ଖେଳ

୨୦୨୭ ଫିଫା ମହିଳା ବିଶ୍ୱକପ୍‌: ଏଆଇଏଫ୍‌ଏଫ୍‌ ଯୋଜନାକୁ କ୍ରୀଡ଼ା ମନ୍ତ୍ରଣାଳୟ, ସାଇର ସମର୍ଥନ

ନୂଆଦିଲ୍ଲୀ,୨୫।୫ (ପି.ଟି.): ୨୦୨୭ ଫିଫା ମହିଳା ବିଶ୍ୱକପ୍‌କୁ ଭାରତୀୟ ଦଳ ପଠାଇବା ପାଇଁ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ବିଧିବଦ୍ଧ ଭାବେ ଏକ ଯୋଜନା ପ୍ରସ୍ତୁତ କରିଛି। ଏହାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ…

ଟୋକିଓ ଅଲିମ୍ପିକ୍ସ ଆୟୋଜନ: ଆଇଓସି, ସୁଗାଙ୍କ ସମ୍ମୁଖରେ ଚ୍ୟାଲେଞ୍ଜ

ଷ୍ଟକ୍‌ହାମ,୨୫।୫: ଜାପାନରେ ଏବେ କୋଭିଡ୍‌-୧୯ର ଚତୁର୍ଥ ଓ୍ବେଭ୍‌ ଚାଲିଛି। ଜୁଲାଇ ୨୩ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଅଲିମ୍ପିକ୍ସକୁ ଏହି ମହାମାରୀ ପାଇଁ ବାତିଲ କରିବା ନେଇ ତର୍କବିତର୍କ ଆରମ୍ଭ ହୋଇଛି। ଜାପାନ ନାଗରିକ ମଧ୍ୟ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ…

ଟୋକିଓ ଅଲିମ୍ପିକ୍ସ: ଜାପାନରେ ବ୍ୟାପକ ଟିକାକରଣ ଆରମ୍ଭ

ଟୋକିଓ,୨୫।୫(ଏପି): ଅଲିମ୍ପିକ୍ସ ଆୟୋଜନ ହେବାକୁ ଆଉ ପାଖାପାଖି ୨ମାସ ବାକିଥିବା ବେଳେ ଜାପାନ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ଜାପାନ ମିଲିଟାରି ଡାକ୍ତର ଓ ନର୍ସମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଛି। ସୋମବାର ଟୋକିଓ ଓ ଓସାକାରେ ବୟସ୍କ ଲୋକଙ୍କୁ…

ମହାମାରୀର ମୁକାବିଲା ପାଇଁ ଗାଙ୍ଗୁଲିଙ୍କ ବଡ଼ ଘୋଷଣା

ମୁମ୍ବାଇ, ୨୪।୫ : କୋଭିଡ୍‌-୧୯ ମହାମାରୀ ସହ ପୂରା ଦେଶ ସଂଘର୍ଷ କରୁଥିବାବେଳେ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର ବଡ଼ ଘୋଷଣା କରିଛନ୍ତି। ବିସିସିଆଇ ପକ୍ଷରୁ ଦେଶର ବିଭିନ୍ନ କୋଣକୁ ଦୁଇ ହଜାର ୧୦-ଲିଟର…

ଛିଣ୍ଡା ଜୋତା ଫଟୋ ଛାଡି ଚର୍ଚ୍ଚାରେ ଏହି କ୍ରିକେଟର୍‌

ଅନେକ ଥର ଖେଳାଳିମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୁଅନ୍ତି, ଏପରି ଜଣେ କ୍ରିକେଟର ହେଉଛନ୍ତି ଜିମ୍ବାୱେର ରିଆନ ବର୍ଲ। ସେ ଏବେସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନିଜ ସୋସିଆଲ ମିଡିଆରେ ଛିଣ୍ଡା ଜୋତାର ଫଟୋ ଶେୟାର କରିଥିଲେ। ଏଥିରେ…

ଏହି ଅଭିନେତ୍ରୀଙ୍କ ଫଟୋରେ କମେଣ୍ଟ ଦେଇ ଫସିଲେ କ୍ରିକେଟର୍‌ ଲୋକେଶ ରାହୁଲ

ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ କେଏଲ୍‌ ରାହୁଲ ପଞ୍ଜାବୀ ଅଭିନେତ୍ରୀ ତଥା ମଡେଲ ସୋନମ ବାଜଓ୍ବାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାହୁଲ ସୋନମଙ୍କ ଏକ ଫଟୋ କମେଣ୍ଟ ଦେଇ ଫସିଯାଇଛନ୍ତି। ଫଳରେ ଯୁଜର୍ସ ତାଙ୍କୁ ଧୋକାବାଜ୍‌ ଆଖା୍ୟା ଦେଇଛନ୍ତି। କେଏଲ୍‌ ରାହୁଲ ଗତ…

ଖୁସି ଖବର: ୨୦୨୮ ଅଲମ୍ପିକ୍‌ରେ ସାମିଲ ହେବ କ୍ରିକେଟ !…

ନୂଆଦିଲ୍ଲୀ,୨୪।୫: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ୨୦୨୮ ଅଲମ୍ପିକ୍‌ରେ କ୍ରିକେଟ ଖେଳକୁ ସାମିଲ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଲସ୍‌ ଏଞ୍ଜେଲସ୍‌ରେ ହେବାକୁ ଥିବା ଏହି ଅଲମ୍ପିକ୍‌ରେ କ୍ରିକେଟ ଖେଳ ସାମିଲ ହେଲେ ଭାରତୀୟ ଦର୍ଶକଙ୍କ ସଂଖ୍ୟା…

ସ୍ତ୍ରୀଙ୍କୁ ବିକିନିରେ ଦେଖି ହାର୍ଦ୍ଦିକ ପାଣ୍ଡ୍ୟା କହିଲେ..

ଆଇପିଏଲର ୧୪ତମ ସିଜନକୁ ସ୍ଥଗିତ ରଖାଯିବା ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ପରିବାର ସହିତ ସମୟ ଅତିବାହିତ କରୁଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ଫଟୋ ଶେୟାର କରୁଛନ୍ତି। ନିକଟରେ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ୍‌ଙ୍କ ବିକିନି…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ‘ଭାରତକୁ ସଂଘର୍ଷ କରିବାକୁ ପଡ଼ିପାରେ’

ନୂଆଦିଲ୍ଲୀ, ୨୪ା୫(ପି.ଟି.)-ସାଉଥାମ୍ପଟନର ଏଜାସ ବାଓଲଠାରେ କଣ୍ଡିଶନ ଯଦି ପେସ୍‌ ବୋଲରଙ୍କୁ ସୁହାଏ ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଭାରତୀୟ କ୍ରିକେଟ ଦଳକୁ ସଂଘର୍ଷ କରିବାକୁ ପଡ଼ିପାରେ। ଏକଥା କହିଛନ୍ତି, ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପନେସର। ୟୁନାଇଟେଡ…

ରେସ୍‌ଲର ସୁଶୀଲ କୁମାର ଗିରଫକୁ ନେଇ ମିଶ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୪।୫(ପି.ଟି.): ରେସ୍‌ଲର ସାଗର ଧନକର ହତ୍ୟା ମାମଲାରେ ସୁଶୀଲ କୁମାର ଓ ତାଙ୍କ ସାଥୀ ଗିରଫ ହୋଇଛନ୍ତି। ଦେଶର ସର୍ବଶ୍ରେଷ୍ଠ ଅଲିମ୍ପିଆନରୁ ଜଣେ ହତ୍ୟା ଅଭିଯୁକ୍ତ ବନିଯାଇଥିବା ସୁଶୀଲଙ୍କୁ ନେଇ ଏବେ ସମ୍ପୂର୍ଣ୍ଣ କ୍ରୀଡ଼ା ଜଗତରେ ଚର୍ଚ୍ଚା ଚାଲିଛି। ଏହି ମାମଲାରେ…

ଗିରୋ ଡି’ ଇଟାଲିଆ: ଲୋରେଞ୍ଜୋ ୧୪ତମ ଷ୍ଟେଜ୍‌ ବିଜେତା

ରୋମ୍‌, ୨୪ା୫: ଗିରୋ ଡି’ ଇଟାଲିଆ ସାଇକ୍ଲିଂ ରେସ୍‌ର ୧୪ତମ ଷ୍ଟେଜ୍‌ରେ ଇଟାଲିର ଲୋରେଞ୍ଜୋ ଫର୍ଟୁନାଟୋ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ପ୍ରଥମ ବିଜୟ। ମଣ୍ଟେ ଜୋନ୍‌କୋଲାନ ସମିଟ୍‌ରେ ଇଗାନ୍‌ ବର୍ନାଲ ଓଭରଅଲ୍‌ ଅଗ୍ରଣୀ ବ୍ୟବଧାନକୁ…

ଭର୍ଷ୍ଟାପେନ୍‌ଙ୍କୁ ମୋନାକୋ ଗ୍ରାଁ ପ୍ରି ଟାଇଟଲ

ମୋନାକୋ, ୨୪ା୫: ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ୍‌ ମୋନାକୋ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏଥିସହିତ ଚାମ୍ପିୟନଶିପ୍‌ ଟେବୁଲରେ ମର୍ସିଡିଜ ଡ୍ରାଇଭର ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିନେଇଛନ୍ତି। ଗିଅର ବକ୍ସରେ ସମସ୍ୟା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?