ା ସମାଲୋଚନା କରାଯାଉଛି। ତେବେ…

କୋହଲିଙ୍କ ସହ ଲଙ୍ଗ୍‌ ଡ୍ରାଇଭ୍‌ରେ ଗଲେ ବୁମ୍‌ରାଙ୍କ ଭାବି ସ୍ତ୍ରୀ; ସଚିନ, ଧୋନୀଙ୍କ ସହ ରହିଛି ପୂରୁଣା ସମ୍ପର୍କ

ଭାରତୀୟ ବୋଲର ଜସପ୍ରୀତ ବୁମ୍‌ରା ନିଜ ବିବାହକୁ ନେଇ ଏବେ ଚର୍ଚ୍ଚାରେ। ଏବେ ତାଙ୍କ ନାମ କ୍ରୀଡା ଆଙ୍କର ସଞ୍ଜନା ଗଣେଶନଙ୍କ ସହ ଯୋଡା ଯାଉଛି। ଉଭୟ ମାର୍ଚ୍ଚ ୧୪ କିମ୍ବା ୧୫ରେ ଗୋଆରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି।…

ଗୀତର ପୋଷ୍ଟରରେ ଦେଖି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଭାରତୀୟ ସ୍ପିନର, ଯୁବରାଜଙ୍କୁ ଯୋଗୁ ଏପରି ବଢ଼ିଥିଲା କଥା

ବମ୍ବେ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର ପଡ଼ିବା କିଛି ନୂଆ କଥା ନୁହେଁ। ଅନେକ ଖେଳାଳି ଅଭିନେତ୍ରୀଙ୍କୁ ଜୀବନସାଥୀ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ସେଥିରୁ ଜଣେ ହେଲେ ପୂର୍ବ ଭାରତୀୟ ସ୍ପିନର ହରଭଜନ ସିଂହ। ବ୍ରିଟେନ୍‌ରେ…

ଦ୍ୱିତୀୟ ଟେଷ୍ଟ: ଜିମ୍ବାଓ୍ବେ ଫଲୋଅନ୍‌

ଆବୁଧାବି,୧୩।୩: ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଚାଲିଥିବା ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଜିମ୍ବାଓ୍ବେ ଫଲୋଅନ ହୋଇଛି। ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମ ଇନିଂସରେ ହାଶମାତୁଲ୍ଲା ଶାହିଦିଙ୍କ ୨୦୦ ରନର ଅପରାଜିତ ଦ୍ୱିଶତକୀୟ ପାଳି ବଳରେ ୧୬୦.୪ ଓଭରରେ ୪…

ଫିଫା ବିଶ୍ୱକପ୍‌: କାତାରରେ ଯୋଗ୍ୟତା ପର୍ଯ୍ୟାୟ ଖେଳିବ ଭାରତ

ନୂଆଦିଲ୍ଲୀ,୧୩ା୩ (ପି.ଟି.)-ଭାରତ ଏହାର ଅବଶିଷ୍ଟ ୩ଟି ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ କାତାରରେ ଖେଳିବ। କରୋନା ଭାଇରସ୍‌ଜନିତ ଗସ୍ତ ଓ କ୍ୱାରାଣ୍ଟାଇନ୍‌ କଟକଣା ଯୋଗୁ ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ମ୍ୟାଚଗୁଡ଼ିକ ନିର୍ଦ୍ଦିଷ୍ଟ ଭେନ୍ୟୁରେ ଆୟୋଜନ କରିବା ଲାଗି ନିଷ୍ପତ୍ତି…

ବିଜେନ୍ଦର-ଲୋପସାନ ମୁକାବିଲା

ନୂଆଦିଲ୍ଲୀ, ୧୩ା୩(ପି.ଟି.)- କୋଭିଡ୍‌ ପାଇଁ ଏକବର୍ଷ ପରେ ରିଙ୍ଗ୍‌ଙ୍କୁ ପ୍ରତ୍ୟାବର୍ତ୍ତନ କରିବେ ଭାରତର ପ୍ରଫେସନାଲ ବକ୍ସର ବିଜେନ୍ଦର ସିଂ। ଚଳିତ ମାସ ୧୯ରେ ଏକ ସୁପର ମିଡ୍‌ଲଓ୍ବେଟ୍‌ (୭୬କେଜି) ମୁକାବିଲାରେ ସେ ରୁଷିଆର ଆର୍ତ୍ତିସ ଲୋପସାନ୍‌ଙ୍କୁ ଭେଟିବେ। ଏହି ଲଢେଇ ଗୋଆର…

ପ୍ରଥମ ଟି୨୦ରେ ହାରିଲା ଭାରତ

ଅହମଦାବାଦ, ୧୩।୩- ବ୍ୟାଟିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ କରି ଭାରତ ଚଳିତ ଟି୨୦ ସିରିଜର ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଇଂଲଣ୍ଡଠାରୁ ୮ ଉଇକେଟରେ ହାରିଯାଇଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଭାରତ ୨୦ ଓଭରରେ ୭ ଉଇକେଟ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?