ଖେଳ

ବୋସ୍‌ଫୋରସ ବକ୍ସିଂ ଟୁର୍ନାମେଣ୍ଟ: ସେମିରେ ଜରିନ, ସୋଲାଙ୍କି

ନୂଆଦିଲ୍ଲ,୨୦।୩(ପି.ଟି.): ଭାରତୀୟ ମହିଳା ବକ୍ସର ନିଖାତ ଜରିନ ଆଉ ଏକ ବିପର୍ଯ୍ୟୟ ଘଟାଇ ତୁର୍କୀର ଇସ୍ତାନବୁଲ୍‌ରେ ଚାଲିଥିବା ବୋସଫୋରସ ବକ୍ସିଂ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ୫୧ କେ.ଜି. ବର୍ଗରେ ଜରିନ ଶୁକ୍ରବାର ଦୁଇଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା…

ଭାରତ ବନାମ ଇଂଲଣ୍ଡ: ଦିନିକିଆ ଦଳରେ ସୂର୍ଯ୍ୟକୁମାର, କ୍ରୁନାଲ, କ୍ରିଷ୍ଣା

ନୂଆଦିଲ୍ଲୀ,୨୦।୩(ପି.ଟି.): ଆଗକୁ ଆୟୋଜନ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଏକ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଶୁକ୍ରବାର ଘୋଷିତ ହୋଇଥିବା ଏହି ଦଳରେ କର୍ନାଟକ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା,…

ନିର୍ଣ୍ଣାୟକ ଟି୨୦ ମୁକାବିଲା: ଲକ୍ଷ୍ୟ ସିରିଜ ବିଜୟ

ଅହମଦାବାଦ,୨୦।୩(ପି.ଟି.): ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ଟି୨୦ ସିରିଜ ବିଜୟୀ ହେବା ଲକ୍ଷ୍ୟରେ ରହିଛନ୍ତି। ଉଭୟ ଦଳ ୨ଟି ଲେଖାଏ ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ସିରିଜ ଏବେ ୨-୨ ବରାବର ସ୍ଥିତିରେ ରହିଛି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ପଞ୍ଚମ…

୨୦୧୧ ବିଶ୍ୱକପ୍‌ ଫାଇନାଲ ସ୍ମୃତି ଉଜ୍ଜୀବିତ: ପୁଣି ଦେଖିବାକୁ ମିଳିବ ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ରାୟପୁର,୧୯।୩- ପ୍ରାୟ ୧୦ ବର୍ଷ ତଳେ ଖେଳାଯାଇଥିଲା ୨୦୧୧ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌, ଯେଉଁଥିରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଥିଲା ଟିମ୍‌ ଇଣ୍ଡିଆ। ପୁଣି ଥରେ ଏଭଳି ଏକ ମ୍ୟାଚ୍‌ ଆସନ୍ତା ୨୧ ତାରିଖରେ ଦେଖିବାକୁ ମିଳିବ। ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ…

ଫାଶି ପାଇଥିବା ଏକମାତ୍ର ଟେଷ୍ଟ କ୍ରିକେଟର

କ୍ରିକେଟ ଇତିହାସରେ ଜଣେ ଏଭଳି ଖେଳାଳି ଥିଲେ, ଯାହାଙ୍କୁ ଫାଶି ଦିଆଯାଇଥିଲା। ସେ ହେଲେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ୧୯୩୪ରୁ ୩୯ ମସିହା ପର୍ଯ୍ୟନ୍ତ ଖେଳିଥିବା ଲେସଲି ହିଲଟନ। ଜାମାଇକାରେ ଜନ୍ମିତ ଏହି ପେସର ଅନ୍ତର୍ଜାତୀୟ ସ୍ତରରେ ମାତ୍ର ୬ଟି ଟେଷ୍ଟ ମ୍ୟାଚ୍‌…

ଦଣ୍ଡାଦେଶ ସ୍ବୀକାର କଲେ ମୋର୍ଗାନ

ଅହମ୍ମଦାବାଦ,୧୯।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଧିମା ବୋଲିଂ ପାଇଁ ଇଂଲଣ୍ଡ ଦଳକୁ ଦଣ୍ଡିତ କରାଯାଇଛି। ଜରିମାନା ବାବଦକୁ ଭ୍ରମଣକାରୀ ଦଳର ଖେଳାଳିଙ୍କ ମ୍ୟାଚ୍‌ ଫି’ରୁ ୨୦ ପ୍ରତିଶତ କାଟ୍‌ କରାଯାଇଛି। ନିର୍ଦ୍ଧାରିତ ସମୟରେ…

ଆବଶ୍ୟକତାରୁ ଜନ୍ମ ନିଏ ନୂତନତ୍ୱ – ପ୍ରମାଣ କଲେ ଭଦ୍ରକ ଚାଷୀ

ଭଦ୍ରକ ଅଫିସ, ୧୯।୩ – କଥାରେ ଅଛି ଆବଶ୍ୟକତାରୁ ଜନ୍ମ ନିଏ ନୂଆ ନୂତନତ୍ୱ। ଏହାକୁ ପ୍ରମାଣ କରି ଦେଖାଇନ୍ତି ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଆରସା ଗ୍ରାମର ବିପ୍ଳବ ରଞ୍ଜନ ଦାସ(୩୨)। ବୁଲା ଗୋରୁ ଓ ମାଙ୍କଡ଼ଙ୍କ ଉପଦ୍ରବରୁ…

ଏଥର ବିଶ୍ୱକପ୍‌ ଟିମ୍‌ରେ ସ୍ଥାନ ପକ୍କା! ୬ ଫୁଟ ୨ ଇଞ୍ଚର ଏହି ଭାରତୀୟ ପେସର୍‌ଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ୨୫ ବର୍ଷୀୟ ତଥା ୬ ଫୁଟ ୨ ଇଞ୍ଚ ଉଚ୍ଚତାର ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା। କର୍ନାଟକ ପ୍ରିମିୟର ଲିଗ୍‌ରେ ଦମ୍‌…

କ’ଣ ଏହି ‘ସଫ୍ଟ ସିଗ୍‌ନାଲ’? ଯାହାକୁ ନେଇ ଏବେ କ୍ରିକେଟଜଗତରେ ଦେଖାଦେଇଛି ନୂଆ ବିବାଦ

ନୂଆଦିଲ୍ଲୀ,୧୯।୩: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମୁକାବିଲା ପରଠାରୁ ଚର୍ଚ୍ଚାରେ ‘ସଫ୍ଟ ସିଗ୍‌ନାଲ’। ଏହା କ’ଣ ଏବଂ ଏପରି କ’ଣ ଘଟିଲା ଯେ ପଡ଼ିଆରେ ଅଧିନାୟକ କୋହଲି ରାଗି ଯାଇ କଟୁ ମନ୍ତବ୍ୟ ଦେଇଥିଲେ ସେ ନେଇ ବିତର୍କ ଲାଗିରହିଛି।…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା: ୨ ନୂଆ ମୁହଁଙ୍କୁ ସୁଯୋଗ, ଜାଡେଜା-ଶାମି ଗାଏବ

ନୂଆଦିଲ୍ଲୀ,୧୯।୩: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶୁକ୍ରବାର ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି। ମାର୍ଚ୍ଚ ୨୩ରେ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଦଳରେ ଅନେକ ନୂଆମୁଁହ ଦେଖିବାକୁ ମିଳିଛି।…

ବିବାହ ପରେ ସାମ୍ନାକୁ ଆସିଲା ସ୍ତ୍ରୀଙ୍କ ସହ ବୁମରାଙ୍କର ପ୍ରଥମ ଫଟୋ: ହାତରେ ହାତ ଛନ୍ଦି…

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମରା ଏବଂ ଟିଭି ଆଙ୍କର ସଞ୍ଜନା ଗଣେଶ ଗତ ୧୫ ତାରିଖରେ ବିବାହ କରିଥିଲେ। ଗୋଆର ଏକ ବ୍ୟକ୍ତିଗତ ସମାରୋହରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ବୁମରାଙ୍କ ଜଣେ ବନ୍ଧୁ ଏହି ବିବାହ…

ସୂର୍ଯ୍ୟକୁମାର ନୁହେଁ ବରଂ ଏହି ଖେଳାଳି ହୃଦୟ ଜିତିଲେ ବୋଲି କହିଲେ ସେହଓ୍ବାଗ୍‌, ଏଭଳି କଲେ ପ୍ରଶଂସା

ନୂଆଦିଲ୍ଲୀ,୧୯।୩: ଗୁରୁବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ର ଚତୁର୍ଥ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ତାଙ୍କର ୫୭ରନ୍‌ର ପାଳିକୁ ଅନେକ ପ୍ରଶଂସା କରିବା ସହ ସେ ଭବିଷ୍ୟତରେ ଭାରତ ପାଇଁ ଜଣେ ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍‌ ପାଲଟିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?