ଖେଳ

ରୋନାଲ୍ଡୋଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଚର୍ଚ୍ଚା

ଜୁଭେଣ୍ଟସ, ୨୫।୫ : ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଇଟାଲିର ସିରି ଏ’ କ୍ଲବ ଜୁଭେଣ୍ଟସ ଛାଡ଼ିପାରନ୍ତି। ୩୬ ବର୍ଷୀୟ ରୋନାଲ୍ଡୋଙ୍କ ଚୁକ୍ତିରେ ଆହୁରି ଗୋଟିଏ ବର୍ଷ ଅଛି। ଏହାସତ୍ତ୍ୱେ ରୋନାଲ୍ଡୋ ଜୁଭେଣ୍ଟସ ଛାଡ଼ିବା ନେଇ ଗଣମାଧ୍ୟମରେ…

ଲମ୍ବା ଚୁଟି, ଘଞ୍ଚ ଦାଢ଼ି ସହ ଚଷମା; ଜାଣନ୍ତୁ କେଉଁ କାରଣରୁ ଭାଇରାଲ ହେଉଛି କୋହଲିଙ୍କ ଏହି ନୂଆ ଲୁକ୍‌…

ନୂଆଦିଲ୍ଲୀ,୨୫।୫: ଆଇପିଏଲ୍‌ ପରେ ଅନେକ କାରଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। କ୍ରିକେଟର ହିସାବରେ ତାଙ୍କର ସୋସିଆଲ ମିଡିଆରେ ପ୍ରଶଂସକ ଅଧିକ। ଏଥିପାଇଁ ଫଟୋ ହେଉ ଅଥବା ଭିଡିଓ, ଶେୟାର କରାଯିବା ମାତ୍ରେ ତାହା ଭାଇରାଲ ହେବାକୁ…

ପ୍ରେମ ପାଇଁ ପରିବାରଲୋକଙ୍କୁ ଏଭଳି ବଡ଼ ମିଛ କହିଥିଲେ ମାଷ୍ଟର ବ୍ଲାଷ୍ଟର; ହଁ ଭରିଥିଲେ ସ୍ତ୍ରୀ ଅଞ୍ଜଳି

ନୂଆଦିଲ୍ଲୀ,୨୫।୫: ବିଶ୍ୱର ମହାନ କ୍ରିକେଟରଙ୍କ ମଧ୍ୟରୁ ଜଣେ ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ନିଜର ଉଲ୍ଲେଖନୀୟ ବ୍ୟାଟିଂ ଯୋଗୁ ସେ କ୍ରିକେଟ ଇତିହାସରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଦିନ ଥିଲା ଯେତେବେଳେ…

ଶେଷରେ ସୁଶୀଲ ଚାକିରିରୁ ନିଲମ୍ବିତ

ନୂଆଦିଲ୍ଲୀ,୨୫।୫: ରେସଲର ସୁଶୀଲ କୁମାରଙ୍କ ସମସ୍ୟା ବଢିବାରେ ଲାଗିଛି। ହତ୍ୟା ମାମଲାରେ ଗିରଫ ହୋଇଥିବା ସୁଶୀଲଙ୍କୁ ଉତ୍ତର ରେଳବିଭାଗ ଦ୍ୱାରା ଚାକିରିରୁ ନିଲମ୍ବିତ କରାଯାଇଛି। ମଙ୍ଗଳବାର ଉତ୍ତର ରେଳବାଇର ସି.ଆର.ପି ଏନେଇ ସୂଚନା ଦେଇଛନ୍ତି। ଦିଲ୍ଲୀ ସରକାରରେ ଡେପୁଟେସନରେ ଥିବା ସୁଶୀଲ…

୧୦ ବର୍ଷ ହେଲା ଖେଳାଳିଙ୍କୁ ମିଳିନାହିଁ ଆଇପିଏଲ୍‌ ବକେୟା ଟଙ୍କା: ଟୁଇଟ୍‌ ଯୋଗେ ବିସିସିଆଇକୁ ପ୍ରଶ୍ନ

ଆଇପିଏଲ ଦୁନିଆର ସବୁଠୁ ବଡ କ୍ରିକେଟ ଲିଗ। ଏଠାରେ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ନିଲାମ ରଖାଯାଉଛି। କିନ୍ତୁ ଏଠାରେ ମଧ୍ୟ ଖେଳାଳିମାନଙ୍କୁ ଦରମା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡୁଛି। ଅଷ୍ଟ୍ରେଲୀୟ କ୍ରିକେଟର ବ୍ରାଡ ହଜ ଦାବି…

ଅନୁଭୂତି ବଖାଣି ପ୍ରବଳ କାନ୍ଦିଲେ ଏହି କ୍ରିକେଟର୍‌: ଜାଣନ୍ତୁ କାହିଁକି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନର କରୋନା ଯୋଗୁ ଅଧାରୁ ସ୍ଥଗିତ ହୋଇଥିଲା। ଅନେକ ଖେଳାଳି ଏବଂ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ଏହି ଟୁର୍ନାମେଣ୍ଟ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଏବେ କ୍ରିକେଟର୍‌ ମାନେ ନିଜ ଘରେ…

କୁନି ଶିଶୁର ଜୀବନ ବଞ୍ଚାଇଲେ ବିରାଟ-ଅନୁଷ୍କା

ମୁମ୍ବାଇ,୨୫।୫: କରୋନାର ଦ୍ୱିତୀୟ ଲହରରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଦେଶର ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ଉଭୟ ମଧ୍ୟ କୋଭିଡ ୧୯ ରିଲିଫ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଏବେ ଏହି…

ହସ୍ପିଟାଲରେ ଭର୍ତ୍ତି ହେଲେ ମିଲ୍‌ଖା ସିଂ

ଚଣ୍ଡିଗଡ଼, ୨୫ା୫ (ପି.ଟି.)- କୋଭିଡ୍‌ରେ ପୀଡ଼ିତ କିମ୍ବଦନ୍ତୀ ଭାରତୀୟ ସ୍ପ୍ରିଣ୍ଟର ମିଲ୍‌ଖା ସିଂ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପୁଅ ତଥା ବିଶିଷ୍ଟ ଗଲ୍ଫ ଖେଳାଳି ଜିଭ୍‌ ମିଲ୍‌ଖା ସିଂ ଏ ବିଷୟ ସୂଚନା ଦେଇଛନ୍ତି। ବୁଧବାର କରୋନା ପଜିଟିଭ୍‌…

ଗିରୋ ଡି’ ଇଟାଲିଆ: ଗୋମେଜ୍‌ ଜିତିଲେ ୧୬ତମ ଷ୍ଟେଜ୍‌

ରୋମ୍‌, ୨୫ା୫: ଗିରୋ ଡି’ଇଟାଲିଆ ସାଇକ୍ଲିଂ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି କଲମ୍ବିଆର ଇଗାନ୍‌ ବର୍ନାଲ ଗୋମେଜ୍‌। ସେ ୪ ଘଣ୍ଟା ୨୨ ମିନିଟ ୪୧ ସେକେଣ୍ଡ ଟାଇମିଂରେ ରେସ୍‌ ଶେଷ କରିଥିଲେ। ସୋମବାର ଏହି ରେସ୍‌ ସାସିଲିଠାରୁ ଆରମ୍ଭ ହୋଇଥିଲା।…

ପିଜିଏ ଟୁର୍ନାମେଣ୍ଟ ଜିତିବାରେ ମିକେଲସନ ସବୁଠାରୁ ବୟସ୍କ

କିଓ୍ବା ଆଇଲାଣ୍ଡ (ୟୁଏସ୍‌), ୨୫ା୫ (ଏପି)- ଆମେରିକାନ ଗଲ୍ଫର ଫିଲ୍‌ ମିକେଲସନ ତାଙ୍କ ୩୦ ବର୍ଷ କ୍ୟାରିୟରରେ ଅନେକ ଥର ପ୍ରଭାବୀ ପ୍ରଦର୍ଶନ କରି ଖେଳପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୫ଥର ପ୍ରମୁଖ ଟୁର୍ନାମେଣ୍ଟ ଜିତିସାରିଥିବା ମିକେଲସନ ଦିନେ ଏଭଳି ଏକ…

ଘରୋଇ କ୍ରିକେଟରଙ୍କୁ ସହାୟତା ଯୋଜନା ଅଧୁରା

ନୂଆଦିଲ୍ଲୀ,୨୫।୫(ପି.ଟି.): କୋଭିଡ୍‌-୧୯ ପାଇଁ ଗତବର୍ଷ ରଣଜୀଟ୍ରଫି ସେସନ ବାତିଲ ହୋଇଥିଲା। ଦେଶର ପ୍ରଥମଶ୍ରେଣୀ କ୍ରିକେଟରଙ୍କୁ ସହାୟତା ତଥା ଅନୁକମ୍ପାମୂଳକ ଅର୍ଥ ପ୍ରଦାନ କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଇତିମଧ୍ୟରେ ଗୋଟିଏ ବର୍ଷ ଅତିବାହିତ…

ସିଏସ୍‌ଏ ଶ୍ରେଷ୍ଠ ପୁରସ୍କାର: ନର୍ଜେ, ମାରକ୍ରାମଙ୍କ ନାମ ସୁପାରିସ

ଜୋହାନ୍ସବର୍ଗ,୨୫।୫(ପି.ଟି.): କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ) ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ଦ୍ରୁତ ବୋଲର ଏନରିଚ୍‌ ନର୍ଜେ ଓ ବ୍ୟାଟ୍ସମ୍ୟାନ ଏଡେନ ମାରାକ୍ରାମ। ପୁରୁସ୍କାର ପାଇଁ ଏହି ଦୁଇ ଖେଳାଳିଙ୍କ ନାମ ସୁପାରିସ କରାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?