ଖେଳ

ଇଂଲଣ୍ଡ ବିପକ୍ଷ ସିରିଜ: ଶାର୍ଦ୍ଦୁଳ, ସୁନ୍ଦର, ସୂର୍ଯ୍ୟକୁମାର, କିଷନ ନୂଆ ଆବିଷ୍କାର

ନୂଆଦିଲ୍ଲୀ,୩୧।୩(ପି.ଟି.): ଭାରତୀୟ କ୍ରିକେଟ ଏବେ ଭଲ ସ୍ଥିତି ଦେଇ ଗତିକରୁଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି କ୍ୱାଲିଟି ଦଳ ବିପକ୍ଷରେ ଭାରତ ଗତ କେତେମାସ ମଧ୍ୟରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛି। ବିଶ୍ୱ ଚାମ୍ପିୟନ ଇଂଲଣ୍ଡକୁ ଭାରତ ଘରୋଇ ପରିବେଶରେ ଟେଷ୍ଟ, ଟି୨୦…

ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଲାଗିଲା ଝଟ୍‌କା: ବାଦ୍‌ ପଡ଼ିଲେ ଏହିସବୁ ଖେଳାଳି

ନୂଆଦିଲ୍ଲୀ,୩୧।୩: ପୁଣି ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ବିସିସିଆଇ ୧୪ତମ ଆଇପିଏଲ ଆୟୋଜନ କରୁଛି । ଏହି ଟୁର୍ନାମେଣ୍ଟ ଏପ୍ରିଲ ୯ରୁ ମେ ୩୦ ପର୍ଯ୍ୟନ୍ତ ଖେଳାଯିବ। ସମସ୍ତ ମ୍ୟାଚ ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ପନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ, ୩୦।୩ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ନେବେ ରିଷଭ ପନ୍ତ। ୨୧ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ନିୟମିତ ଅଧିନାୟକ ଶ୍ରେୟାସ ଆୟାରଙ୍କ ଅନୁସ୍ଥିତିରେ ଏହି ଗୁରୁ ଦାୟିତ୍ୱ ସମ୍ଭାଳିବେ। ନିକଟରେ…

ଫାଙ୍କା ନାହିଁ ଅଧିନାୟକ ପଦ : ଅଷ୍ଟ୍ରେଲିଆ କୋଚ୍‌

ମେଲବୋର୍ନ, ୩୦।୩ : ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ସ୍ମିଥ ପୁଣି ଥରେ ଜାତୀୟ ଦଳର ନେତୃତ୍ୱ ନେବା ପାଇଁ ଇଚ୍ଛା ପ୍ରକାଶ କରିବାର କିଛି ଘଣ୍ଟା ପରେ ପତିକ୍ରିୟା ରଖିଛନ୍ତି ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର। ଆମ ପାଖରେ ଟିମ୍‌…

ଚଳିତ ଆଇପିଏଲରେ ରହିବ ନାହିଁ ସଫ୍ଟ ସିଗନାଲ ନିୟମ

ମୁମ୍ବାଇ, ୩୦।୩ : କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ୨୦୨୧ ଆଇପିଏଲରେ ଲାଗୁ କରିବାକୁ ଯାଉଛି କିଛି ନୂଆ ନିୟମ। ନୂଆ ନିୟମ ସମ୍ପର୍କରେ ସମସ୍ତ ଫ୍ରାଞ୍ଚାଇଜକୁ ଅବଗତ କରାଇ ଦିଆଯାଇଛି। ଆଇପିଏଲରୁ ସଫ୍ଟ ସିଗନାଲ ନିୟମକୁ ବାଦ୍‌…

ନଟରାଜନଙ୍କ ପ୍ରଶଂସକ ପାଲଟିଲେ ଇଂଲଣ୍ଡର ଏହି ଯୁବ ଅଲରାଉଣ୍ଡର: କହିଲେ…

ନୂଆଦିଲ୍ଲୀ,୩୦।୩: ଭାରତ ବିପକ୍ଷ ନିର୍ଣ୍ଣାୟକ ଦିନିକିଆରେ ଇଂଲଣ୍ଡର ଯୁବ ଅଲରାଉଣ୍ଡର ସାମ କୁରାନ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲେ। ଦଳ ପକ୍ଷରୁ ୮ମ ଖେଳାଳି ଭାବେ ସେ ପଡ଼ିଆକୁ ଓହ୍ଲାଇଥିଲେ। ନିଜର ପାଳିରେ ସେ ୮୩ ବଲ୍‌ରେ ୯ ଚୌକା ଏବଂ ୩…

ପାକିସ୍ତାନର ପୂର୍ବ ଅଧିନାୟକଙ୍କ ଭବିଷ୍ୟବାଣୀ: ଧୋନୀ-ଗିଲଖ୍ରୀଷ୍ଟଙ୍କୁ ପଛରେ ପକାଇଦେବେ ଭାରତର ଏହି ଖେଳାଳି

ନୂଆଦିଲ୍ଲୀ,୩୦।୩: ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ନିଜକୁ ପ୍ରମାଣିତ କରିବା ପରେ ଇଂଲଣ୍ଡ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ଦଳକୁ ଆବଶ୍ୟକତା ଥିବା ବେଳେ ସ୍ବତନ୍ତ୍ର ବ୍ୟାଟିଂ ଶୈଳୀକୁ ନେଇ ଦେଶ ତଥା ବିଦେଶର…

ଶାସ୍ତ୍ରୀଙ୍କ ଯୋଗୁ ମନୋମାଳିନ୍ୟରେ ପୂର୍ଣ୍ଣଚ୍ଛେଦ: ଭାରତୀୟ ଟିମ୍‌ରେ ଗଢ଼ି ଉଠିଛି ନୂଆ ବନ୍ଧୁତା, ହେଉଛି ଏଭଳି…

ନୂଆଦିଲ୍ଲୀ,୩୦।୩: ବିଗତ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ସମ୍ପର୍କ ଖଟା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିଲା। ଏକାଧିକ ଘଟଣାରେ ଉଭୟ ପରସ୍ପରର ବିଚାରକୁ ବିରୋଧ କରୁଥିଲେ। ହେଲେ ଏବେ ପରିସ୍ଥିତି ଓଲଟା।…

ପୁଣି ଥରେ ଅଷ୍ଟ୍ରେଲିଆ ଅଧିନାୟକ ହେବାକୁ ଚାହେଁ: ସ୍ମିଥ୍‌

ନୂଆଦିଲ୍ଲୀ,୩୦।୩: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଏବଂ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌ ପୁଣିଥରେ ଦଳର ନେତୃତ୍ୱ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଦଳ ପାଇଁ ସେ ଶ୍ରେଷ୍ଠ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ଭାବିଲେ ସେ ଖୁସି ହେବେ। ଏପରିକି ଦାୟିତ୍ୱ ନେବାକୁ…

ଆଇପିଏଲ୍‌ ପୂର୍ବରୁ ଗାଭାସ୍କରଙ୍କ ବଡ଼ ବୟାନ: କହିଲେ ଆସନ୍ତା ସଂସ୍କରଣରେ ଏହି ଦଳକୁ ହରାଇବା ମୁସ୍କିଲ

ନୂଆଦିଲ୍ଲୀ,୩୦।୩: ଇଂଲଣ୍ଡ ବିପକ୍ଷ ସିରିଜ ଶେଷ ହେବା ପରେ ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ପାଇଁ ଅଣ୍ଟା ଭିଡିଛନ୍ତି ଭାରତୀୟ ଖେଳାଳି। ସମସ୍ତ ଫ୍ରାଞ୍ଚାଇଜ୍‌ ଟୁର୍ନାମେଣ୍ଟ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଆଇପିଏଲ୍‌କୁ ନେଇ ପୂର୍ବ ଅଭିଜ୍ଞ…

ଏହି ମହିଳା କ୍ରିକେଟର ହେଲେ କରୋନା ପଜିଟିଭ

ଭାରତୀୟ ମହିଳା ଟି-୨୦ ଦଳର ଅଧିନାୟିକା ହରମନପ୍ରୀତ କୌର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୨ ବର୍ଷୀୟା ଏହି ତାରକା ଅଲରାଉଣ୍ଡର ଏବେ ଘରେ ନିଜକୁ ଅଲଗାକରି କ୍ୱାରାଣ୍ଟାଇନରେ ରହୁଛନ୍ତି। ସାମାନ୍ୟ ଜ୍ୱର ହେବାରୁ ସେ ନିଜର କରୋନା ପରୀକ୍ଷା କରାଇଥିଲେ,…

ଋଣ କରି ଖେଳାଳିଙ୍କୁ ଟଙ୍କା ଦେଲା କ୍ରିକେଟ୍‌ ବୋର୍ଡ

ଆଣ୍ଟିଗୁଆ,୩୦।୩: ମହାମାରୀ କରୋନା ସମୟରେ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଆର୍ଥିକ ଅବସ୍ଥାକୁ ଖରାପ କରିନେଇଛି। ଅବସ୍ଥା ଏପରି ହୋଇଛି ଯେ ଖେଳାଳିଙ୍କୁ ଦରମା ଦେବା ପାଇଁ ବୋର୍ଡକୁ ଋଣ କରିବାକୁ ପଡିଛି। ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡର ସଭାପତି ରିକି ସ୍କେରିଟ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?