ମହାମାରୀର ମୁକାବିଲା ପାଇଁ ଗାଙ୍ଗୁଲିଙ୍କ ବଡ଼ ଘୋଷଣା

ମୁମ୍ବାଇ, ୨୪।୫ : କୋଭିଡ୍‌-୧୯ ମହାମାରୀ ସହ ପୂରା ଦେଶ ସଂଘର୍ଷ କରୁଥିବାବେଳେ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର ବଡ଼ ଘୋଷଣା କରିଛନ୍ତି। ବିସିସିଆଇ ପକ୍ଷରୁ ଦେଶର ବିଭିନ୍ନ କୋଣକୁ ଦୁଇ ହଜାର ୧୦-ଲିଟର ଅକ୍ସିଜେନ କନସେନଟ୍ରେଟର୍ସ ଯୋଗାଇଦିଆଯିବ। ଏ ନେଇ ବୋର୍ଡ ପକ୍ଷରୁ ସୋମବାର ଏକ ବିବୃତିରେ କୁହାଯାଇଛି।

” ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ମେଡିକାଲ ଓ ସ୍ବାସ୍ଥ୍ୟସେବା ସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେମାନେ ପ୍ରକୃତରେ ଫ୍ରଣ୍ଟଲାଇନ ଯୋଦ୍ଧା। ଆମକୁ ସୁରକ୍ଷିତ ରଖିବା ପାଇଁ ସେମାନେ ସବୁ କିଛି କରୁଛନ୍ତି। ବୋର୍ଡ ପାଇଁ ସ୍ବାସ୍ଥ୍ୟ ଓ ସୁରକ୍ଷା ସର୍ବଦା ଶୀର୍ଷରେ ଏବଂ ଏଥି ଲାଗି ପ୍ରତିବଦ୍ଧ। ପ୍ରଭାବିତଙ୍କୁ ତୁରନ୍ତ ଅକ୍ସିଜେନ କନସେନଟ୍ରେଟର୍ସ ଯୋଗାଇ ଦିଆଯିବ “ ବୋଲି ବିସିସିଆଇ ମୁଖ୍ୟ ଗାଙ୍ଗୁଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକ୍ ପାଇଁ ଫସିଲେ ରଣଦୀପ ହୁଡା

ମୁମ୍ବାଇ, ୨୮।୫: ବଲିଉଡ ଅଭିନେତା ରଣଦୀପ ହୁଡାଙ୍କୁ ମହଙ୍ଗା ପଡ଼ିଛି ଏକ ଜୋକ। ଏହି ଅଭିନେତା ୨୦୧୨ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବହୁଜନ ସମାଜବାଦି...

ଆଇପିଏଲ୍‌ ପୂର୍ବରୁ ପୁଣିଥରେ ଭାବୁକ ହୋଇପଡ଼ିଲେ କୋହଲି: ଫଟୋ ଶେୟାର କରି …

ଏପ୍ରିଏ ୯ରୁ ଆଇପିଏଲ୍‌ର ୧୪ତମ ସିଜିନ୍‌ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏଥିପାଇଁ...

ନିୟମ ଉଲ୍ଲଂଘନକାରୀଙ୍କୁ ‘ମୁଁ ସମାଜର ଶତ୍ରୁ’ ଲେଖି ପୋଷ୍ଟର ଧରାଇଲା ପୋଲିସ

ଡେରାଡୁନ,୨୪।୩: ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ‘ଜନତା କର୍ଫ୍ୟୁ’ ଘୋଷଣା କରିଥିବା ବେଳେ ଏହାକୁ ଅଧିକାଂଶ ଲୋକ ଅବମାନନା...

ଶରଦ ପାଓ୍ବାରଙ୍କ ବୟାନ ପରେ କଂଗ୍ରେସକୁ ଟାର୍ଗେଟ୍‌ କଲା ଭାଜପା

ନୂଆଦିଲ୍ଲୀ,୮।୪: ଏନ୍‌ସିପି ମୁଖ୍ୟ ଶରଦ ପାୱାର ଆଦାନୀ ଗ୍ରୁପ ବିବାଦ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି। ବିରୋଧୀ ଦାବି କରୁଥିବା ଯୁଗ୍ମ ସଂସଦୀୟ କମିଟି(ଜେପିସି)...

ପିଏମ୍‌-କେୟାର୍ସକୁ ଦାନ କରିଛନ୍ତି ଚାଇନା କମ୍ପାନୀ: କଂଗ୍ରେସ ଆଣିଲା ଅଭିଯୋଗ

ନୂଆଦିଲ୍ଲୀ,୨୮ା୬(ଆଇଏଏନ୍‌ଏସ୍‌)-ଭାରତରେ କରୋନା ମହାମାରୀ ସଂକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାର୍ଚ୍ଚ ୨୮ରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀ ପରିସ୍ଥିତିରେ ସହାୟତା ପାଣ୍ଠି...

ଡିଙ୍ଗ୍‌କୋ ସିଂ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୧ା୬ (ପି.ଟି.)-ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ପୂର୍ବତନ ବକ୍ସର ଡିଙ୍ଗ୍‌କୋ ସିଂ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଲିଭର କ୍ୟାନ୍‌ସରରେ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କୋହଲି ସ୍ଥିର, ରାହାନେ ଖସିଲେ

ଦୁବାଇ, ୨।୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ବଭଳି ଶୀର୍ଷ ସ୍ଥାନ ବଜାୟ...

ବିଜୟ ସହ ଡବ୍ଲ୍ୟୁଟିଏ ସର୍କିଟକୁ ଫେରିଲେ ସାନିଆ

ଦୋହା, ୩ା୩ (ପି.ଟି.)- ବିଜୟ ସହ ଡବ୍ଲ୍‌ୟୁଟିଏ ସର୍କିଟକୁ ଫେରିଛନ୍ତି ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା। ସେ ଓ ତାଙ୍କ ସେଲାଭେନିଆନ ପାର୍ଟନର...

Advertisement
Archives

Model This Week