ଖେଳ

ଏହି ଭାରତୀୟ ଖେଳାଳିଙ୍କୁ ଦେଖି ଥରହର ପାକିସ୍ତାନ: ଟି-୨୦ ବିଶ୍ୱକପ୍‌ ସାବ୍ୟସ୍ତ ହୋଇପାରନ୍ତି ‘ଡେଞ୍ଜର ମ୍ୟାନ୍‌’

ଇସଲାମାବାଦ୍‌,୨୦।୯: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆ ଅକ୍ଟୋବର ୨୪ରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷ ଉଦଘାଟନୀ ମ୍ୟାଚ ଖେଳିବ। ଜଣେ ଭାରତୀୟ ଖେଳାଳି ଯିଏ ଏହି ଟୁର୍ନାମେଣ୍ଟରେ ବିରୋଧୀ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି।…

ସଙ୍କଟରେ ପାକିସ୍ତାନ କ୍ରିକେଟ

ଲଣ୍ଡନ,୨୧।୯: ସୁରକ୍ଷାଗତ କାରଣ ଦର୍ଶାଇ ପାକିସ୍ତାନରୁ ନ୍ୟୁଜିଲାଣ୍ଡ ଫେରିବାର ୩ ଦିନ ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)କୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ପରବର୍ତ୍ତୀ ମାସରେ ଇଂଲଣ୍ଡର ଉଭୟ ପୁରୁଷ ଓ ମହିଳା ଦଳ ପାକିସ୍ତାନ ଗସ୍ତରେ ଆସି ଅନ୍ତର୍ଜାତୀୟ…

କୋହଲିଙ୍କ ପାଇଁ ଭୁଲି ଯିବାର ଦିନ

ଆବୁ ଧାବି,୨୦।୯: ସ୍ଥାନୀୟ ଆବୁଧାବିଠାରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରକୁ ୧୦ ଓଭର ପୂର୍ବରୁ ୯ ଉଇକେଟରେ ହରାଇ ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। କେବଳ ଟସ୍‌କୁ ଛାଡ଼ି ଦେଲେ ବିରାଟ କୋହଲିଙ୍କ ପାଇଁ ପୂରା ଦିନ…

୧୦୦ ଭିତରେ ଅଲଆଉଟ୍‌ ହେବାରେ ଆର୍‌ସିବିର ଛକା

ଆବୁ ଧାବି,୨୦।୯: ସ୍ଥାନୀୟ ଆବୁଧାବି ଅନ୍ତର୍ଜାତୀୟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ଆଇପିଏଲ ମ୍ୟାଚ୍‌ରେ ମାତ୍ର ୯୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆର୍‌ସିବି)। ଆଇପିଏଲ ଇତିହାସରେ ୬ଷ୍ଠ ଥର ପାଇଁ ବାଙ୍ଗଲୋର…

ଆରମ୍ଭରୁ ଚିତପଟାଙ୍ଗ ହୋଇ ପଡ଼ିଲା ଆର୍‌ସିବି

ଆବୁ ଧାବି,୨୦।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଚିତପଟାଙ୍ଗ ହୋଇ ପଡ଼ିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆର୍‌ସିବି)। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ମାତ୍ର ୯୨ ରନ୍‌ରେ ଅଲଆଉଟ୍‌ କରି ଦେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ବୋଲରମାନେ।…

ଶସ୍ତାରେ ଚାଲିଗଲେ କୋହଲି, ଖାତା ଖୋଲିପାରିଲେନି ଡିଭିଲର୍ସ

ଆବୁ ଧାବି,୨୦।୯: ଏଠାରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ଚାଲିଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏପର୍ଯ୍ୟନ୍ତ ୧୦ ଓଭରରେ ୪ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହରାଇ ମାତ୍ର ୫୪ ରନ୍‌…

କୋହଲିଙ୍କ ନିଷ୍ପତ୍ତିକୁ ନେଇ ଖୁସି ନାହାନ୍ତି ସେହ୍ବାଗ; ଦେଲେ ଏଭଳି ବଡ଼ ବୟାନ

ନୂଆଦିଲ୍ଲୀ,୨୦।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି। ନିକଟରେ ଜାତୀୟ ଟି୨୦ ଦଳର ଅଧିନାୟକ ପଦରୁ ଓହରିବାକୁ ନେଇ ସେ ନିଷ୍ପତ୍ତି ନେଇଥିବା ବେଳେ ଏବେ କୋହଲିଙ୍କ ଏହି ଘୋଷଣା…

ପ୍ରଥମେ ବ୍ୟାଟିଂ କରିବ ଆର୍‌ସିବି

ଆବୁ ଧାବି,୨୦।୯: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ଦଳର ଅଧିନାୟକ ବିରାଟ କୋହଲି। ତେବେ କୋହଲିଙ୍କ ନେତୃତ୍ୱାଧୀନ ଦଳ ଏହି ମ୍ୟାଚ୍‌ରେ ସବୁଜ…

ବାରବାଟୀରେ ଟି୨୦ ମ୍ୟାଚ୍‌

କଟକ,୨୦।୯: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃୟାରୀ ୧୫ ତାରିଖରେ ଟିମ୍‌ ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଏହା ସ୍ପଷ୍ଟ କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା। ୨୦୨୨ ଫେବୃୟାରୀରେ ଓ୍ବେଷ୍ଟଇଣ୍ଡିଜ ସୀମିତ ଓଭର ବିଶିଷ୍ଟ…

ରନ୍‌ଆଉଟ୍‌ ହେବା ପରେ ସାଥୀ ଖେଳାଳିଙ୍କ ମୁହଁକୁ ଫୋପାଡିଲେ ବ୍ୟାଟ୍‌, ଆଉ ତା’ପରେ…

ୟୁଏଇ,୨୦।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ଆଜିକାଲି ୟୁଏଇରେ ଅଛନ୍ତି। ସେ ଷ୍ଟାର ସ୍ପୋର୍ଟସର କମେଣ୍ଟ ପ୍ୟାନେଲରେ ସାମିଲ ଅଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏଭଳି ଏକ ଭିଡିଓ ଶେୟାର କରିଛନ୍ତି,…

କୋହଲିଙ୍କ ପାଇଁ ଆଜି ଖାସ୍‌ ଦିନ: ଜାଣନ୍ତୁ କାହିଁକି

ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ, ତିନିଥର ଫାଇନାଲିଷ୍ଟ ଆରସିବି ଆଜି ଦୁଇଥର ଚାମ୍ପିଅନ କେକେଆର୍‌ ସହିତ ମୁହାଁମୁହିଁ ହେବେ। ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲି ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପରେ ଆରସିବି ଅଧିନାୟକତ୍ୱ ଛାଡିବେ ବୋଲି ଘୋଷଣା କରି…

ସୁରେଶ ରାଇନାଙ୍କୁ ଲାଗିଲା ଡବଲ୍‌ ଝଟ୍‌କା

ୟୁଏଇ,୨୦।୯: ଆଇପିଏଲ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କ ସହ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?