ଖେଳ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଶେୟାର କରି ଇଂଲଣ୍ଡକୁ ସମାଲୋଚନା କଲେ ସେହ୍ବାଗ: ଭାଇରାଲ ହେଉଛି ପୋଷ୍ଟ

ଓଭାଲ୍‌,୭।୯: ଲିଡ୍ସ ଟେଷ୍ଟ ହାରିବା ପରେ ଓଭାଲରେ ଭାରତ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ଇନିଂସରେ ୯୯ ରନ ପଛରେ ରହିବା ସତ୍ତ୍ୱେ ଭାରତ ୧୫୭ ରନରେ ଓଭାଲ ଟେଷ୍ଟକୁ କବଜା କରିଛି। ଖେଳର ଶେଷ ଦିନରେ ଭାରତକୁ ୧୦…

୨୪୩୩ ଟେଷ୍ଟ ମ୍ୟାଚ୍‌ ପରେ ପ୍ରଥମଥର ପାଇଁ କ୍ରିକେଟ୍‌ ପଡିଆରେ ଘଟିଲା ଏମିତି

ଓଭାଲ୍‌,୭।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୫୭ ରନରେ ପରାସ୍ତ କରିଛି। ମ୍ୟାଚ ଜିତିବା ପାଇଁ ଇଂଲଣ୍ଡକୁ ୩୬୮ ରନର ଟାର୍ଗେଟ ଥିବାବେଳେ ଦଳ ମାତ୍ର ୨୧୦ ରନ୍‌ରେ…

‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ପୁରସ୍କାର ପାଇବାକୁ ନେଇ ଖୁସି ନାହାନ୍ତି ରୋହିତ ଶର୍ମା: କାରଣ ଜାଣିଲେ କହିବେ ବାଃ ବାଃ

ଓଭାଲ୍‌,୭।୯: ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ଶତକ ହାସଲ କରି ଭାରତର ଐତିହାସିକ ବିଜୟର ମୂଳଦୁଆ ପକାଇଥିବା ଓପନର୍‌ ରୋହିତ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ବିଜୟ ପରେ ରୋହିତ କହିଛନ୍ତି ଯେ, ତାଙ୍କ ଠାରୁ ଅଧିକ ଅନ୍ୟ…

ପାକିସ୍ତାନକୁ ପଛରେ ପକାଇ ଭାରତ ନମ୍ବର ୧

ଓଭାଲ୍‌,୭।୯: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଦ୍ୱିତୀୟ ସିଜନରେ ଭାରତ ପାକିସ୍ତାନକୁ ପଛରେ ପକାଇ ଭାରତ ନମ୍ବର ୧ ସ୍ଥାନକୁ ଉନ୍ନୀତ ହୋଇଛି। ଇଂଲଣ୍ଡ ବିପକ୍ଷରେ ଓଭାଲ ଟେଷ୍ଟ ଜିତି ଭାରତ ଏହି ସ୍ଥାନ ହାସଲ କରିଛି। ଭାରତ ୫ ମ୍ୟାଚ୍‌ ବିଶିଷ୍ଟ…

ଏହି ବ୍ୟାଟ୍ସମ୍ୟାନଙ୍କ ଉଇକେଟ ନେଇ ଶାର୍ଦ୍ଦୁଳ ଦେଇଥିଲେ ବ୍ରେକ୍‌ ଥ୍ରୁ

ଲଣ୍ଡନ,୬।୯: ଓଭାଲ ଟେଷ୍ଟର ପଞ୍ଚମ ଦିନରେ ଆସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୭୭/୦ରୁ ଇଂଲଣ୍ଡ ଖେଳ ଆରମ୍ଭ କରିଥିଲା। ଦୁଇ ଓପନର ରୋରି ବନର୍‌ସ ଓ ହାସିମ ହମିଦ ଦମ୍‌ଦାର ପ୍ରଦର୍ଶନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ୧୦୦…

ଓଭାଲ ଟେଷ୍ଟ: ଇଂଲଣ୍ଡକୁ ହରାଇଲା ଟିମ୍‌ ଇଣ୍ଡିଆ

ଲଣ୍ଡନ,୬।୯: ପ୍ରଥମ ଇନିଂସରେ ୯୯ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଶେଷରେ ବାଜିମାତ୍‌ କରିଛି। ଓଭାଲ ଟେଷ୍ଟର ପଞ୍ଚମ ଦିନରେ ୧୫୭ ରନ୍‌ରେ ଇଂଲଣ୍ଡକୁ ହରାଇ ଦେଇଛି। ଏଥିସହ ସିରିଜରେ ୨-୧ରେ ଆଗୁଆ ହୋଇଛି ଟିମ୍‌ ଇଣ୍ଡିଆ। ପଞ୍ଚମ ତଥା…

ଇଂଲଣ୍ଡର ପଡ଼ିଲା ୮ ଉଇକେଟ

ଲଣ୍ଡନ,୬।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଓଭାଲ ଟେଷ୍ଟରେ ଭାରତର ବିଜୟ ନିଶ୍ଚିତ ଭଳି ଲାଗୁଛି। ଶାର୍ଦୁଲ ଠାକୁର ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କ ଉଇକେଟ ନେବାପରେ ଘରୋଇ ଦଳ ଅଡୁଆରେ ପଡିିଛି। ରୁଟ୍‌ ୭୮ ବଲ ଖେଳି ୩୬…

ପରାଜୟ ମୁହାଁ ଇଂଲଣ୍ଡ

ଲଣ୍ଡନ,୬।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଓଭାଲ ଟେଷ୍ଟ ଏବେ ନିର୍ଣ୍ଣାୟକ ମୋଡ଼ରେ। ଇଂଲଣ୍ଡ ହାତରେ ମ୍ୟାଚ ବଞ୍ଚାଇବା ପାଇଁ ରହିଛି ୪ ଉଇକେଟ୍‌ । ଅଧିନାୟକ ଜୋ ରୁଟ୍‌ ଏବେ ମଧ୍ୟ କ୍ରିଜ୍‌ରେ ଅଛନ୍ତି। କିନ୍ତୁ ମ୍ୟାଚରେ ଆହୁରି…

ଭାରତକୁ ପ୍ରଥମ ସଫଳତା: ଇତିହାସ ରଚିବାକୁ ଆବଶ୍ୟକ ୯ ଉଇକେଟ୍‌

ଓଭାଲ,୬।୯: ଓଭାଲରେ ଖେଳାଯାଉଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନର ଖେଳ ଆରମ୍ଭ ହୋଇଛି। ପଞ୍ଚମ ଦିନରେ ଇଂଲଣ୍ଡ ଗୋଟିଏ ଉଇକେଟ ହରାଇ ୧୧୦ରୁ ଅଧିକ ରନ ସଂଗ୍ରହ କରିଛି। ଏବେହାସିବ ହମିଦ ଏବଂ ଡେଭିଡ ମଲାନ…

ଟି-୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ପାକିସ୍ତାନ: ପ୍ରଥମଥର ପାଇଁ ଦଳରୁ ବାଦ୍‌ ପଡିଲେ ଏହି ଖେଳାଳି

ଇସଲାମାବାଦ,୬।୯: ଆଗାମୀ ଆଇସିସି ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ନିଜର ୧୫ ଜଣିଆ ଦଳ ଘୋଷଣା କରିଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ପାକିସ୍ତାନ ତିନିଜଣ ରିଜର୍ଭ ଖେଳାଳିଙ୍କୁ ମଧ୍ୟ ଚୟନ କରିଛି। ୟୁଏଇ ଏବଂ ଓମାନରେ…

ରୋହିତଙ୍କ ଶତକ ପୂରଣ ଦେଖି ସ୍ତ୍ରୀ କଲେ ଏମିତି କାମ

ଓଭାଲ,୬।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଓପନର୍‌ ରୋହିତ ଶର୍ମା ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ବିଦେଶୀ ମାଟିରେ ଅର୍ଜନ କରିଥିଲେ। ରୋହିତଙ୍କ ଏହି ଶତକ ଟିମ ଇଣ୍ଡିଆର ବିଜୟର ଆଶା ବଢାଇ ଦେଇଛି।…

ଚହଲ-ଧନଶ୍ରୀଙ୍କ ମଧ୍ୟରେ ଝଗଡା!

ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଉଭୟ ନିଜ ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ସେମାନଙ୍କର ପ୍ରତ୍ୟେକ ଭିଡିଓ ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?