ଖେଳ

ଡ୍ୟୁକ୍‌ ବଲ୍‌ରେ ପ୍ରସ୍ତୁତି ସହାୟ ହୋଇଛି: କନ୍‌ଓ୍ବେ

ସାଉଥାମ୍ପଟନ,୨୪।୫(ପି.ଟି.): ଘରୋଇ ପରିବେଶରେ ଡ୍ୟୁକ୍‌ ବଲ୍‌ରେ ପ୍ରସ୍ତୁତି ବେଶ୍‌ ସହାୟ ହୋଇଛି ବୋଲି ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେଭନ କନ୍‌ଓ୍ବେ କହିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଏଥିରୁ ଫାଇଦା ମିଳିବ। ଆଗାମୀ ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟଟିସି) ଫାଇନାଲ…

ପ୍ରତ୍ୟେକ ସିରିଜ୍‌ରେ ଛିଣ୍ଡା ବୁଟ୍‌ରେ ଅଠା ମାରି ଖେଳୁଛନ୍ତି କ୍ରିକେଟର

ହରାରେ, ୨୩।୫ : ମିଳୁନାହାନ୍ତି ସ୍ପନସର। ଏଥି ଯୋଗୁ ପ୍ରତ୍ୟେକ ସିରିଜ୍‌ ପୂର୍ବରୁ ବୁଟ୍‌ରେ ଅଠା ମାରି ଖେଳିବାକୁ ପଡ଼ୁଛି ବୋଲି ଟୁଇଟ୍‌ କରିଛନ୍ତି ଜିମ୍ବାଓ୍ବେ ବ୍ୟାଟ୍ସମ୍ୟାନ ରିଆନ ବୁର୍ଲ। ଏଥିସହ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଛିଣ୍ଡା ବୁଟ୍‌ରେ…

୨୦୨୩କୁ ଘୁଞ୍ଚିଲା ଏସିଆ କପ୍‌

ଦୁବାଇ, ୨୩।୫ : ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଏସିଆ କପ୍‌ର ୨୦୨୧ ସଂସ୍କରଣ ୨୦୨୩ରେ ଅନୁଷ୍ଠିତ ହେବ। ଏହି ବର୍ଷର ଏସିଆର ସବୁଠୁ ବଡ଼ କ୍ରିକେଟ ଟୁର୍ନାମେଣ୍ଟ ପ୍ରଥମେ ପାକିସ୍ତାନରେ ଅନୁଷ୍ଠିତ ହେବାର ଥିଲା। ପରେ ଏହା ଶ୍ରୀଲଙ୍କାରେ ଆୟୋଜିତ କରାଯିବା…

ଭାରତୀୟ ମହିଳା ଦଳର ଖେଳାଳିଙ୍କୁ ମିଳିନାହିଁ ଟି୨୦ ବିଶ୍ୱକପ୍‌ର ପୁରସ୍କାର ରାଶିର ଅଂଶ

ନୂଆଦିଲ୍ଲୀ, ୨୩।୫ : ଗତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ମହିଳା ବିଶ୍ୱକପ୍‌ରେ ଭାରତୀୟ ଦଳ ଉପ ବିଜେତା ଆଖ୍ୟା ଗ୍ରହଣ କରିଥିଲା। ଏଥି ଯୋଗୁ ପୁରସ୍କାର ବାବଦକୁ ଟିମ୍‌ ଇଣ୍ଡିଆକୁ ମିଳିଥିଲା ୫ ଲକ୍ଷ ଆମେରିକୀୟ ଡଲାର, ଯାହାକି ୩.୬୪…

‘ ଡବ୍ଲ୍ୟୁଟିସି ଫାଇନାଲରେ ସଂଘର୍ଷ କରିପାରେ ଟିମ୍‌ ଇଣ୍ଡିଆ ’

ସାଉଥାମ୍ପଟନ, ୨୩।୫ : ଆସନ୍ତା ଜୁନ ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଉଲଠାରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍‌। ଏହି ବହୁ ପ୍ରତିକ୍ଷିତ ମ୍ୟାଚ୍‌ ଲାଗି ବ୍ୟବହୃତ ହେବାକୁ ଥିବା ପିଚ୍‌…

ହିରୋରୁ ଜିରୋ: ସଫଳତା ପାଇବା ପରେ ଏହି ଖେଳାଳି ହୋଇଛନ୍ତି ଭିଲିଆନ୍‌

ନୂଆଦିଲ୍ଲୀ,୨୩।୫: ୨୦୦୮ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଦେଶରେ କୁସ୍ତି ପାଇଁ ସୁଶୀଲ କୁମାର ଏକ ନୂତନ ଦିଗ ଦେଇଥିଲେ। ସେ ପୁଣି ୨୦୧୨ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ଏହା ପରେ ଦେଶର ଛୋଟ ଅଞ୍ଚଳରେ କୁସ୍ତି ଧୀରେ ଧୀରେ…

ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ନୂଆଦିଲ୍ଲୀ,୨୩।୫: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳିବା ମାତ୍ରେ ସର୍ବାଧିକ ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ୱ ନେଇଥିବା ଅଧିନାୟକ ହୋଇଯିବେ। ଯଦି…

ଏହି ଦେଶରେ ହୋଇପାରେ ଆଇପିଏଲ୍‌ର ବାକି ମ୍ୟାଚ୍‌

ନୂଆଦିଲ୍ଲୀ,୨୩।୫: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଅବଶିଷ୍ଟ ମ୍ୟାଚ ସଂଯୁକ୍ତ ଆରବ ଏମିରେଟ୍ସରେ ଖେଳାଯିବାର ସମ୍ଭାବନା ରହିଛି। ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଏହି ମ୍ୟାଚ ଖେଳାଯିବ। ଏହାପୂର୍ବରୁ ବୋର୍ଡ ଏହି ମ୍ୟାଚ ପାଇଁ ଦୁଇଟି ବିକଳ୍ପ ଉପରେ ବିଚାର କରୁଥିଲା। ଏଥିରେ…

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଅକଲାଣ୍ଡ,୨୩।୫: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ଫାଇନାଲ ଆସନ୍ତା ମାସରେ ଖେଳାଯିବ। ୧୮ରୁ ୨୨ ଜୁନ ମଧ୍ୟରେ ଖୋଯିବାକୁ ଥିବା ଏହି ଚାମ୍ପିଅନ୍‌ସିପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ହେନେରୀ ନିକୋଲାସ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ…

ବାତ୍ରା ପୁଣି ହେଲେ ଏଫ୍‌ଆଇଏଚ୍‌ ସଭାପତି

ନୂଆଦିଲ୍ଲୀ, ୨୩ା୫ (ପି.ଟି.)-ନରିନ୍ଦର ବାତ୍ରା ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ ହକିି ମହାସଂଘ (ଏଫ୍‌ଆଇଏଚ୍‌)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। କୋଭିଡ୍‌ ଯୋଗୁ ଅନ୍‌ଲାଇନରେ ଅନୁଷ୍ଠିତ ହୋଇଥିବା ଏଫ୍‌ଆଇଏଚ୍‌ର ୪୭ତମ ବାର୍ଷିକ ଅଧିବେଶନରେ ସଭାପତି ପାଇଁ ନିର୍ବାଚନ ହୋଇଥିଲା। ବାତ୍ରା ଆରମ୍ଭରୁ…

ରେସ୍‌ଲର ହତ୍ୟା ମାମଲା: ସୁଶୀଲ କୁମାର ଗିରଫ

ନୂଆଦିଲ୍ଲୀ, ୨୩ା୫: ଦୁଇଥର ଅଲିମ୍ପିକ ପଦକ ବିଜେତା ରେସ୍‌ଲର ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସ ଶେଷରେ ପଞ୍ଜାବରୁ ଶନିବାର ଗିରଫ କରିଛି। ଛତ୍ରସାଲ ଷ୍ଟାଡିୟମ ଗଣ୍ଡଗୋଳରେ ସାଗର ରାଣା ନାମକ ଜଣେ ରେସ୍‌ଲରଙ୍କୁ ହତ୍ୟା କରାଯିବା ଘଟଣାରେ ସେ ସମ୍ପୃକ୍ତ ଥିବା…

ଆଇପିଏଲ ବାୟୋ-ବବ୍‌ଲ ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା

କୋଲକାତା, ୨୩।୫(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ପାଇଁ ବାୟୋ-ବବ୍‌ଲ ଗତବର୍ଷ ୟୁଏଇ (ୟୁନାଇଟେଡ ଆରବ ଏମିରେଟ୍ସ)ପରି ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା। ପ୍ରଥମ ଭାରତୀୟ ଖେଳାଳିଭାବେ ଏପରି କହି ମୁହଁ ଖୋଲିଛନ୍ତି ରିଦ୍ଧିମାନ ଶାହା। ଏକାଧିକ ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?