ଖେଳ

ବିରାଟଙ୍କ କ୍ଲବରେ ରୋହିତ

ଅହମ୍ମଦାବାଦ,୧୮।୩: ବରିଷ୍ଠ ଭାରତୀୟ ଓପନର ରୋହିତ ଶର୍ମା ଗୁରୁବାର ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଟି୨୦ କ୍ରିକେଟରେ ୯ ହଜାର ରନ୍‌ ପୂରଣ କରିଛନ୍ତି। ଅଧିନାୟକ ବିରାଟ କୋହଲି ପ୍ରଥମ ଭାରତୀୟ ଭାବେ ହାସଲ କରିଥିଲେ ଏହି କୀର୍ତ୍ତିମାନ। ଇଂଲଣ୍ଡ ବିପକ୍ଷ…

ପଦାର୍ପଣରେ ଅର୍ଦ୍ଧଶତକ ସହ ସ୍ବତନ୍ତ୍ର କ୍ଲବରେ ସୂର୍ଯ୍ୟକୁମାର

ଅହମ୍ମଦାବାଦ,୧୮।୩: ଏଠାରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଥିଲା ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଥର ପାଇଁ ବ୍ୟାଟିଂ କରିବାର ସୁଯୋଗ। ଆଉ ଏହାର ପୂରା ଫାଇଦା ଉଠାଇଛନ୍ତି ୩୦ ବର୍ଷୀୟ ବ୍ୟାଟ୍ସମ୍ୟାନ। ପ୍ରଥମ ବଲରେ ଛକା…

ଛକା ସହ ଅନ୍ତର୍ଜାତୀୟ କ୍ରିକେଟରେ ଏଣ୍ଟ୍ରି ମାରିଲେ ସୂର୍ଯ୍ୟକୁମାର

ଅହମ୍ମଦାବାଦ,୧୮।୩: ସୂର୍ଯ୍ୟକୁମାର ଯାଦବ ଫୁଲ ସ୍ବାଗ୍‌ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ରେ ସେ ପଦାର୍ପଣ କରିଥିଲେ। କିନ୍ତୁ ତାଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳି ନ ଥିଲା। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ…

ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମ୍ମଦାବାଦ,୧୮।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବାକୁ ଥିବା ୪ର୍ଥ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି ପୁଣି ଥରେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଭାରତୀୟ ଦଳରେ ଦୁଇଟି…

ଏହି କାରଣରୁ ମୋଦିଙ୍କୁ ଧନ୍ୟବାଦ ଦେଲେ କେକେଆର୍‌ର ଷ୍ଟାର ଅଲରାଉଣ୍ଡର, ପ୍ରଶଂସାରେ କହିଲେ..

ନୂଆଦିଲ୍ଲୀ,୧୮।୩: ଓ୍ବେଷ୍ଟଇଣ୍ଡିଜ୍‌ ଏବଂ କୋଲକାତା ନାଇଟ୍‌ ରାଇଡର୍ସର ଷ୍ଟାର ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜାମାଇକାକୁ କରୋନା ଟିକା ପଠାଇବାକୁ ନେଇ ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ନିଜର ଆଧିକାରୀକ ଟୁଇଟର ଆକାଉଣ୍ଟରେ ଏକ…

କାନ୍‌ପୁରରେ ଜନ୍ମ, ଇଂଲଣ୍ଡ ପାଇଁ ଖେଳିଥିଲେ କ୍ରିକେଟ; ପାକିସ୍ତାନ ହାରିବା ପରେ ହୋଟେଲ୍‌ ରୁମ୍‌ରୁ ମିଳିଥିଲା ଉଲଗ୍ନ ମୃତଦେହ

ନୂଆଦିଲ୍ଲୀ,୧୮।୩: କ୍ରିକେଟ ଇତିହାସରେ ଏଭଳି କିଛି ଘଟଣା ଘଟିଛି ଯାହା ଏବେ ବି ଅନେକଙ୍କୁ ଚକିତ କରେ। ୨୦୦୭ ମସିହା ଆଜିର ଦିନ(ମାର୍ଚ୍ଚ ୧୮)ରେ କ୍ରିକେଟ ବିଶ୍ୱକପ୍‌ ଚାଲିଥିବା ବେଳେ ଘଟିଥିଲା ସେଭଳି ଏକ ଘଟଣା। ପଡ଼ିଆ ବାହାରେ ହୋଇଥିଲେ ହେଁ…

ଫିଲ୍ଡିଂ ସୁପରଷ୍ଟାର: ପଡ଼ିଆର ସବୁଠାରୁ ବିପଜ୍ଜନକ ସ୍ଥାନରେ ହେଉଥିଲେ ଛିଡ଼ା, ଅଡୁଆରେ ପଡ଼ୁଥିଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୮।୩: ବିଶ୍ୱରେ ଏଭଳି ଅନେକ କ୍ରିକେଟର ଅଛନ୍ତି ଯେଉଁମାନେ ନିଜର ବ୍ୟାଟିଂ ନଚେତ ବୋଲିଂ ବ୍ୟତିତ ଫିଲ୍ଡିଂକୁ ନେଇ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଜୋଣ୍ଟି ରୋଡ୍ସ, ହର୍ଷଲ ଗିବ୍ସ, ମହମ୍ମଦ ଆଜାରୁଦ୍ଦିନ ସେଭଳି ଖେଳାଳି ଥିଲେ। ହେଲେ ପଡ଼ିଆରେ ‘ଫରଓ୍ବାଡ୍‌…

ଭାରତୀୟ ଦଳକୁ ଏହି ଖେଳାଳି ଫେରିଲେ ଭିନ୍ନ କାହାଣୀ ରଚାଯିବ: ରଣବୀର ସିଂହ

ନୂଆଦିଲ୍ଲୀ,୧୮।୩: ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ପରାଜିତ ହୋଇଥିଲା ଟିମ୍‌ ଇଣ୍ଡିଆ। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ ୨-୧ ସ୍ଥିତିରେ ପହଞ୍ଚିଛି। ମ୍ୟାଚ୍‌ର ଫଳାଫଳ ଆସିବା ପରେ ବଲିଉଡ୍‌ ସୁପରଷ୍ଟାର ରଣବୀର ସିଂହ ଦ୍ରୁତ…

ଖେଳରେ ପରାଜୟ ପରେ ଫାଶୀ ଦେଇ ଆତ୍ମହତ୍ୟା କଲେ ରିତିକା

ନୂଆଦିଲ୍ଲୀ,୧୮।୩: ଭାରତର ଷ୍ଟାର ମହିଳା କୁସ୍ତି ଯୋଦ୍ଧା ବବିତା ଫୋଗାଟ ଏବଂ ଗୀତା ଫୋଗାଟଙ୍କର ଭଉଣୀ ରତିକା ଫୋଗାଟ ଖେଳରେ ପରାଜୟ ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଭାରତୀୟ ରେସଲିଂ ଜଗତରେ ଶୋକର ଛାୟା ଖେଳି ଯାଇଛି। ରାଜ୍ୟସ୍ତରୀୟ…

ଧୋନୀଙ୍କୁ ବୋଲ୍ଡ କଲେ କଡପାର ‘ବାହୁବଳୀ’

ଚେନ୍ନାଇ,୧୮।୩: ଆଇପିଏଲ ୨୦୨୧ ପାଇଁ ପ୍ରସ୍ତୁତ ହେଉଛନ୍ତି ଚେନ୍ନାଇ ସୁପର୍‌ କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ। ଚେନ୍ନାଇରେ ଏକ ଅଭ୍ୟାସ ଶିବିରରେ ଧୋନୀ ପ୍ରସ୍ତୁତି କରୁଛନ୍ତି। ଏକ ଅଭ୍ୟାସ ମ୍ୟାଚରେ ୨୨ ବର୍ଷୀୟ ଦ୍ରୁତ ବୋଲର ହରିଶଙ୍କର ରେଡ୍ଡୀ ଧୋନୀଙ୍କ ଉଇକେଟ୍‌…

କେବଳ ବୁମ୍‌ରା ନୁହେଁ, ପୂର୍ବରୁ ସ୍ପୋର୍ଟସ ଆଙ୍କରଙ୍କ ପ୍ରେମରେ ଏହିସବୁ କ୍ରିକେଟର୍‌

ଭାରତୀୟ ଦ୍ରୁତ ବୋଲର୍‌ ଯଶପ୍ରୀତ ବୁମ୍‌ରା ନିକଟରେ ସ୍ପୋର୍ଟସ ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ କରିଛନ୍ତି। ଗୋଆରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେବେ କେବଳ ବୁମ୍‌ରା ନୁହେଁ ପୂର୍ବରୁ ମଧ୍ୟ ଅନେକ କ୍ରିକେଟ୍‌ ସ୍ପୋର୍ଟସ ଆଙ୍କରଙ୍କ ପ୍ରେମରେ ପଡିଛନ୍ତି।…

ବିରାଟ ସେନାଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଅହମଦାବାଦ,୧୮।୩: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୧୦ ସିରିଜ ଏବେ ନିର୍ଣ୍ଣାୟକ ମୋଡରେ ଅଛି। ଇଂଲଣ୍ଡ ପ୍ରଥମ ଏବଂ ତୃତୀୟ ମ୍ୟାଚ ଜିତି ସିରିଜ ଜିତିବା ନିକଟତର ହୋଇଛି। ଯଦି ଭାରତ ଚତୁର୍ଥ ମ୍ୟାଚରେ ପରାସ୍ତ ହୁଏ, ତେବେ ଟି-୨୦ ସିରିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?