ଖେଳ

ଆହତ ହୋଇଛନ୍ତି କି କୋହଲି? ରୋହିତ ଅଧିନାୟକ ଦାୟିତ୍ୱ ସମ୍ଭାଳିବା ନେଇ ପ୍ରଶ୍ନରେ…

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିଛି ଭାରତ। ଗୁରୁବାର ସିରିଜର ଚତୁର୍ଥ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏହା ଏକାଧିକ ଘଟଣାକ୍ରମକୁ ନେଇ ଚର୍ଚ୍ଚାରେ ରହିଛି। ସେଥିରୁ ଗୋଟିଏ ଥିଲା ମ୍ୟାଚ୍‌ ଚାଲିଥିବା ସମୟରେ ଅଧିନାୟକ ବିରାଟ କୋହଲିଙ୍କ…

ମ୍ୟାଚ୍‌ ପରେ ‘ସଫ୍ଟ ସିଗ୍‌ନାଲ୍‌’କୁ ନେଇ ରାଗିଯାଇ ଏଭଳି କହିଲେ କୋହଲି

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ତୃତୀୟ ଅମ୍ପାୟାରଙ୍କ ଏକାଧିକ ଭୁଲ ନିଷ୍ପତ୍ତି ଅନେକଙ୍କୁ ଚକିତ କରିଥିଲା। ବିଶେଷକରି ଭଲ ଖେଳୁଥିବା ସୂର୍ଯ୍ୟକୁମାର ଯାଦବଙ୍କ ଉଇକେଟ ଯିବା ଅନେକଙ୍କୁ ନିରାଶ କରିଥିଲା। ଟେଲିଭିଜନ ରିପ୍ଲେରେ ପ୍ରମାଣ ନ ମିଳିବା ପରେ…

ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ବଡ଼ ଉପହାର

ନୂଆଦିଲ୍ଲୀ,୧୯।୩: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଶୁକ୍ରାବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ବିସିସିଆଇ ଟୁଇଟ୍‌ ଯୋଗେ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଡେବ୍ୟୁ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟକୁମାର…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଏହି ବିଦେଶୀ କ୍ରିକେଟର୍‌

ଜାମାଇକା,୧୯।୩: ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ଭିଭିଆନ ରିଚାର୍ଡସ, କ୍ରିସ ଗେଲଙ୍କ ସମେତ ପୂର୍ବତନ କ୍ରିକେଟରମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଭାରତ ସରକାର କାରିବିଆନ ଦେଶକୁ କରୋନା ଟିକା ପ୍ରଦାନ କରିଥିବାରୁ ମୋଦିକୁ ଧନ୍ୟବାଦ ଜଣାଇଛନ୍ତି। କରୋନା…

ଇତିହାସ ରଚିଲେ ରୋହିତ ଶର୍ମା: ପ୍ରଥମ ବଲ୍‌ ଖେଳି କଲେ ଏମିତି କାରନାମା

ଅହମଦାବାଦ,୧୯।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆର ଆରମ୍ଭ ଅତ୍ୟନ୍ତ ବିସ୍ଫୋରକ ଥିଲା। ରୋହିତ ଶର୍ମା ମ୍ୟାଚର ପ୍ରଥମ ବଲରୁ ଛକା ମାରି ଦଳର ଖାତା ଖୋଲିଥିଲେ। ଇଂଲଣ୍ଡ ପକ୍ଷରୁ ପ୍ରଥମ ଓଭର୍‌ ଆଦିଲ ରସିଦ…

ରୋହିତ ଶର୍ମାଙ୍କ ଭବିଷ୍ୟବାଣୀ ହେଲା ସତ: ୧୦ ବର୍ଷ ପୂର୍ବେ କହିଥିଲେ ଏମିତି କଥା

ଅହମଦାବାଦ,୧୯।୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଡେବ୍ୟୁ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚରେ ବ୍ୟାଟିଂ କରି ସୂର୍ଯ୍ୟକୁମାର ୩୧ ବଲରେ ୫୭ ରନ କରିଛନ୍ତି। ସୂର୍ଯ୍ୟକୁମାରଙ୍କ…

ଲକ୍ଷ୍ୟ କ୍ୱାର୍ଟରରେ, ସିନ୍ଧୁ ବି ଜିତିଲେ

ବର୍ମିଂହାମ୍‌, ୧୯ା୩ (ପି.ଟି.)-ଲକ୍ଷ୍ୟ ସେନ୍‌ ଭାରତର ସର୍ବକନିଷ୍ଠ ପୁରୁଷ ଖେଳାଳି ହିସାବରେ ସମ୍ମାନଜନକ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ ରୌପ୍ୟ ବିଜୟିନୀ ପି.ଭି. ସିନ୍ଧୁ ମଧ୍ୟ ଏହି ସୁପର ୧୦୦୦ ଟୁର୍ନାମେଣ୍ଟରେ ସହଜ ବିଜୟ…

ଜାତୀୟ ଜୁନିୟର ଏକାଡେମୀ ମହିଳା ହକି: ଏନ୍‌ଟିଏଚ୍‌ର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ସବ୍‌ଜୁନିୟର ବିଭାଗରେ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଏନଟିଏଚ୍‌) ବିଜୟୀ ହୋଇଛି। ଗୁରୁବାର ଓଡ଼ିଶା ଦଳ ୮-୦…

ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟ୍‌ବଲ: ରେଲଓ୍ବେ, ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)-ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ)ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଇଷ୍ଟକୋଷ୍ଟ ରେଲଓ୍ବେ ଓ ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ ହୋଇଛି। କ୍ୟାପିଟାଲ ହାଇସ୍କୁଲ…

ବୋସଫୋରସ୍‌ ବକ୍ସିଂ: ବିପର୍ଯ୍ୟୟ ଘଟାଇଲେ ଜରିନ୍‌

ନୂଆଦିଲ୍ଳୀ,୧୯।୩(ପି.ଟି.): ତୁର୍କୀର ଇସ୍ତାନବୁଲ୍‌ଠାରେ ଚାଲିଥିବା ବୋସଫୋରସ୍‌ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ବକ୍ସର ନିଖାତ ଜରିନ୍‌ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ମହିଳା ୫୧ କେ.ଜି. ବର୍ଗ ଇଭେଣ୍ଟରେ ସେ ବିଶ୍ୱ ଚାମ୍ପିୟନ ପଲ୍ଟସେଭା ଏକାଟରିନାଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ…

ଧାରା ଭାଙ୍ଗିଲା ଭାରତ

ଅହମ୍ମଦାବାଦ,୧୮।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯାଇଥିବା ୪ର୍ଥ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡକୁ ୮ ରନ୍‌ରେ ହରାଇ ଦେଇଛି ଭାରତ। ଏଥି ଯୋଗୁ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଏବେ ୨-୨ର ବରାବର ସ୍ଥିତିରେ ପହଞ୍ଚିଛି। ସିରିଜ୍‌ର ଅନ୍ତିମ ତଥା ଫାଇନାଲ…

୧୮୬ ରନ୍‌ କଲେ ସିରିଜ୍‌ ଜିତିବ ଇଂଲଣ୍ଡ

ଅହମ୍ମଦାବାଦ,୧୮।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବାକୁ ଥିବା ୪ର୍ଥ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ଆଗରେ ୧୮୬ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ଭାରତୀୟ ଦଳ। ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?