ଖେଳ

ଶୁବମନଙ୍କୁ ମୁଣ୍ଡରେ ବସାନ୍ତୁ ନାହିଁ, କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ତାଙ୍କର ପ୍ରଥମ ଟେଷ୍ଟ ସିରିଜରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ମେଲବୋର୍ନ ଟେଷ୍ଟରେ ଡେବ୍ୟୁ କରିବା ସମୟରେ ଗିଲ ସୁପର ଇନିଂସ ଖେଳିଥିଲେ। ସମସ୍ତେ ଗିଲଙ୍କ କୌଶଳକୁ ପ୍ରଶଂସା କରିଥିଲେ।…

ପ୍ରତ୍ୟେକ ସିରିଜ୍‌ ପରେ କିଟ୍‌ ବ୍ୟାଗ୍‌ ଦାନ ଦିଅନ୍ତି ଏହି ଖେଳାଳି, ଜାଣନ୍ତୁ କାହିଁକି

ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଷ୍ଟ୍ରେଲିଆ ଗସ୍ତରେ ପ୍ରମାଣ କରି ଦେଖାଇଛନ୍ତି ଯେ କିଛି ମ୍ୟାଚ ବିଫଳ ହେତୁ ଜଣେ ଖେଳାଳିଙ୍କ କ୍ୟାରିୟର ଶେଷ ହୁଏ ନାହିଁ। ଗତ ବର୍ଷ ପନ୍ତଙ୍କ ପାଇଁ ବିଶେଷ ଭଲ ନ ଥିଲା। କିନ୍ତୁ…

ଏହି ଖେଳାଳିଙ୍କ ଭଉଣୀ ହେଉଛନ୍ତି ସୋସିଆଲ ମିଡିଆର କୁଇନ୍‌

ଅଷ୍ଟ୍ରେଲିଆ ଗ୍ରାଉଣ୍ଡରେ ବ୍ୟାଟିଂକରି କଙ୍ଗାରୁଙ୍କୁ ଧୂଳି ଚଟାଇବା ପରେ ଭାରତୀୟ ଖେଳାଳିମାନେ ଏବେ ଚର୍ଚ୍ଚାରେ ରହିଛନ୍ତି। ରିଷଭ ପନ୍ତ ଭାରତୀୟ କ୍ରିକେଟର ଉଦୀୟମାନ ତାରକାଙ୍କ ମଧ୍ୟରୁ ଅନ୍ୟତମ। ଏହି ୨୨ ବର୍ଷୀୟ ଖେଳାଳିଙ୍କର ସବୁଆଡେ ପ୍ରଶଂସା ହେଉଛି। ଆଇପିଏଲ୍‌ଠାରୁ ଆରମ୍ଭ କରି…

ଏହି କ୍ରିକେଟର୍‌ଙ୍କ ପାଇଁ ପ୍ରାର୍ଥନା କରୁଥିଲେ ଠାକୁର

ନୂଆଦିଲ୍ଲୀ,୨୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସିରିଜ୍‌ ଜିତିବାରେ ଶାର୍ଦ୍ଦୁଲ ଠାକୁରଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। ଗାବା ଟେଷ୍ଟର ପ୍ରଥମ ଇନିଂସରେ ୬୭ ସ୍କୋର କରି ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିବା ଶାର୍ଦ୍ଦୁଲ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ହୃଦୟରୁ ପ୍ରାର୍ଥନା କରୁଥିଲି…

ପରଲୋକରେ ମହାନ ଫୁଟ୍‌ବଲ୍‌ ଖେଳାଳି

ନୂଆଦିଲ୍ଲୀ,୨୭।୧: ଭାରତୀୟ ଫୁଟବଲ ଦଳର ପୂର୍ବତନ ଗୋଲକିପର ପ୍ରଶାନ୍ତ ଦୋରାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା। ତାଙ୍କ ସ୍ତ୍ରୀ ଏବଂ ୧୨ ବର୍ଷର ପୁଅ ଅଛନ୍ତି। ପ୍ରଶାନ୍ତ ସମ୍ମାନଜନକ ଫୁଟବଲ କ୍ଲବ ମୋହନ ବାଗାନ ପାଇଁ…

ରୋହିତ ଶର୍ମାଙ୍କୁ ର଼୍ୟାଗିଂ କରିଥିଲେ ଏହି ପ୍ରସିଦ୍ଧ ଖେଳାଳି

ଭାରତୀୟ କ୍ରିକେଟ୍‌ ଦଳର ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଭାରତୀୟ ଦଳରେ ପ୍ରଥମେ ଯୋଗ ଦେବାବେଳେ ର଼୍ୟାଗିଂର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ର଼୍ୟାଗିଂ କରିଥିଲେ ଅଲରାଉଣ୍ଡର ଯୁବରାଜ ସିଂ। ରୋହିତଙ୍କୁ ସେ ଦଳ ଯାଉଥିବା ବସ୍‌ର ସିଟ୍‌ରୁ ଉଠାଇ ଦେଇଥିଲେ। ଏହାସହ ସେ…

ସାଧାରଣତନ୍ତ୍ର ଦିବସରେ ଭାରତର ପ୍ରଥମ ବିଜୟ, କୋହଲିଙ୍କ ଯୋଗୁ ମିଳିଥିଲା ଐତିହାସିକ ଉପଲବ୍ଧି

ନୂଆଦିଲ୍ଲୀ,୨୬।୧: ଭାରତ ପାଇଁ ୨୬ ଜାନୁୟାରୀ ଏକ ଐତିହାସିକ ଦିନ। ଏହି ଦିନ ମଇଦାନରେ ମିଳିଥିବା ସଫଳତା ବେଶ ଗୁରୁତ୍ୱ ରଖିଥାଏ। ସେଭଳି ଗୋଟିଏ ହେଉଛି କ୍ରିକେଟ୍‌ ମ୍ୟାଚ୍‌। ସାଧାରଣତନ୍ତ୍ର ଦିବସରେ କେବେ ଭାରତ ପ୍ରଥମ ଥର ପାଇଁ କେବେ ଜିତିଥିଲା…

ସ୍ପିନ୍‌ ନ କରିବି ବିପକ୍ଷ ଟିମ୍‌କୁ ଅଡୁଆରେ ପକାଉଥିଲେ ଏହି ଭାରତୀୟ ଅଫ୍‌ ସ୍ପିନର! ଆଜି ପାଳୁଛନ୍ତି ଜନ୍ମଦିନ

ନୂଆଦିଲ୍ଲୀ,୨୬।୧: ଜାନୁୟାରୀ ୨୬ରେ ଜନ୍ମ ନେବାକୁ ଭାରତୀୟମାନେ ସୌଭାଗ୍ୟ ବୋଲି ମନେ କରନ୍ତି। ଭାରତୀୟ କ୍ରିକେଟରେ ଏଭଳି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଏହି ସ୍ବତନ୍ତ୍ର ଦିନରେ ଜନ୍ମଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଶିବଲାଲ ଯାଦବ ଜଣେ। ସେ ଏଭଳି ଜଣେ…

ଘରେ ସମାନ ବୟସର ଝିଅ ଥିବା ସତ୍ତ୍ୱେ ଏହି କ୍ରିକେଟରଙ୍କୁ ରହିବାକୁ ଦେଇଥିଲେ କୋଚ୍‌: ଏପରି ବଦଳିଗଲା ଭାଗ୍ୟ

ମୁମ୍ବାଇ,୨୬।୧: ଅଷ୍ଟ୍ରେଲିଆ ଗସ୍ତ ପରେ ମୁମ୍ବାଇ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର କ୍ରିକେଟ ପ୍ରଶଂସକଙ୍କ ପାଇଁ ପରିଚିତ ନାମ ପାଲଟିଛନ୍ତି। ଗାବା ଟେଷ୍ଟରେ ନିଜର ଅଲ୍‌ରାଉଣ୍ଡ ପ୍ରଦର୍ଶନକୁ ନେଇ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏହାପରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ…

କୋହଲିଙ୍କ ବ୍ୟତୀତ ସଚିନଙ୍କ ରେକର୍ଡ ଭାଙ୍ଗିପାରିବେ ଏହି ଖେଳାଳି

ଲଣ୍ଡନ,୨୬ା୧- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ଦକ୍ଷତା ଇଂଲଣ୍ଡର ଷ୍ଟାର ଖେଳାଳି ଜୋ ରୁଟ୍‌ଙ୍କ ନିକଟରେ ରହିଛି। ଏଭଳି କହି ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ରୁଟ୍‌ଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପ୍ରାକ୍ତନ ଖେଳାଳି ଜିଓଫ୍ରେ ବୟକଟ।…

ସାଧାରଣତନ୍ତ୍ର ଦିବସରେ ଏମିତି ଟୁଇଟ୍‌ କରି ହୃଦୟ ଜିତିଲେ ସେହ୍ବାଗ

ନୂଆଦିଲ୍ଲୀ,୨୬।୧: ସାରା ଦେଶରେ ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ ଖେଳ, ବଲିଉଡ୍‌ ସେଲିବ୍ରିଟିମାନେ ଦେଶବାବସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ସାମିଲ ହୋଇଛନ୍ତି ଭାରତୀୟ ଦଳର ପୂର୍ବତନ ବିସ୍ପୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ। ସେ ସାଧାରଣତନ୍ତର…

ପୂଜାରାଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଅଶ୍ୱିନ୍‌: ଏମିତି କରିଦେଲେ ଫାଳେ ନିଶ କାଟିଦେବି

ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ୍‌ ନିଜ ସାଥୀ ଖେଳାଳି ଚେତେଶ୍ୱର ପୂଜାରାଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି। ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଯଦି ପୂଜାରା ତାଙ୍କର ଚ୍ୟାଲେଞ୍ଜ ପୂରଣ କରିଦେଲେ ତେବେ ମୁଁ ଫାଳେ ନିଶ କାଟିଦେବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri