ପ୍ଳେ-ଅଫ୍ ପାଇଁ ରାଜସ୍ଥାନର ସଂଘର୍ଷ
ଆବୁଧାବି,୨।୧୦: ଚଳିତ ଆଇପିଏଲ୍ର ଶନିବାର ଦ୍ୱିତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ। ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ। ବ୍ୟାଟିଂ କରିବାକୁ ଆସି ଚେନ୍ନାଇ ୬ ଓଭରରେ ବିନା ଉଇକେଟରେ…
କ୍ରମାଗତ ତୃତୀୟ ପ୍ଳେ- ଅଫ୍ରେ ଦିଲ୍ଲୀ କ୍ୟାପିଟାଲ
ଶାରଜା,୨।୧୦: ୟୁଏଇରେ ଚାଲିଥିବା ଆଇପିଏଲ୍ ଫେଜ୍-୨ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ଦ୍ୱିତୀୟ ଦଳ ଭାବେ ପ୍ଳେଅପ୍ରେ ନିଜ ସ୍ଥାନ ପକ୍କା କରିଛି। ଦଳ ଏଥିସହିତ କ୍ରମାଗତ ତୃତୀୟ ଥର ପାଇ ପ୍ଳେ- ଅଫ୍ରେ ପ୍ରବେଶ କରିଛି। ସ୍ଥାନୀୟ ଶାରଜା କ୍ରିକେଟ…
୧୨୯ରେ ଅଟକିଲା ମୁମ୍ବାଇ ଇଣ୍ଡିଆନ୍ସ
ଶାରଜା,୨।୧୦: ଚଳିତ ଆଇପିଏଲ୍ର ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାକୁ ସଠିକ୍ ପ୍ରମାଣିତ କରିଥିଲେ ବୋଲର। ୨୦ ଓଭରରେ ୮ ଉଇକେଟ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ୧୨୯ ରନ୍ରେ…
ରାଜସ୍ଥାନ ପାଇଁ ‘କର ବା ମର’ ମ୍ୟାଚ୍; ଧୋନୀଙ୍କ ଚେନ୍ନାଇ ବିଜୟ ଲୟ…
ଆବୁଧାବି,୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ପ୍ଲେ-ଅଫ୍ରେ ସ୍ଥାନିତ ଚେନ୍ନାଇ ନିଜର ଫର୍ମ ବଜାୟ ରଖି ରାଜସ୍ଥାନକୁ ହରାଇବାକୁ ଚେଷ୍ଟା କରିବ। ଏପରି ହେଲେ ଦଳ ଲିଗ୍ର ଶୀର୍ଷ ଦୁଇ…
ପଞ୍ଜାବ ଠାରୁ ହାରିଲା କୋଲକାତା; ଅଧିନାୟକ କହିଲେ ‘ମୁଁ ଦୋଷୀ, କ୍ୟାଚ୍ ଛାଡ଼ିବା…’
ଦୁବାଇ,୨।୧୦: ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ପଞ୍ଜାବ କିଙ୍ଗ୍ସ କୋଲକାତା ନାଇଟ ରାଇଡର୍ସକୁ ୫ ଉଇକେଟରେ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କେକେଆର୍ ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ ଉଇକେଟ ହରାଇ…
ଚର୍ଚ୍ଚାରେ କୋଲକାତାର ଏହି ଅଲରାଉଣ୍ଡର; ଗାଭାସ୍କର କହିଲେ ‘ଟିମ୍ ଇଣ୍ଡିଆ ଯାହାକୁ ଖୋଜୁଥିଲା ସେ…’
ଦୁବାଇ,୨।୧୦: ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟ ଟିମ୍ରେ ଜଣେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଆବଶ୍ୟକତା ଥିବା ବେଳେ ଖେଳାଳି ଚୟନ ହୋଇପାରୁ ନାହିଁ। ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଥିଲେ ହେଁ ତାଙ୍କର ଫିଟନେସ୍ କ୍ରମାଗତ ଭାବେ ଧୋକା ଦେଉଛି। ଏହାକୁ…
ପଞ୍ଜାବକୁ ଦିଗହରା ହେବାକୁ ଦେଲେନି ଶାହାରୁଖ ଖାନ
ଦୁବାଇ,୨।୧୦: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ପଞ୍ଜାବ କିଙ୍ଗ୍ସ ୫ ଉଇକେଟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ହରାଇ ଦେଇଛି। କେକେଆର୍ ପକ୍ଷରୁ ଧାର୍ଯ୍ୟ ୧୬୬ ରନ୍ର ବିଜୟ ଲକ୍ଷ୍ୟକୁ ପଞ୍ଜାବ ୧୯.୩ ଓଭରରେ ହାସଲ କରିଥିଲା। ପଞ୍ଜାବ ଶେଷ…
ପଞ୍ଜାବ ଆଗରେ ୧୬୬ ରନ୍ର ବିଜୟ ଲକ୍ଷ୍ୟ
ଦୁବାଇ,୧।୧୦ : ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ ଲିଗ୍ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଆଗରେ ୧୬୬ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ଓପନର ଭେଙ୍କଟେଶ ଆୟାରଙ୍କ ୬୭ (୯…
ଅବସର ଘୋଷଣା କଲେ ଷ୍ଟାର ହକି ଖେଳାଳି
ନୂଆଦିଲ୍ଲୀ,୧।୧୦ : ଅଭିଜ୍ଞ ଭାରତୀୟ ପୁରୁଷ ହକି ଷ୍ଟ୍ରାଇକର ଏସ୍.ଭି. ସୁନୀଲ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଏଥିସହ ଦୀର୍ଘ ୧୪ ବର୍ଷ କ୍ୟାରିୟରର ଅନ୍ତ ହୋଇଛି। ୨୦୧୪ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ…
କର ବା ମର ମ୍ୟାଚ୍; ପ୍ରଥମେ ବ୍ୟାଟିଂ କରିବ କେକେଆର
ଦୁବାଇ,୧।୧୦: ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ(କେକେଆର)କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଛନ୍ତି। ରାତିରେ କାକର ପଡ଼ିବାର ସମ୍ଭାବନା ଥିବାରୁ…
ଗୋଟିଏ ଛକା, ଅନେକ ଭିଡିଓ; ଦେଖନ୍ତୁ ଧୋନୀ ବିଜୟୀ ଛକା ମାରିବା ପରେ…
ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏପରି ଜଣେ ଖେଳାଳି, ପଡ଼ିଆରେ ଯାହାର ଉପସ୍ଥିତି ହିଁ ପ୍ରଶଂସକଙ୍କୁ ଉତ୍ସାହିତ କରିଥାଏ। ଜିତିବା ଏବଂ ହାରିବା ଲାଗି ରହିଥିଲେ ହେଁ ଧୋନୀଙ୍କ ପ୍ରତି ଥିବା ଭଲପାଇବା କମ୍ ହୋଇନାହିଁ। ଗୁରୁବାର ଚେନ୍ନାଇ…
ଖୁସିରେ ଝୁମି ଉଠିଲେ ଧୋନୀଙ୍କ ସ୍ତ୍ରୀ-ଝିଅ
ଶାରଜା,୧।୧୦: ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ହାଇଦ୍ରାବାଦକୁ ୬ ଉଇକେଟରେ ପରାସ୍ତ କରିଛି। ଏହା ସହିତ ସିଏସକେ ପ୍ଲେ ଅଫରେ ପହଞ୍ଚିବାରେ ପ୍ରଥମ ଦଳ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୭ ଉଇକେଟ ହରାଇ ୧୩୪ ରନ ସଂଗ୍ରହ…

