ଖେଳ

କୋହଲିଙ୍କୁ ନେଇ ଫିଟିଲା ଗୁମର: ଅଧିନାୟକ ପଦ ଛାଡିବାକୁ କହିଥିଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ,୨୩।୯: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ ଖୁଲାସା ହୋଇଛି। ନିକଟରେ ବିରାଟ କୋହଲି ଭାରତର ଟି-୨୦ ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ବିରାଟ କୋହଲିଙ୍କୁ…

ହିଟ୍‌ମ୍ୟାନ୍‌ଙ୍କୁ ଦେଖି କାନ୍ଦି ପକାଇଲେ ଏହି ଯୁବକ,କହିଲେ ଭଗବାନ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଓପନର୍‌ ରୋହିତ ଶର୍ମା ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି। କ୍ରିକେଟ ପଡ଼ିଆରେ ତାଙ୍କର ରେକର୍ଡ ମଧ୍ୟ ଜବରଦସ୍ତ ରହିଛି ଏବଂ ସେଥିପାଇଁ ତାଙ୍କୁ ‘ହିଟମ୍ୟାନ’ କୁହାଯାଏ ।…

ହାଇଦ୍ରାବାଦ ପିଛା ଛାଡ଼ୁନି ପରାଜୟ

ଦୁବାଇ,୨୨।୯: ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ଅତିସହଜରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୧୩୫ ରନ୍‌ର ମାମୁଲି ବିଜୟ ଲକ୍ଷ୍ୟକୁ ୧୭.୫ ଓଭରରେ ୨ ଉଇକେଟ ହାସଲ କରି ନେଇଥିଲା। ଏହି ବିଜୟ ସହ ରିଷଭ…

‘ନ୍ୟୁଜିଲଣ୍ଡକୁ ପଠାଯାଇଥିବା ଧମକପୂର୍ଣ୍ଣ ଇମେଲ୍‌ ପଛରେ ଭାରତର ଲିଙ୍କ୍‌’

ଇସ୍‌ଲାମାବାଦ,୨୨।୯: ସୁରକ୍ଷାଗତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ବଦେଶ ଫେରିଯାଇଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ତେବେ ଏହି ଗସ୍ତ ବାତିଲ ହେବା ପଛରେ ଭାରତର ଲିଙ୍କ୍‌ ରହିଛି ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ କହିଛନ୍ତି। ନ୍ୟୁଜିଲାଣ୍ଡ…

ବାର୍ଷିକ ଆୟରେ ମେସିଙ୍କୁ ପଛରେ ଛାଡ଼ିଲେ ରୋନାଲ୍ଡୋ

ଲଣ୍ଡନ,୨୨।୯: ଫୋର୍ବସ ପକ୍ଷରୁ ୨୦୨୧ର ଧନୀ ଫୁଟବଲରଙ୍କ ତାଲିକା ଘୋଷଣା କରାଯାଇଛି। ଏଥିରେ କ୍ରିଷ୍ଟିଆନ ରୋନାଲ୍ଡୋ ଶୀର୍ଷରେ ରହିଛନ୍ତିି। ଚଳିତ ବର୍ଷ ସେ ୧୨୫ ମିଲିୟନ ଡଲାର ଆୟ କରିଛନ୍ତି। ବର୍ଷକୁ ସର୍ବାଧିକ ଆୟ କରିଥିବା ଫୁଟ୍‌ବଲରଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ…

ହାଇଦ୍ରାବାଦ୍‌କୁ ୧୩୪ ରନ୍‌ରେ ରୋକି ଦେଲା ଦିଲ୍ଲୀ

ଦୁବାଇ,୨୨।୯: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ସନରାଇଜର୍ସ ହାଇଦ୍ରାବାଦ୍‌ ଅଧିନାୟକ କେନ ଓ୍ବିଲିୟମସନ। କିନ୍ତୁ ପ୍ରତିପକ୍ଷ ଦଳର ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ସନରାଇଜର୍ସ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫଳରେ ହାଇଦ୍ରାବାଦ୍‌ ୨୦ ଓଭରରେ ୯…

ଦିଲ୍ଲୀ ଦଳରେ ସ୍ଥାନ ପାଇଲେ ନାହିଁ ବରିଷ୍ଠ ଖେଳାଳି

ଦୁବାଇ,୨୨।୯: ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌ ଦଳର ଅଧିନାୟକ କେନ ଓ୍ବିଲିୟମସନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ସିଜନରେ ଅଧିନାୟକ ପଦ ହରାଇଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଦଳରେ ଯାଗା ମିଳିଛି। ତାଙ୍କ ସହ ଜାସନ…

ଚିନ୍ତିତ ହେବାର ଆବଶ୍ୟକତା ନାହିଁ

ଦୁବାଇ,୨୨।୯: ସନରାଇଜର୍ସ ହାଇଦ୍ରାବଦ୍‌ (ଏସ୍‌ଆର୍‌ଏଚ୍‌) ଦଳର ପେସର ଟି ନଟରାଜନ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ଯୋଗୁ ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଉପରେ ଛାୟୀ ହୋଇଯାଇଥିଲା କଳା ବାଧଲ। କିନ୍ତୁ ନଟରାଜନଙ୍କ ସଂସ୍ପର୍ଶରେ ଆସିଥିବା ଅଲରାଉଣ୍ଡର ବିଜୟ…

ଦୁଇ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ ଖେଳାଳିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ଆଣ୍ଟିଗୁଆ,୨୨।୯: ପୂର୍ବତନ ଓ୍ବେଷ୍ଟଇଣ୍ଡିଆନ ଅଲରାଉଣ୍ଡର ମାର୍ଲୋନ ସାମୁଏଲ୍ସ ଟି୧୦ ଲିଗ୍‌ରେ ଖେଳୁଥିବା ବେଳେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି। ଅଭିଯୋଗର ତଦନ୍ତ ବେଳେ ସେ କୌଣସି ସହଯୋଗ ନ କରିବାରୁ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ନୋଟିସ…

ଆଇପିଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ବି କରୋନା ଏଣ୍ଟ୍ରି: ଜଣେ ଖେଳାଳି ପଜିଟିଭ୍‌ ଚିହ୍ନଟ

ୟୁଏଇ,୨୨।୯: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳି କରୋନା ପଜିଟିଭ ବୋଲି ଜଣାପଡିଛି। ଫଳରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୬ ଖେଲାଳିଙ୍କୁ ଆସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସନ୍ଧ୍ୟା ୭.୩୦ରୁ ଦୁବାଇରେ ଦିଲ୍ଲୀ ଏବଂ…

କାର୍ତ୍ତିକ ତ୍ୟାଗି, ‘ନାମ୍‌ ତୋ ସୁନା ହୋଗା’; କିଛି ଏଭଳି ଥିଲା ଫାର୍ମରେ କାମ କରିବାଠାରୁ ଚର୍ଚ୍ଚିତ ପେସରର ଯାତ୍ରା..

ନୂଆଦିଲ୍ଲୀ,୨୨।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ବାଜିମାତ କରିଥିଲା। ଏହି ବିଜୟ ପରେ ଚର୍ଚ୍ଚାରେ ଭାରତର ଯୁବ ପେସର କାର୍ତ୍ତିକ ତ୍ୟାଗି। ସେ ମ୍ୟାଚ୍‌ର ଶେଷ ଓଭରରେ ଦୁଇ ଉଇକେଟ ନେଇ ମ୍ୟାଚ୍‌ର ଭାଗ୍ୟ ବଦଳାଇ…

ଆଇପିଏଲରେ କୋହଲିଙ୍କ ଉତ୍ତରାଧିକାରୀ କିଏ

ୟୁଏଇ,୨୨।୯: ୟୁଏଇରେ ଚାଲିଥିବା ଆଇପିଏଲ ୨୦୨୧ର ମଝିରେ ବିରାଟ କୋହଲିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ଅଧିନାୟକ ପଦରୁ ହଟାଯାଇପାରେ। ଏନେଇ ଚର୍ଚ୍ଚା ଲାଗି ରହିଛି। ସୋମବାର ଆବୁଧାବିରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଆରସିବି ବିରାଟ କୋହଲିଙ୍କ ଆତ୍ମସମର୍ପଣ ଦେଖିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?