ଖେଳ

ଆଇପିଏଲ ଛାଡ଼ି ସ୍ବଦେଶ ଫେରିଲେ ଷ୍ଟାର ବିଦେଶୀ ଖେଳାଳି

ଆବୁଧାବି, ୨୪।୯: ଚଳିତ ଆଇପିଏଲ ସିଜନରେ ସଂଘର୍ଷ କରୁଥିବା ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌)କୁ ଗୁରୁବାର ଏକ ଶକ୍ତ ଧକ୍କା ଲାଗିଛି। ବାପାଙ୍କ ମୃତ୍ୟୁ କାରଣରୁ ହାଇଦ୍ରାବାଦ୍‌ ଦଳର ଷ୍ଟାର ବିଦେଶୀ ଖେଳାଳି ଶେର୍ଫାନେ ରଦରଫର୍ଡ ସ୍ବଦେଶ ଫେରିଛନ୍ତି। ଏ ନେଇ ଫ୍ରାଞ୍ଚାଇଜ…

ମୁମ୍ବାଇର ନିଦ ହଜାଇ ଦେଲା ନାଇଟ୍‌ ରାଇଡର୍ସ

ଆବୁଧାବି, ୨୩।୯: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ନିଦ ହଜାଇ ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ଆବୁଧାବି ଗ୍ରାଉଣ୍ଡରେ ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୫୬ ରନ୍‌ର ବିଜୟ ଲକ୍ଷ୍ୟକୁ ଅତିସହଜରେ ୧୫.୧ ଓଭରରେ ୩ ଉଇକେଟରେ ହରାଇ ହାସଲ କରି…

ବିସ୍ଫୋରକ ଓପନିଂ ପାର୍ଟନରଶିପ୍‌ ସତ୍ତ୍ୱେ ଭଲ ସ୍କୋର ଛିଡ଼ା କରିପାରିଲାନି ମୁମ୍ବାଇ

ଆବୁଧାବି,୨୩।୯: ଏଠାରେ ଗୁରୁବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଗରେ ଛିଡ଼ା କରିଛି ୧୫୬ ରନ୍‌ର ବିଜୟ ଲକ୍ଷ୍ୟ। ମୁମ୍ବାଇକୁ ଭଲ ଆରମ୍ଭ ଦେଇଥିଲା ଅଧିନାୟକ…

ଇନ୍‌ଷ୍ଟା ପୋଷ୍ଟ ପାଇଁ ଫସିଲେ ଷ୍ଟାର ଅଲରାଉଣ୍ଡର

ଆବୁଧାବି,୨୩।୯: ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଅଡ଼ୁଆରେ ପଡ଼ିଛନ୍ତି ପଞ୍ଜାବ କିଙ୍ଗ୍ସ ଅଲରାଉଣ୍ଡର ଦୀପକ ହୁଡା। ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କାରଣରୁ ସେ ମ୍ୟାଚ୍‌ ଫିକ୍ସିଂରେ ଲିପ୍ତ ଥାଇ ପାରନ୍ତି ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଶବିର ହୁସେନ ଶେଖଦମ…

କେକେଆର ଭର୍ସସ୍‌ ୧୦୦୦

ଆବୁ ଧାବି,୨୩।୯: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଗୁରୁବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ୩୦ ବଲରେ ୩୩ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସ ଅବସରରେ କେକେଆର୍‌ ବିପକ୍ଷରେ ୧ ହଜାର ରନ୍‌ ପୂରଣ କରିଛନ୍ତି ହିଟ୍‌…

‘କେହି ଭାରତ ଯିବାକୁ ମନା କରିପାରିବେ ନାହିଁ’

ମେଲବୋର୍ନ,୨୩।୯: କୌଣସି ଦଳ ଭାରତକୁ ଗସ୍ତ କରିବାକୁ ମନା କରିବେ ନାହିଁ। କିନ୍ତୁ ପାକିସ୍ତାନ ଓ ବାଂଲାଦେଶ ଗସ୍ତକୁ ବାତିଲ କରିବା ଖେଳାଳି ଓ ସଂଗଠନଙ୍କ ପକ୍ଷେ ସହଜ ହୋଇପଡ଼ିଛି। ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ଦଳ ପାକିସ୍ତାନ ଗସ୍ତକୁ ବାତିଲ କରିବା…

ଫେରିଲେ ରୋହିତ, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଆବୁ ଧାବି,୨୩।୯: ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବିପକ୍ଷରେ ଗୁରୁବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଅଧିନାୟକ ଇଆନ ମୋର୍ଗାନ। ପିଚ୍‌ରେ ଘାସ ଥିବାରୁ ପେସରଙ୍କୁ ଯଥେଷ୍ଟ ସହାୟତା ମିଳିବାର ସମ୍ଭାବନା…

ମୁହଁ ଖୋଲିଲେ ଶ୍ରେୟାସ: ଅଧିନାୟକ ପଦକୁ ନେଇ କହିଲେ…

ୟୁଏଇ,୨୩।୯: ଦିଲ୍ଲୀ କ୍ୟାପିଟାଲ୍ସର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ଅଧିନାୟକ ପଦକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି। ଆୟର୍‌ କହିଛନ୍ତି ଯେ, ସେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୧) ରେ ଦିଲ୍ଲୀ ଅଧିନାୟକ ରିଷଭ ପନ୍ତଙ୍କୁ ଭଲ ପାଆନ୍ତି…

ସୁରକ୍ଷା ଆଳରେ ୨୭ ଲକ୍ଷ ଟଙ୍କାର ବିରିୟାନୀ ଖାଇଗଲେ ପୋଲିସକର୍ମୀ, ଚିନ୍ତାରେ ପାକିସ୍ତାନ କ୍ରିକେଟ ବୋର୍ଡ…

କରାଚି,୨୩।୯: ପାକିସ୍ତାନ ବିପକ୍ଷରେ ୩ ଦିନିକିଆ ସହ ୫ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥାନ୍ତା ନ୍ୟୁଜିଲ୍ୟାଣ୍ଡ। ହେଲେ ପ୍ରଥମ ଦିନିକିଆ ଟସ୍‌ର କିଛି ମିନିଟ୍‌ ପୂର୍ବରୁ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ବଦେଶ ଫେରିଯାଇଥିଲା। ଏହି ସିରିଜ ପାଇଁ ପାକିସ୍ତାନ କ୍ରିକେଟ…

ବୁଲେଟ୍‌ ବେଗରେ ବୋଲିଂ କରୁଛନ୍ତି ଏହି ବୋଲର୍‌: ଆଇପିଏଲ୍‌ରେ ରଚିଲେ ଇତିହାସ

ୟୁଏଇ,୨୩।୯: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ ଫାଷ୍ଟ ବୋଲର ଅନରିଚ ନର୍ଟଜେ ପୁଣି ଚର୍ଚ୍ଚାରେ ଅଛନ୍ତି। ଦିଲ୍ଲୀ ବୋଲର ନର୍ଟଜେ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ଖେଳିବାକୁ ବଞ୍ଚିତ ହୋଇଥିଲେ। ୟୁଏଇର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟାବର୍ତ୍ତନ କରିଥିବା ନର୍ଟଜେ ବର୍ତ୍ତମାନ ବୁଲେଟ ବେଗରେ…

ଧାଓ୍ବନଙ୍କ ଧମାଲ ଜାରି: ଅରେଞ୍ଜ କ୍ୟାପ୍‌ ରେସ୍‌ରେ ରାହୁଲଙ୍କୁ ପଛରେ ପକାଇଲେ

ୟୁଏଇ,୨୩।୯: ଆଇପିଏଲ ୨୦୨୧ରେ ଶିଖର ଧାୱନଙ୍କ ଶାସନ ପୁଣି ଥରେ ଜଲଓ୍ବା ଦେଖାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୪୨ ରନର ଇନିଂସ ଖେଳି ପୁଣିଥରେ ଅରେଞ୍ଜ୍‌ କ୍ୟାପକୁ ନିଜ କବ୍ଜାକୁ ନେଇଛନ୍ତି। ଧାୱନ ପଞ୍ଜାବ କିଙ୍ଗ୍ସର ଅଧିନାୟକ…

ଏକ୍ସବୟଫ୍ରେଣ୍ଡଙ୍କୁ ଏବେ ବି ଭୁଲିନାହାନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତ ବର୍ଷ ସର୍ବିଆ ମଡେଲ ତଥା ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ। ଯଦିଓ ବହୁତ କମ ଲୋକ ଜାଣନ୍ତି ଯେ ହାର୍ଦ୍ଦିକଙ୍କ ପୂର୍ବରୁ ନତାଶା ଜଣେ ଟିଭି ଅଭିନେତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?