ଖେଳ

୨୨୫ ରନ୍‌ କଲେ ସିରିଜ୍‌ ଜିତିବ ଇଂଲଣ୍ଡ

ଅହମ୍ମଦାବାଦ,୨୦।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଚାଲିଥିବା ଅନ୍ତିମ ମ୍ୟାଚରେ ଭାରତୀୟ ଦଳ ଜବରଦସ୍ତ ବ୍ୟାଟିଂ କରିଛି। ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ୨ ଉଇକେଟ ହରାଇ ୨୨୪ ରନ୍‌ କରିଛି। ଫଳରେ ଇଂଲଣ୍ଡ ଆଗରେ…

ବିସ୍ଫୋରକ ଆରମ୍ଭ ଦେଲେ ରୋହିତ – କୋହଲି

ଅହମ୍ମଦାବାଦ,୨୦।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଚାଲିଥିବା ଅନ୍ତିମ ଟି୨୦ ମ୍ୟାଚରେ ଭାରତୀୟ ଦଳକୁ ବିସ୍ଫୋରକ ଆରମ୍ଭ ଦେଇଛନ୍ତି ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ରୋହିତ ଶର୍ମା। ପ୍ରଥମ ୬ ଓଭର ତଥା ପାୱାରପ୍ଲେରେ ଏହି ଯୋଡ଼ି…

ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମ୍ମଦାବାଦ,୨୦।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବାକୁ ଥିବା ପଞ୍ଚମ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି ପୁଣି ଥରେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ତେବେ ଭାରତୀୟ ଦଳରେ ଗୋଟିଏ…

ମାତ୍ର କେଇ ଘଣ୍ଟାର ଅପେକ୍ଷା: ଜାଣନ୍ତୁ କେଉଁଠି ଆଉ କେତେବେଳେ ଦେଖିପାରିବେ ଇଂଲଣ୍ଡ-ଭାରତ ନିର୍ଣ୍ଣାୟକ ମୁକାବିଲା

ନୂଆଦିଲ୍ଲୀ,୨୦।୩: ଭାରତ-ଇଂଲଣ୍ଡ ମଧ୍ୟରେ ଶନିବାର ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ ଖେଳାଯିବ। ବର୍ତ୍ତମାନ ଉଭୟ ଦଳ ସମାନ ସ୍ଥିତିରେ ଥିବା ଯୋଗୁ ଏହି ମ୍ୟାଚ୍‌ଟିକୁ ଜିତିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବେ। ଏଣୁ ଦଳରେ କିଛି ପରିବର୍ତ୍ତନ କରାଯିବା ଆଶା କରାଯାଉଛି। କେଉଁଠି ଖେଳାଯିବ:…

ପ୍ରଥମ ଥର ଦିନିକିଆ ଟିମ୍‌ରେ ସୁଯୋଗ ମିଳିବା ପରେ ଏହି ଦୁଇ କ୍ରିକେଟରଙ୍କ ଖୁସି କହିଲେ ନ ସରେ: କହିଲେ…

ନୂଆଦିଲ୍ଲୀ,୨୦।୩: ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ କିଛି ନୂଆ ମୁହଁକୁ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସାମିଲ ହୋଇଥିବାରୁ କ୍ରୁଣାଳ ପାଣ୍ଡ୍ୟା ଏବଂ ପ୍ରସିଦ୍ଧ କ୍ରିଷ୍ଣା,…

ଏଭଳି ଉପଅଧିନାୟକ କେଉଁଠି ମିଳିବେ: ଶାର୍ଦ୍ଦୁଳ କହିଲେ ପଡ଼ିଆରେ କୋହଲି ନୁହନ୍ତି ବରଂ ରୋହିତ…

ଅହମ୍ମଦାବାଦ,୨୦।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ରେ ଉଲ୍ଲେଖନୀୟ ବୋଲିଂ କରି ଭାରତୀୟ ଦଳକୁ ଜିତାଇଥିଲେ ଶାର୍ଦ୍ଦୁଳ ଠାକୁର। ହେଲେ ମ୍ୟାଚ୍‌ରେ ଏଭଳି ଏକ ସମୟ ଥିଲା ଇଂଲଣ୍ଡ ଜିତିବା ଏକ ପ୍ରକାର ନିଶ୍ଚିତ ବୋଲି ଲାଗୁଥିଲା। ସେତେବେଳେ ଭାରତୀୟ ବୋଲର୍‌ମାନଙ୍କ ଉପରେ…

ହୋଟେଲ ରୁମ୍‌ ବାହାରେ ବିରାଟ-ଅନୁଷ୍କାଙ୍କ ନାମ ସହ ଲେଖାହେଲା ଝିଅ ଭାମିକାଙ୍କ ନାମ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବାମା’ମା ହେବା ପରେ ବହୁତ ଖୁସି ଅଛନ୍ତି। ଏହି ଦମ୍ପତି ନିଜ ଝିଅର ନାମ ରଖିଛନ୍ତି ଭାମିକା। ଛୁଟି ପରେ କୋହଲି ପୁଣିଥରେ ଖେଳ ପଡ଼ିଆକୁ…

ସ୍ତ୍ରୀଙ୍କ ସହ ମିଶି ନୃତ୍ୟ କଲେ ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଟର କୃଣାଲ ପାଣ୍ଡ୍ୟା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଯୋଡି ହୋଇଛନ୍ତି। ନିକଟରେ କ୍ରୁଣାଲ ସ୍ତ୍ରୀ ପନଖୁରି ଶର୍ମାଙ୍କ ସହ ନୃତ୍ୟ କରୁଥିବାର ଏକ ଭିଡିଓ ଶେୟାର କରିଛନ୍ତି। ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି।…

ଜାତୀୟ ଏକାଡେମୀ ମହିଳା ହକି: ତାମିଲନାଡୁକୁ ୪୨-୦ରେ ହରାଇଲା ମଧ୍ୟପ୍ରଦେଶ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ସବ୍‌ଜୁନିୟର ବିଭାଗର ଏକ ମ୍ୟାଚରେ ମଧ୍ୟପ୍ରଦେଶ ହକି ଏକାଡେମୀ ଗୋଲ ବର୍ଷା କରି ୪୨-୦ରେ ତାମିଲନାଡୁ ହକି…

ଆଇପିଏଲ୍‌କୁ ଶ୍ରେୟ ଦେଲେ ତେନ୍ଦୁଲକର

ରାୟପୁର, ୨୦ା୩ (ପି.ଟି.)- ଭାରତର ବେଞ୍ଚ ଷ୍ଟ୍ରେନ୍ଥ୍‌ ବୃଦ୍ଧିରେ ସହାୟତା ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ଶ୍ରେୟ ଦେଇଛନ୍ତି ବ୍ୟାଟିଂ ଆଇକନ ସଚିନ ତେନ୍ଦୁଲକର। ଏହି ବ୍ୟୟବହୁଳ କ୍ରିକେଟ ଲିଗ୍‌ରେ ବିଶ୍ୱର ଷ୍ଟାର ଖେଳାଳିଙ୍କ ସହ ବାରମ୍ବାର ଖେଳିବା ଦ୍ୱାରା…

କ୍ୱାର୍ଟର ଫାଇନାଲରେ ହାରିିଗଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌, ୨୦ା୩ (ପି.ଟି.)- ଭାରତ ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ଚାମ୍ପିୟନଶିପ୍‌ କ୍ୱାର୍ଟରଫାଇନାଲରୁ ବିଦାୟ ନେଇଛନ୍ତି। ଶୁକ୍ରବାର ସେ ନେଦରଲାଣ୍ଡ୍ସର ମାର୍କ କାଲ୍‌ଜୋଙ୍କଠାରୁ ୧୭-୨୧, ୨୧-୧୬, ୧୭-୨୧ରେ ହାରିଯାଇଛନ୍ତି। ଫଳରେ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବିଭାଗରେ ଭାରତର ଚ୍ୟାଲେଞ୍ଜ ଶେଷ…

ଡିସ୍‌କସ୍‌ ଥ୍ରୋରେ କମଲପ୍ରୀତ୍‌ଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ପଟିଆଲା,୨୦ା୩ (ପି.ଟି.)-ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଡିସ୍‌କସ୍‌ ଥ୍ରୋରେ କମଲପ୍ରୀତ୍‌ କୌର (୬୫.୦୬ ମିଟର) ଜାତୀୟ ରେକର୍ଡ ପ୍ରତିଷ୍ଠା ସହ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ପୂର୍ବ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ୪ ମିଟର ଆଗେଇ ପାରିଛନ୍ତି। ଚାମ୍ପିୟନଶିପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?