ଖେଳ

ଭାଙ୍ଗିଲା ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆର ରେକର୍ଡ

ମେଲବୋର୍ନ,୪ା୪- ଦିନିକିଆ କ୍ରିକେଟରେ ଦୀର୍ଘ ଦିନ ହେଲା ତିଷ୍ଠି ରହିଥିବା ରେକର୍ଡ ଭଙ୍ଗ ହୋଇଛି। ମହାନ ଅଧିନାୟକ ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ୨୦୦୩ରେ ଦିନିକିଆ କ୍ରିକେଟରେ ଲଗାତାର ୨୧ଟି ମ୍ୟାଚ୍‌ ଜିତି ପ୍ରତିଷ୍ଠା କରିଥିବା ରେକର୍ଡକୁ ଶନିବାର ଭାଙ୍ଗି…

କେକେଆର ଦଳରେ ନୂଆ ଖେଳାଳି

ନୂଆଦିଲ୍ଲୀ,୪ା୪- ଆଇପିଏଲର ଦୁଇ ଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଗୁରକୀରତ ସିଂ ମନ୍ନଙ୍କ ସହ ଚୁକ୍ତି କରିଛିି। ରିଙ୍କୁ ସିଂଙ୍କ ସ୍ଥାନରେ ମନ୍ନଙ୍କୁ ଦଳରେ ସାମିଲ କରିଛି କେକେଆର। ଆଣ୍ଠୁ ଜନିତ ସମସ୍ୟା ଯୋଗୁ ଉତ୍ତର ପ୍ରଦେଶ ଖେଳାଳି…

ବିନା ଅସୁବିଧାରେ ଖେଳାଯିବ ଆଇପିଏଲ

ନୂଆଦିଲ୍ଲୀ,୪ା୪- ଆଇପିଏଲ ଖେଳାଯିବାକୁ ଥିବା ବିଭିନ୍ନ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ସତ୍ତ୍ୱେ ବିନା କୌଣସି ଅସୁବିଧାରେ ଆଇପିଏଲ ଖେଳାଯିବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା। କରୋନାକୁ ଦୃଷ୍ଟିରେ ରଖି ବିସିସିଆଇ…

ଆଇପିଏଲ୍‌ ପୂର୍ବରୁ ବଡ଼ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ,୪।୪: ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଆଇପିଏଲ ୨୦୨୧ର ଆୟୋଜନ ଉପରେ ପ୍ରଶ୍ନ ଉଠିଛି । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ରବିବାର ଏକ ବଡ ଘୋଷଣା କରିଛି। ବୋର୍ଡ ଅନୁଯାୟୀ କ୍ରୀଡ଼ା ମନ୍ତ୍ରଣାଳୟ…

ମା’ ଶ୍ରମିକ, ପୁଅ ଏବେ କ୍ରିକେଟରେ କରୁଛନ୍ତି ରାଜ୍‌

ଆଇପିଏଲ ୨୦୨୦ରେ ନିଜର ୟକର୍‌ ବଲରେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡବିନ୍ଧା ସାଜିଥିବା ପେସର୍‌ ଟି.ନଟରାଜନ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ନଟରାଜନ ଆଇପିଏଲରେ ଜବରଦସ୍ତ ବୋଲିଂ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ…

ପନ୍ତଙ୍କୁ ନେଇ ଏଭଳି କହିଲେ ଗାଙ୍ଗୁଲି; ବିସିସିଆଇ ଅଧ୍ୟକ୍ଷ ଭାବେ କହିବା ଠିକ୍‌ ନୁହେଁ ତଥାପି…

ନୂଆଦିଲ୍ଲୀ,୪।୪: ଭାରତୀୟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ପ୍ରଶଂସାରେ ଶତମୁଖ ବିିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ପନ୍ତ ଜଣେ ମ୍ୟାଚ୍‌ ବିଜେତା ଖେଳାଳି ବୋଲି ସେ କହିଛନ୍ତି। ଏକ ଆଲୋଚନାରେ ଭାଗ ନେଇ ଗାଙ୍ଗୁଲି କହିଛନ୍ତି, ଦେଶରେ ଏବେ ବେଶ…

ଆଇପିଏଲ୍‌ ଇତିହାସରେ କୋହଲି ‘ରନ୍‌ ମେଶିନ’; ଏହି ୪ ଖେଳାଳି ତାଙ୍କୁ ଦେଉଛନ୍ତି ଟକ୍କର

ନୂଆଦିଲ୍ଲୀ,୪।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ସିଜନ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଚଳିତ ସଂସ୍କରଣ ଭାରତରେ ଖେଳାଯାଉଥିବାରୁ ପ୍ରଶଂସକ ଏବଂ ଖେଳାଳିମାନଙ୍କ ମଧ୍ୟରେ…

ଚିନ୍ତାରେ ଆର୍‌ସିବି; ଏହି ଷ୍ଟାର କ୍ରିକେଟରଙ୍କୁ ହେଲା କରୋନା, ଖେଳିବାକୁ ନେଇ…

ନୂଆଦିଲ୍ଲୀ,୪।୪: ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ପ୍ରଥମ ମ୍ୟାଚ୍‌ରେ ଆର୍‌ସିବି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହାପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ବ୍ୟାଟ୍ସମ୍ୟାନ୍‌ ଦେବଦତ୍ତ ପାଡିକ୍କଲ କରୋନା ସଂକ୍ରମିତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ୨୦ ବର୍ଷୀୟ…

ଜୀବନରେ ପ୍ରଥମ ଥର ପାଇଁ ନେଲେ ଏଭଳି ପଦକ୍ଷେପ, ସ୍ତ୍ରୀ ଅନୁଷ୍କାଙ୍କୁ କହିଲେ ‘ଥ୍ୟାଙ୍କ ୟୁ’

ନୂଆଦିଲ୍ଲୀ,୪।୪: ଓ୍ବାଲର୍‌ଡ ଷ୍ଟ୍ରେ ଆନିମଲ୍ସ ଡେ’ ଅବସରରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ପ୍ରଶଂସନୀୟ କାମ କରିଛନ୍ତି। ପ୍ରଥମଥର ପାଇଁ ପଶୁମାନଙ୍କ କଲ୍ୟାଣ ଦିଗରେ ପଦକ୍ଷେପ ନେଇଛି କୋହଲିଙ୍କ ଫାଉଣ୍ଡେଶନ। ଭିଭାଲଡିସର ମିଳିତ ଆନୁକୂଲ୍ୟରେ ତାଙ୍କ ଫାଉଣ୍ଡେଶନ କାମ କରିବ।…

ଆଇପିଏଲ୍‌: ଟାଇଟଲ ଲକ୍ଷ୍ୟରେ ବାଙ୍ଗାଲୋର

ନୂଆଦିଲ୍ଲୀ,୪।୪(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଣ୍ଡର ଆଚିଭର ବିବେଚିତ ହେଉଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳ ଏଥର କିନ୍ତୁ ଅଲଗା କରି ଦେଖାଇବା ଲକ୍ଷ୍ୟରେ ରହିଛି। ନିଜର ଦକ୍ଷତା ଓ କ୍ଷମତା ଅନୁରୂପ…

କୋଭିଡ୍‌ ଆଶଙ୍କା: ହାଇଦ୍ରାବାଦ, ଇନ୍ଦୋର ବିକଳ୍ପ ଭେନ୍ୟୁ

ମୁମ୍ବାଇ, ୪ା୪ (ପି.ଟି.): ସହରରେ କରୋନା ସଂକ୍ରମଣ ବଢ଼ି ଚାଲିଥିଲେ ସୁଦ୍ଧା ମୁମ୍ବାଇରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ ଆୟୋଜନ କରିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଶାବାଦୀ। ମୁମ୍ବାଇରେ ଏପ୍ରିଲ ୧୦ରୁ ୨୫ ମଧ୍ୟରେ ୧୦…

ମୁମ୍ବାଇରେ ପହଞ୍ଚିଲେ ସ୍ମିଥ୍‌: କ୍ୱାରାଣ୍ଟାଇନ୍‌ରେ ରହି ଦିଲ୍ଲୀ ଦଳରେ ଯୋଗଦେବେ

ମୁମ୍ବାଇ,୪।୪(ପି.ଟି.): ଅଷ୍ଟ୍ରେଲୀୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଯୋଗ ଦେବାକୁ ଶନିବାର ମୁମ୍ବାଇରେ ଆସି ପହଞ୍ଚିଛନ୍ତି। ଏବେ ସେ ବାଧ୍ୟତାମୂଳକ ୭ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହିବେ। ଏ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଟୁଇଟ୍‌ କରି ସୂଚନା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?