ଇତିହାସ ରଚିଲେ ମନ୍ଧାନା
ସିଡନୀ,୧।୯: ଅଷ୍ଟ୍ରେଲିଆ ବିପକ୍ଷ ଡେ’ ନାଇଟ ଟେଷ୍ଟରେ ଶତକ ହାସଲ କରି ଭାରତର ଓପନର୍ ସ୍ମୃତି ମନ୍ଧାନା ଇତିହାସ ସୃଷ୍ଟି କରିଛନ୍ତି। ସେ ଡେ’ ନାଇଟ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିବା ଭାରତର ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି। ଏହା…
୯୬ ମିଟର ଛକା ମାରି ମ୍ୟାଚ୍ ଜିତାଇଲେ ଧୋନୀ, ପ୍ରଶଂସକ କହିଲେ…
ଶାରଜା,୧।୧୦: ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୬ଟି ଉଇକେଟରେ ପରାସ୍ତ କରିଛି।ଏହି ବିଜୟ ସହିତ ମହେନ୍ଦ୍ର ସିଂ ଧୋନୀଙ୍କ ସିଏସକେ ଚଳିତ ସିଜିନର ପ୍ଲେ ଅଫରେ ସ୍ଥାନ ପାଇବାରେ ପ୍ରଥମ ଦଳ ହୋଇପାରିଛି। ଧୋନୀ…
ବୋଲରଙ୍କୁ ଚ୍ୟାଲେଞ୍ଜ୍ ଦେଲେ ଶେୟାସ
ଶାରଜା,୧।୧୦: ଆଇପିଏଲ ୨୦୨୧ରେ ଶ୍ରେୟସ ଆୟାର ବ୍ୟାଟିଂରେ କମାଲ୍ କରିଛନ୍ତି। ତିନି ନମ୍ବରରେ ବ୍ୟାଟିଂ କରି ତିନୋଟି ମ୍ୟାଚରେ ୯୧ ରନ ସଂଗ୍ରହ କରି ଦିଲ୍ଲୀକୁ ଦୁଇଟି ମ୍ୟାଚ ଜିତିବାରେ ସାହାଯ୍ୟ କରିଥିଲେ। କାନ୍ଧରେ ଆଘାତ ହେତୁ ଶ୍ରେୟସ ଆଇପିଏଲ୍ ପ୍ରଥମ…
ଆଇପିଏଲ୍ ଅଧାରୁ ଛାଡି ପଳାଇଲେ ‘ୟୁନିଭର୍ସ ବସ୍’: ଜାଣନ୍ତୁ କାହିଁକି
ଦୁବାଇ,୧।୧୦: ଆଇପିଏଲ ୨୦୨୧ରେ ପଞ୍ଜାବ କିଙ୍ଗସକୁ ଏକ ବଡ଼ ଝଟ୍କା ଲାଗିଛି। କୋଲକାତା ନାଇଟ ରାଇଡର୍ସ ବିପକ୍ଷ ଆଜିର ମ୍ୟାଚ ପୂର୍ବରୁ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଆଇପିଏଲରୁ ଓହରି ଯାଇଛନ୍ତି। ବାୟୋ-ବବଲ ଥକ୍କା କାରଣରୁ ସେ ଆଇପିଏଲରୁ ଓହରିଯିବାକୁ…
ମନର ଯନ୍ତ୍ରଣା ବଖାଣିଲେ ଧୋନୀ
ଶାରଜା,୧।୧୦: ଚେନ୍ନାଇ ସୁପର କିଙ୍ଗସ ଏକାଦଶ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗରପ୍ଲେ ଅଫରେ ପ୍ରବେଶ କରିଛି। କିନ୍ତୁ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଶ୍ୱାସ କରନ୍ତି ଯେ ଗତ ବର୍ଷ ପ୍ରଥମ ଥର ପାଇଁ ଦଳ ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ…
ଆଇପିଏଲ୍ରେ ପ୍ରଥମ କ୍ରିକେଟର୍ ଭାବେ ଏମିତି କାରନାମା କଲେ ଧୋନୀ
ଶାରଜା,୧।୧୦:ଆଇପିଏଲ ୨୦୨୧ରେ ଆଉ ଏକ ରେକର୍ଡ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ। ସିଜିନର ୪୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନୀ ଗୁରୁବାର ଶାରଜାଠାରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ କ୍ୟାଚ ରେକର୍ଡ କରିଛନ୍ତି। ଏହି ଟି -୨୦ ଲିଗରେ ଫ୍ରାଞ୍ଚାଇଜ…
ଏହି କ୍ରିକେଟର୍ଙ୍କ ସଫଳତାର ରାଜ୍ ହେଉଛି ଜୋତା, ବୋତଲ: ଜାଣନ୍ତୁ କେମିତି
ୟୁଏଇ,୧।୧୦: ଆଇପିଏଲ ୨୦୨୧ରେ ନିଜର ସଠିକ ୟର୍କର୍ସ ବୋଲିଂ ସହିତ ଲାଇମ ଲାଇଟକୁ ଆସିଛନ୍ତି ଫାଷ୍ଟ ବୋଲର ଆଭେଶ ଖାନ। ଏହି ସଫଳତାଙ୍କୁ ସେ ବେଶ୍ ସଂଘର୍ଷ କରିଛନ୍ତି। କ୍ୟାରିଅର୍କୁ ଭଲ କରିବା ପାଇଁ ଏକ ବୋତଲ କିମ୍ବା ଜୋତା ରଖି…
ନିଜ ଷ୍ଟାଇଲରେ ମ୍ୟାଚ୍ ଶେଷ କଲେ ଧୋନୀ, ପ୍ଲେ-ଅପ୍ରେ ସିଏସ୍କେ
ଶାରଜା,୩୦।୯: ମହେନ୍ଦ୍ର ସିଂ ଧୋନୀ ନିଜ ଷ୍ଟାଇଲରେ ଛକା ମାରି ମ୍ୟାଚ୍ ଶେଷ କରିଛନ୍ତି। ଏହି ବିଜୟ ସହ ସିଏସ୍କେ ପଏଣ୍ଟ ସଂଖ୍ୟା ପହଞ୍ଚିଛି ୧୮ରେ। ଚଳିତ ଆଇପିଏଲ୍ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପ୍ରଥମ ଦଳ ଭାବେ କ୍ୱାଲିଫାୟର୍ସ…
ସିଏସ୍କେ ଆଗରେ ୧୩୫ ରନ୍ର ଟାର୍ଗେଟ
ଶାରଜା,୩୦।୯: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏହି ନିଷ୍ପତ୍ତିକୁ ସଠିକ୍ ପ୍ରମାଣ କରିଥିଲେ ବୋଲରମାନେ। ଜୋଶ ହାଜେଲଉଡ୍ (୩ ଉଇକେଟ), ଡ୍ବେନ ବ୍ରାଭୋ (୨), ଶାର୍ଦ୍ଦୁଳ ଠାକୁର (୧)…
ଅଶ୍ୱିନଙ୍କ ସପକ୍ଷରେ ବାହାରିଲା ପୂରା ଦଳ
ଦୁବାଇ,୩୦।୯: ନିକଟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ଆଇପିଏଲ ମ୍ୟାଚ୍ ଖେଳାଯାଇଥିଲା। ମ୍ୟାଚ୍ରେ ଦିଲ୍ଲୀ ବ୍ୟାଟିଂ କରୁଥିବା ବେଳେ ଫିଲ୍ଡରଙ୍କ ଥ୍ରୋ ନନ୍ ଷ୍ଟାଇକର ଏଣ୍ଡରେ ଛିଡ଼ା ହୋଇଥିବା ରିଷଭ ପନ୍ତଙ୍କ ହାତରେ ବଲ…
‘ମୋତେ ଟ୍ୟାଗ୍ କରିବା ବନ୍ଦ କର, ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହେଁ’
ନୂଆଦିଲ୍ଲୀ,୩୦।୯: “ମୁଁ ଅମରିନ୍ଦର ସିଂ। ଭାରତୀୟ ଫୁଟବଲ ଦଳର ଗୋଲକିପର। ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ନୁହେଁ। ଏଣୁ ଦୟାକରି ମୋତେ ଟ୍ୟାଗ କରନ୍ତୁ ନାହିଁ”। ଏଭଳି ଟୁଇଟ୍ କରିଛନ୍ତି ଭାରତୀୟ ଫୁଟବଲ ଦଳର ସଦସ୍ୟ ଅମରିନ୍ଦର ସିଂ। ତାଙ୍କ ନାମ ପଞ୍ଜାବର…
ଏଣିକି ଅର୍ଜୁନ ତେନ୍ଦୁଲକରଙ୍କ ସ୍ଥାନରେ ମୁମ୍ବାଇ ପାଇଁ ଖେଳିବେ ଏହି ଧୁରନ୍ଧର; ଜାଣନ୍ତୁ କିଏ ସେ …
ଦୁବାଇ,୩୦।୯: ଆଇପିଏଲ୍ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳରେ କିଛି ପରିବର୍ତ୍ତନ କରିଛି। ପୂର୍ବ ଭାରତୀୟ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଆହତ ହୋଇଥିବା କାରଣରୁ ତାଙ୍କ ସ୍ଥାନରେ ସିମରଜିତ୍ ସିଂହଙ୍କୁ ସୁଯୋଗ ମିଳିଛି। ଦିଲ୍ଲୀର ଏହି…

