ଖେଳ

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିରେ ସାହିଲ, ସେବାଷ୍ଟିଆନ

ଭୁବନେଶ୍ୱର,୧୫।୫ (ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଅଷ୍ଟମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ଏଫ୍‌ସି ଦୁଇ ତାରକା ଖେଳାଳିଙ୍କୁ ଦଳରେ ସାମିଲ କରିଛି। ଡିଫେଣ୍ଡର ସାହିଲ ପାନଓ୍ବାର ଓ ସେବାଷ୍ଟିଆନ ଥଙ୍ଗମୁଆନସଙ୍ଗ ଓଡ଼ିଶା ଏଫ୍‌ସି ସହ ଚୁକ୍ତି…

ଏହି ଭାରତୀୟ ଅଭିନେତାଙ୍କୁ ଭେଟିବାକୁ ପାଗଳ ପାକିସ୍ତାନ କ୍ରିକେଟର୍‌

ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟରଙ୍କ ମଧ୍ୟରେ ଅନ୍ୟତମ ଶାହିଦ୍‌ ଆଫ୍ରିଦିଙ୍କ ପ୍ରଶଂସକ ମଧ୍ୟ ଭାରତରେ ଅଛନ୍ତି। ସେ ଇଣ୍ଡିଆନ ପ୍ରିମିୟର ଲିଗରେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି। ଆଇପିଏଲ ସମୟରେ ତାଙ୍କ ଏକ ଭିଡିଓ କ୍ଲିପ ୟୁଟ୍ୟୁବରେ ଅଛି। ଏଥିରେ ଶାହିଦ୍‌ ଅନେକ…

ବୁମରାଙ୍କ ସଫଳତା ପଛରେ ରହିଛନ୍ତି ପୂର୍ବତନ ଖେଳାଳି

ମୁମ୍ବାଇ,୧୪।୫ : ବର୍ତ୍ତମାନ ବିଶ୍ୱ କ୍ରିକେଟର ଅନ୍ୟତମ ଘାତକ ବୋଲର ଭାବେ ଜଣାଶୁଣା ଭାରତୀୟ ପେସର ଯଶପ୍ରୀତ ବୁମରା। ତାଙ୍କ ଚମତ୍କାର କ୍ୟାରିୟର ପଛରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କୋଚ୍‌ ଶେନ ବଣ୍ଡଙ୍କ ହାତ। ମୁମ୍ବାଇ ଫ୍ରଞ୍ଚାଇଜ ପକ୍ଷରୁ ଶେୟାର…

ବ୍ରିଟେନ୍‌ରେ ଥିଲେ ସୁଦ୍ଧା କୋଭିଡ ସହ ଲଢ଼େଇରେ ସାମିଲ ହୋଇଛନ୍ତି ଏହି ଭାରତୀୟ କ୍ରିକେଟର: ଲୋକଙ୍କ ସେବା ପାଇଁ କରୁଛନ୍ତି ଦିନରାତି ଏକ

ନୂଆଦିଲ୍ଲୀ,୧୪।୫: ଭାରତୀୟ କ୍ରିକେଟର ହନୁମା ବିହାରୀଙ୍କୁ କଷ୍ଟ ସହି ମାଚ୍‌ ଜିତାଇବାରେ ନୁହେଁ ବରଂ ଏବେ ନିଜ ବନ୍ଧୁମାନଙ୍କ ସହ ମିଶି କୋଭିଡ-୧୯ ରୋଗୀଙ୍କୁ ସ୍ବାସ୍ଥ୍ୟସେବାରେ ଖୁସି ମିଳୁଛି। ମହାମାରୀର ଦ୍ୱିତୀୟ ଲହରରେ ସଂକ୍ରମିତ ହେଉଥିବା ରୋଗୀଙ୍କ ସହାୟତା ଲାଗି ସେ…

‘ ଦିନିକିଆ, ଟି୨୦ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଯାଗା ନାହିଁ ’

ମୁମ୍ବାଇ,୧୪।୫ : ଭାରତୀୟ ଦିନିକିଆ ଓ ଟି୨୦ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଯାଗା ନାହିଁ। ଅସ୍ତ୍ରୋପଚାର ପରେ ସେ ନିୟମିତ ବୋଲିଂ କରିପାରୁ ନାହାନ୍ତି। ଏହି କାରଣରୁ ତାଙ୍କୁ ଚୟନକର୍ତ୍ତା ଲମ୍ବା ଫର୍ମାଟ ପାଇଁ ଅଣାଦେଖା କରୁୁଛନ୍ତି। ମତେ ଲାଗୁଛି…

ପୁଣିଥରେ ଶାହାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌; କ୍ୱାରାଣ୍ଟାଇନ୍‌ ଶେଷ କରିବା ସତ୍ତ୍ୱେ..

ନୂଆଦିଲ୍ଲୀ,୧୪।୫: ସନରାଇଜର୍ସ ହାଇଦ୍ରାବାଦର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଦ୍ଧିମାନ ଶାହାଙ୍କ ନମୂନା ପୁଣିଥରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦୁଇ ସପ୍ତାହ(୧୪ ଦିନ) ଧରି କ୍ୱାରାଣ୍ଟାଇନ୍‌ରେ ରହିବା ପରେ ସେ ନିଜର ଟେଷ୍ଟ କରାଇଥିଲେ। ବାୟୋ ବବଲ୍‌ରେ କୋଭିଡ୍‌ ସଂକ୍ରମଣ ମାମଲା ବୃଦ୍ଧି…

ବିବାଦକୁ ଭୁଲିଗଲେଣି କି ଅଷ୍ଟ୍ରେଲିଆ ଅଧିନାୟକ? କୋହଲିଙ୍କୁ ନେଇ ଦେଲେ ଏଭଳି ବଡ଼ ବୟାନ

ନୂଆଦିଲ୍ଲୀ,୧୪।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। କ୍ରିକେଟ୍‌ର ତିନୋଟିଯାକ ଫର୍ମାଟ୍‌ରେ ତାଙ୍କର ରେକର୍ଡ ଅନ୍ୟଙ୍କ ପାଇଁ ପ୍ରେରଣା। ଟେଷ୍ଟ ହେଉ ଅଥବା ଟି୨୦ ଅନ୍ତର୍ଜାତୀୟ, ପ୍ରତିଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌କୁ ଅତି ଚମତ୍କାର ଢ଼ଙ୍ଗରେ ଖେଳିଥାନ୍ତି ସେ। ବିଶେଷଭାବେ…

ସବୁ ବାଧାକୁ ଏଡ଼ାଇଯାଇପାରେ ଭାରତୀୟ ଟିମ୍‌; ସେଥିପାଇଁ ମୁଁ ଗର୍ବିତ: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୪।୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶ ପାଇଥିବା ଟେଷ୍ଟ ଟିମ୍‌ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ବଜାୟ ରଖିଛି ଭାରତ। ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ। ସେ କହିଛନ୍ତି, ଭାରତୀୟ ଟିମ୍‌ ସମସ୍ତ…

ଗର୍ଲଫ୍ରେଣ୍ଡଙ୍କୁ କ୍ଷମା ମାଗିଲେ ଏହି କ୍ରିକେଟର୍‌

ଆଇପିଏଲ୍‌ ୨୦୨୧ କରୋନା ଯୋଗୁ ସ୍ଥଗିତ ରହିଛି। ଟୁର୍ନାମେଣ୍ଟ ସ୍ତଗିତ ହେବାରେ ଖେଳାଳିମାନେ ନିଜ ଘରକୁ ଫେରିଛନ୍ତି। ଅଷ୍ଟ୍ରେଲିଆ ଖେଳାଳି ଏବେ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଏହି କ୍ରମରେ ଚେନ୍ନାଇ ପକ୍ଷରୁ ଖେଳୁଥିବା ସାମ କରନ ମଧ୍ୟ ଅଷ୍ଟ୍ରେଲିଆରେ ଅଛନ୍ତି। ସୋସିଆଲ…

ଏହି ଖେଳରେ ସବୁବେଳେ ଶୁଭମନ ଗିଲ୍‌ଙ୍କଠାରୁ ହାରନ୍ତି ବିରାଟ କୋହଲି: ଜାଣନ୍ତୁ ଖେଳଟି କ’ଣ

ଭାରତୀୟ କ୍ରିକେଟର ଭବିଷ୍ୟତ ଭାବରେ ଶୁଭମନ ଗିଲଙ୍କୁ ବିବେଚନା କରାଯାଏ। ଅଷ୍ଟ୍ରେଲିୟ ମାଟିରେ ଭଲ ପ୍ରଦର୍ଶନ କରିଥିବା ଶୁଭମନ ଗିଲ ଏବେ ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତ ହେଉଛନ୍ତି। ଇଂଲଣ୍ଡରେ ଟିମ ଇଣ୍ଡିଆକୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିବାକୁ ପଡିବ…

ଏହି କ୍ରିକେଟର୍‌ଙ୍କୁ ସରକାରଙ୍କଠାରୁ ମିଳିଥିଲା ହତ୍ୟା ଧମକ: ଏବେ କରୁଛନ୍ତି ଭଗବାନ ସେବା

ଜିମ୍ବାୱେର ପୂର୍ବତନ ଅଧିନାୟକ ଟାତେନ୍ଦା ତାଇବୁ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ମେ ୧୪, ୧୯୮୩ରେ ହରାରେ ଜନ୍ମଗ୍ରହଣ କରିଥିବା ତାଇବୁ ମାତ୍ର ୨୦ ବର୍ଷ, ୩୫୮ ଦିନ ବୟସରେ ଟେଷ୍ଟ ଅଧିନାୟକତ୍ୱ ହୋଇଥିଲେ, ଯାହାକି ବିଶ୍ୱ ରେକର୍ଡ ଥିଲା।…

ଏହି କ୍ରିକେଟର୍‌ଙ୍କ ଘରେ ଦୁଃଖର ପରିସ୍ଥିତି: ସ୍ତ୍ରୀ ଦେଲେ ସୂଚନା

କରୋନା ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି। ତାରକା ଖେଳାଳିଙ୍କ ପରିବାର ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ନିକଟରେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଆରପି ସିଂ, ଚେତନ ସକରିଆ ଏବଂ ଲେଗ ସ୍ପିନର ପୀୟୁଷ ଚାୱଲା କରୋନା ଯୋଗୁ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?