୧୨ ଲକ୍ଷ ଟଙ୍କାର ଜରିମାନା ଦେବେ ଏହି କ୍ରିକେଟର୍
ୟୁଏଇ,୨୨।୯: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ସୁପର ରୋମାଞ୍ଚକର ମ୍ୟାଚର ଶେଷ ଓଭରରେ ଯୁବ ବୋଲର କାର୍ତ୍ତିକ ତ୍ୟାଗି ଚମତ୍କାର ବୋଲିଂ କରିଥିଲେ। କିନ୍ତୁ ଏହି ମ୍ୟାଚ ଜିତିବାରେ ରାଜସ୍ଥାନ ରୟାଲ୍ସ…
ଜନ୍ମଦିନରେ ମିଳିଲାନି ସୁଯୋଗ: ଉଠିଲା ପ୍ରଶ୍ନ
ୟୁଏଇ,୨୨।୯: ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ନିଜ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ରାଜସ୍ଥାନ ରୟାଲ୍ସ ବିପକ୍ଷ ପ୍ଲେ -୧୧ରେ କ୍ରିସ ଗେଲଙ୍କୁ ଅନ୍ତର୍ଭୁକ୍ତ କରି ନ ଥିଲେ। କେବଳ ପ୍ରଶଂସକମାନେ ଏଥିରେ ରାଗି ନ ଥିଲେ, ପୂର୍ବତନ ଖେଳାଳି ସୁନୀଲ…
ସବୁ ସୀମା ଟିପଲେ ଏହି କ୍ରିକେଟ୍ଙ୍କ ସ୍ତ୍ରୀ, ଭିଡିଓ ଶେୟାର କରି କହିଲେ…
ଭାରତୀୟ କ୍ରିକେଟ୍ର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ହସିନଙ୍କ ସହ ଶାମିଙ୍କ ବିବାଦକୁ ସମସ୍ତେ ମନେ ରଖିଛନ୍ତି। ସୋସିଆଲ ମିଡିଆରେ ହସିନ ବହୁତ ସକ୍ରିୟ ଅଛନ୍ତି। ଇନଷ୍ଟାଗ୍ରାମରେ ଲଗାତାର ନିଜର ଫଟୋ ଏବଂ ଭିଡିଓ ଶେୟାର…
ପିଠି ଯନ୍ତ୍ରଣାରୁ ଏମିତି ଉପଶମ ପାଇଥିଲେ କୋହଲି
ୟୁଏଇ,୨୨।୯: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କ୍ୟାରିୟରରେ ଏକ ପର୍ଯ୍ୟାୟ ଥିଲା, ଯେତେବେଳେ ସେ ପିଠି ଯନ୍ତ୍ରଣାରେ ଅତ୍ୟଧିକ ଚିନ୍ତିତ ଥିଲେ। କିନ୍ତୁ ଭାରତର ପୂର୍ବତନ ଫିଟନେସ କୋଚ ବାସୁ ଶଙ୍କରଙ୍କ ତତ୍ତ୍ୱାବଧାନରେ ସେ ଏଥିରୁ ମୁକ୍ତି ପାଇବାରେ ସଫଳ ହୋଇଥିଲେ।…
ଧମକ ଦେଲେ ପାକିସ୍ତାନ କ୍ରିକେଟ୍ର: କହିଲେ, ଆମେ ଛାଡିବୁ ନାହିଁ
ଇସଲାମାବାଦ,୨୨।୯: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ନ୍ୟୁଜିଲାଣ୍ଡ କ୍ରିକେଟ ଦଳକୁ ଧମକ ଦେଇଛନ୍ତି। ପାକିସ୍ତାନ ଟୁରରୁ ହଠାତ୍ ପ୍ରତ୍ୟାହାର କରିବା ପରେ ରାଗରେ ନିଆଁବାଣ ଅଛନ୍ତି ଅଖତର। ସେ କ୍ରିକେଟ ପଡ଼ିଆରେ କିୱି ଦଳକୁ ଛାଡିବେ ନାହିଁ ବୋଲ…
ନିଜ କାର୍ ବିକିଲେ ବିରାଟ କୋହଲି: ଦାମ୍ ଶୁଣି ହେବେ ଆଶ୍ଚର୍ଯ୍ୟ
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି କାର୍ କଲେକ୍ସନ କରିବାକୁ ବହୁତ ଭଲ ପାଆନ୍ତି। ତାଙ୍କ ପାଖରେ ବିଭିନ୍ନ କମ୍ପାନୀର କାର୍ ରହିଛି। ଏଥିରେ ଅଡି, ବିଏମଡବ୍ଲୁ ଠାରୁ ଆରମ୍ଭ କରି ଅନେକ କମ୍ପାନୀ ପର୍ଯ୍ୟନ୍ତ କାର ସାମିଲ ଅଛି।…
ଅନ୍ତିମ ଓଭରରେ ବଦଳାଇ ଦେଲେ ମ୍ୟାଚ୍ର ଭାଗ୍ୟ
ଦୁବାଇ,୨୧।୯: ଅନ୍ତିମ ଓଭରରେ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ଦରକାର ଥାଏ ୪ ରନ୍। ଯୁବ ପେସର କାର୍ତ୍ତିକ ତ୍ୟାଗିଙ୍କ ସାମ୍ନାରେ ଥିଲେ ନିକୋଲାଶ ପୁରନ ଓ ଏଡେନ ମାରକ୍ରାମଙ୍କ ଭଳି ସେଟ୍ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ। ଲାଗୁଥିଲା ରାଜସ୍ଥାନ ପାଇଁ…
ପଞ୍ଜାବ ଆଗରେ ୧୮୬ ରନ୍ର କଷ୍ଟସାଧ୍ୟ ବିଜୟଲକ୍ଷ୍ୟ
ଦୁବାଇ,୨୧।୯: ଚଳିତ ଆଇପିଲଏଲରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରଞ୍ଜାବ କିଙ୍ଗ୍ସ ଆଗରେ ୧୮୬ ରନ୍ର ଚ୍ୟାଲେଞ୍ଜିଂ ବିଜୟ ଲକ୍ଷ୍ୟ ଛିଡ଼ା କରିଛି ରାଜସ୍ଥାନ ରୟାଲ୍ସ। ଆମନ୍ତ୍ରଣ ପାଇଥିବା ରାଜସ୍ଥାନକୁ ଇଭିନ ଲୁଇସ (୩୬) ଓ ଯଶସ୍ବୀ ଜୈଶ୍ୱାଲ (୪୯) ଦଳକୁ…
ଚିୟର ଗର୍ଲଙ୍କ ପାଇଁ ବନ୍ଦ ହେଲା ଆଇପିଏଲ୍ ପ୍ରସାରଣ
ନୂଆଦିଲ୍ଲୀ,୨୧।୯: ତାଲିବାନ୍ ନିୟନ୍ତ୍ରଣରେ ଥିବା ଆଫଗାନିସ୍ତାନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ପ୍ରସାରଣ ଉପରେ ରୋକ ଲଗାଇ ଦେଇଛି। ମ୍ୟାଚ୍ ବେଳେ ଷ୍ଟାଡିୟମରେ ମହିଳା ଦର୍ଶକ ଉପସ୍ଥିତ ରହୁଥିବାରୁ ଏଭଳି ପଦକ୍ଷେପ ନେଇଛି ତାଲିବାନ୍। ଆଫଗାନିସ୍ତାନର ଜାତୀୟ ଟିଭି ଚ୍ୟାନେଲ ଆଜି…
ବୋଲିଂ କରିବ ପଞ୍ଜାବ
ଦୁବାଇ,୨୧।୯: ଚଳିତ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ପଞ୍ଜାବ କିଙ୍ଗ୍ସ ପ୍ରଥମ ଦଳ ଭାବେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ପିଚ୍ରେ ଘାସ ଥିବାରୁ ଆରମ୍ଭରୁ ବ୍ୟାଟ୍ସମ୍ୟାନଙ୍କ ପାଇଁ ପେସରଙ୍କୁ ଖେଳିବା କଷ୍ଟକର ହୋଇପଡ଼ିବ। ଏଥିଯୋଗୁ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସ ଦଳକୁ…
‘ଆମ ସହ କିଛି ଠିକ୍ କଲେ ନାହିଁ’
ଲାହୋର,୨୧।୯: ସୁରକ୍ଷାଜନିତ ସଙ୍କଟ ଦର୍ଶାଇ ପାକିସ୍ତାନ ଗସ୍ତରୁ ନ୍ୟୁଜିଲାଣ୍ଡ ଫେରିଯିବା ପରେ ଅକ୍ଟୋବରରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ସିରିଜ୍କୁ ବାତିଲ କରିଦେଇଛି ଇଂଲଣ୍ଡ। ଏହା ଉପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ମୁ୍ଖ୍ୟ ରମିଜ ରାଜା।…
ଆର୍ସିବି ୯୨ରନ୍ କରିବା ପରେ ଚର୍ଚ୍ଚାରେ ଦୀପିକା; ୧୧ ବର୍ଷ ପୂର୍ବ…
ନୂଆଦିଲ୍ଲୀ,୨୧।୯: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଆଇପିଏଲ୍ ଆରମ୍ଭ ଦିନରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଟିମ୍ର ବଡ଼ ପ୍ରଶଂସିକା। ଷ୍ଟାଡିୟମରେ ପହଞ୍ଚି ଆର୍ସିବି ମ୍ୟାଚ୍ ଦେଖିବାଠାରୁ ଆରମ୍ଭ କରି ଦଳର ବିଜୟରେ ଟୁଇଟ୍ କରି ଖୁସିବ୍ୟକ୍ତ କରନ୍ତି ସେ। ତେବେ ସୋମବାର…

