ଖେଳ

ଆଇପିଏଲର ବାକି ମ୍ୟାଚ୍‌ ପାଇଁ ମାଷ୍ଟର ପ୍ଲାନ

ଲଣ୍ଡନ,୨୧।୫: ଚଳିତ ବର୍ଷ ସେପ୍ଟେମ୍ବରରେ ଆଇପିଏଲ-୧୪’ର ଅବଶିଷ୍ଟ ମ୍ୟାଚ୍‌ ଆୟୋଜନ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର…

ଏହି ଭାରତୀୟ ବୋଲରଙ୍କ ପାଇଁ ଶୋଇପାରୁ ନ ଥିଲେ ସାଙ୍ଗାକାରା

ନୂଆଦିଲ୍ଲୀ,୨୧।୫: ଶ୍ରୀଲଙ୍କାର କିମ୍ବଦନ୍ତୀ ଉଇକେଟକିପର ବ୍ୟାଟ୍ସମ୍ୟାନ କୁମାର ସାଙ୍ଗାକାରା ନିଜ ସମୟରେ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କୁ ନେଇ ଚିନ୍ତିତ ଥିଲେ। ଏପରି କି ରାତିରେ ନିଦ ହେଉ ନ ଥିଲା। କୁମ୍ବଲେଙ୍କୁ ହଲ ଅଫ୍‌ ଫେମରେ ସାମିଲ କରାଯିବା ଅବସରରେ…

ଦି ଓଳି ଖାଇବାକୁ ପାଉନାହାନ୍ତି ଏହି ପ୍ରସିଦ୍ଧ କ୍ରିକେଟର

ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଦ୍ରୁତ ବୋଲର ପାଟ୍ରିକ ପାଟରସନ ଆର୍ଥିକ ଅଭାବ ସହ ସଂଘର୍ଷ କରୁଛନ୍ତି। ଏପରିକି ଦୁଇ ଓଳି ଖାଇବାକୁ ମଧ୍ୟ ତାଙ୍କ ପାଖରେ ଟଙ୍କା ନାହିଁ। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆ ମାଧ୍ୟମରେ ତଙ୍କ ପାଇଁ ଟଙ୍କା ସଂଗ୍ରହ କରାଯାଉଛି।…

ଭାରତୀୟ ମହିଳା ପ୍ରଥମ ପିଙ୍କ୍‌ବଲ ଟେଷ୍ଟ ଖେଳିବ

ନୂଆଦିଲ୍ଲୀ,୨୧।୫(ପି.ଟି.): ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମଥର ପାଇଁ ପିଙ୍କ୍‌ବଲ ଟେଷ୍ଟ ଖେଳିବାର ସୌଭାଗ୍ୟ ହାସଲ କରିବ। ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ମହିଳା ଦିବାରାତ୍ର ଟେଷ୍ଟ ଖେଳି ଇତିହାସ ସୃଷ୍ଟି କରିବ। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩ ମଧ୍ୟରେ ଭାରତ…

ଶୁଟିଂ କୋଚ୍‌ ମୋନାଲି ଗୋର୍‌ହେଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-ଭାରତୀୟ ଶୁଟିଂ କୋଚ୍‌ ତଥା ଟେକ୍‌ନିକାଲ ଅଫିସିଆଲ ମୋନାଲି ଗୋର୍‌ହେଙ୍କର ଗୁରୁବାର ମୁକୋରମାଇକୋସିସ୍‌ ରୋଗରେ ମୃତ୍ୟୁ ଘଟିଛି। ତାଙ୍କୁ ମାତ୍ର ୪୪ ବର୍ଷ ବୟସ ହୋଇଥିଲା। ସେ ତାଙ୍କ ମା’ ଓ ଏକମାତ୍ର ଭଉଣୀକୁ ଛାଡ଼ି ପରଲୋକ ଗମନ…

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। କୋଭିଡ୍‌ ଯୋଗୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନ୍‌ରେ ଆବେଦନ କରିବା ଲାଗି କୁହାଯାଇଛି। ଆବେଦନର ଶେଷ ଦିବସ ଜୁନ୍‌ ୨୧…

ଆର୍ଚରଙ୍କ କହୁଣିରେ ହେବ ଅସ୍ତ୍ରୋପଚାର

ଲଣ୍ଡନ, ୨୧ା୫ (ପି.ଟି.)- ଇଂଲଣ୍ଡ ପେସ୍‌ ବୋଲର ଜୋଫ୍ରା ଆର୍ଚରଙ୍କର ଡାହାଣ କହୁଣିରେ ଶୁକ୍ରବାର ଅସ୍ତ୍ରୋପଚାର ହେବ। ଫଳତଃ ଅଗଷ୍ଟ ୪ରୁ ଭ୍ରମଣକାରୀ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ତାଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି…

ଶ୍ରୀଜେସ୍‌ ହେଲେ ଆଥ୍‌ଲେଟିକ କମିଟି ସଦସ୍ୟ

ଲାଉସାନେ, ୨୧ା୫ (ପି.ଟି.)-ଭାରତୀୟ ପୁରୁଷ ହକି ଦଳର ଷ୍ଟାର ଗୋଲ୍‌କିପର ପି.ଆର. ଶ୍ରୀଜେସ୍‌ ଗୁରୁବାର ଏଫ୍‌ଆଇଏଚ୍‌ (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ହକି) ଆଥଲେଟ୍ସ କମିଟର ଜଣେ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ହକିର ବିଶ୍ୱ କାର୍ଯ୍ୟନିର୍ବାହୀ ପରିଷଦ ଭର୍ଚୁଆଲ ବୈଠକ ଜରିଆରେ…

କିମ୍ବଦନ୍ତୀ ଆଥ୍‌ଲେଟ ମିଲ୍‌ଖା ସିଂ କରୋନା ପଜିଟିଭ

  ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୧।୫(ପି.ଟି.): କିମ୍ବଦନ୍ତୀ ଭାରତୀୟ ଧାବକ ମିଲ୍‌ଖା ସିଂ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ସେ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ଫଳରେ ଚଣ୍ଡିଗଡ଼ସ୍ଥିତ ତାଙ୍କ ବାସଭବନରେ ସେ ଆଇସୋଲେଶନରେ ରହିଛନ୍ତି। ଫ୍ଲାଇଙ୍ଗ୍‌ ଶିଖ୍‌ ନାମରେ ଜଣାଥିବା ୯୧ ବର୍ଷୀୟ…

ରିଦ୍ଧିମାନଙ୍କ ଷ୍ଟାଣ୍ଡବାଇ ଭରତ

ନୂଆଦିଲ୍ଲୀ, ୨୧।୫- ଭାରତୀୟ କ୍ରିକେଟ ଦଳର ଇଂଲଣ୍ଡ ଟୁର୍‌ ପାଇଁ ଉଇକେଟକିପର ରିଦ୍ଧିମାନ ଶାହାଙ୍କ ଷ୍ଟାଣ୍ଡବାଇ ଭାବେ ଆନ୍ଧ୍ର ପ୍ରଦେଶର କେ.ଏସ. ଭରତଙ୍କୁ ଚୟନ କରାଯାଇଛି। ରିଦ୍ଧିମାନ ନିକଟରେ କୋଭିଡ୍‌-୧୯ ସଂକ୍ରମଣରୁ ମୁକୁଳିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଭାରତ ଆଗାମୀ ଟୁର୍‌ରେ…

ଟପ୍ସରେ ସାମିଲ ହେଲେ ଅର୍ଜୁନ, ଅରବିନ୍ଦ, ସୀମା ଓ ସୁମିତ୍‌

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-କ୍ରୀଡ଼ା ମନ୍ତ୍ରଣାଳୟର ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର କୋର୍‌ ଗ୍ରୁପ୍‌ରେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ରୋୟର ଅର୍ଜୁନ ଲାଲ୍‌ ଜାଟ୍‌, ଅରବିନ୍ଦ ସିଂ ଏବଂ ରେସ୍‌ଲର ସୀମା ବିସ୍‌ଲା ଓ ସୁମିତ୍‌ ମଲିକ୍‌ଙ୍କୁ ସାମିଲ କରାଯାଇଛି।…

କୃଷ୍ଣକାୟ ଖେଳାଳିଙ୍କ ପାଇଁ ବାଟ ବନ୍ଦ କରି ଦେଇଥିଲେ ଗ୍ରେମ ସ୍ମିଥ

ଜୋହାନ୍ସବର୍ଗ, ୨୦।୫ : ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବୋର୍ଡର ଡିରେକ୍ଟର ଗ୍ରେମ ସ୍ମିଥଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଥି ଖେଳାଳି ଲୋନଓ୍ବାବୋ ସୋଟସୋବେ। ବୋର୍ଡ ନିକଟରେ ସେ ଦାଖଲ କରିଛନ୍ତି ୭ ପୃଷ୍ଠା ବିଶିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?