ଖେଳ

ପଞ୍ଜାବ ମାଲିକାଣୀଙ୍କ କୋଳରେ ଏହି ଶିଶୁଟି କିଏ

ଦୁବାଇ,୪।୧୦:ଆଇପିଏଲ ୨୦୨୧ରେ ପଞ୍ଜାବ କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ୧ ଅକ୍ଟୋବର ସାରେ ଏକ ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ, କେ.ଏଲ ରାହୁଲଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ପିବିଏକେ କେକେଆରକୁ ୫ ଉଇକେଟରେ…

ରାଇଡର୍ସଙ୍କ ନାମରେ ପୁରା ନାଇଟ୍‌

ଦୁବାଇ, ୩ା୧୦: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୬ ଉଇକେଟରେ ହରାଇ ଦେଇଛି। ଟସ୍‌ ଛାଡ଼ି ଦେଲେ ପୂରା ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେକେଆର୍‌ କବଜାରେ ରହିଥିଲା। ପ୍ରଥମେ ବୋଲରମାନେ ହାଇଦ୍ରାବାଦ୍‌…

ଥାର୍ଡ ଅମ୍ପାୟାରଙ୍କୁ ବିଦା କର

ଶାରଜା,୩।୧୦: ଶାରଜା ଷ୍ଟାଡିୟମରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏକ ଭୁଲ ନିଷ୍ପତ୍ତି କାରଣରୁ ଥାର୍ଡ ଅମ୍ପାୟାରଙ୍କୁ ବିଦା କରିବା ପାଇଁ ଟୁଇଟରରେ ଦାବି ଉଠିଛି। ପଞ୍ଜାବର ସ୍ପିନର ରବି ବିଷ୍ଣୋଇଙ୍କ…

ପଞ୍ଜାବର କାହାଣୀ ଶେଷ

ଶାରଜା,୩।୧୦: ଶାରଜାର ପିଚ୍‌ରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବ କିଙ୍ଗ୍ସ ବିନା କ୍ଷତିରେ ୧୧ ଓଭରରେ ୯୧ ରନ୍‌ କରିଥିଲା। ଲଗୁଥିଲା ଦଳ ଅତି ସହଜରେ ଜିତିଯିବ। କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ…

ଲାଇଗର ସହ ଖେଳୁଛନ୍ତି

ଦୁବାଇ,୩।୧୦: ଇନ୍‌ଷ୍ଟାଗ୍ରାମରେ ଏକ ଦୁଃସାହସିକ ଭିଡିଓ ଶେୟାର କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ (ଯୁବି)। ନିକଟରେ ସାଙ୍ଗମାନଙ୍କ ସହ ଦୁବାଇର ‘ଫେମ ପାର୍କ’ ଗସ୍ତ କରିଥିବା ଯୁବି ଏକ ଲାଇଗର (ଅଣ୍ଡିରା ସିଂହ ଓ ମାଇ ବାଘର ହାଇବ୍ରିଡ୍‌…

ପୁରୁଣା ଦଳକୁ ଛେଚିଲେ ମ୍ୟାକ୍ସଓ୍ବେଲ

ଶାରଜା,୩।୧୦: ଚଳିତ ଆଇପିଏଲ ସିଜନରେ ଶାରଜା ଗ୍ରାଉଣ୍ଡରେ ଅନ୍ୟ ଦଳମାନେ ୧୪୦ ରନ୍‌ ପାରୁ ନ ଥିବା ବେଳେ କିଙ୍ଗ୍ସ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୬୪ ରନ୍‌…

ପଞ୍ଜାବ ପାଇଁ ‘କର ବା ମର’ ସ୍ଥିତି

ଶାରଜା,୩।୧୦: ଆଇପିଏଲ ୨୦୨୧ର ୪୮ତମ ମ୍ୟାଚ ଶାରଜା କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ଧ୍ୟରେ ଖେଳାଯାଉଛି। ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବ କିଙ୍ଗସ ପ୍ରଥମେ…

ଧୋନୀଙ୍କୁ ‘କିଙ୍ଗ୍‌ କଙ୍ଗ୍‌’ ଆଖ୍ୟା ଦେଲେ ରବି ଶାସ୍ତ୍ରୀ: ଜାଣନ୍ତୁ କାହିଁକି

ଆବୁଧାବି,୩।୧୦: ଯଦି ଅଧିନାୟକତ୍ୱ ଏକ କଳା, ତେବେ ଏମଏସ ଧୋନୀ ହେଉଛନ୍ତି ବରିଷ୍ଠ କଳାକାର। ଧଳା-ବଲ ଫର୍ମାଟରେ ପ୍ରକୃତରେ ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଯେଉଁମାନେ ତାଙ୍କୁ ଅତି ନିକଟରୁ ଦେଖିଛନ୍ତି, ସେମାନେ ଜାଣିଛନ୍ତି ନେତୃତ୍ୱ ଦୃଷ୍ଟିରୁ ଧୋନୀଙ୍କଠାରୁ ଭଲ…

ଚେନ୍ନାଇକୁ ଲାଗିଲା ବଡ଼ ଝଟ୍‌କା

ଆବୁଧାବି,୩।୧୦: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ୫ଟି ମ୍ୟାଚ ଜିତି ୧୮ ପଏଣ୍ଟ ସହ ପଏଣ୍ଟ ସହ ଟେବୁଲ ଉପରେ ରହିଛି। ପ୍ଲେ ଅଫରେ ସିଏସକେ ମଧ୍ୟ ଏକ ସ୍ଥାନ ସୁରକ୍ଷିତ…

୧୯ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କଲେ ଏହି କ୍ରିକେଟର୍‌, ଧୋନୀ ଦେଲେ ସ୍ବତନ୍ତ୍ର ଉପହାର

ଆବୁଧାବି,୩।୧୦: ଆବୁଧାବିରେ ଚେନ୍ନାଇ ସୁପର କିଙ୍ଗ୍ସ (ଆରଆର ବନାମ ସିଏସକେ) ବିପକ୍ଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜଶୱାଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ମାତ୍ର ୧୯ ବଲରେ ନିଜର ୫୦ ରନ ପୂରଣ କରିଥିଲେ। ସେ…

ରାଜସ୍ଥାନରେ ଅଟକିଲା ଚେନ୍ନାଇ

ଆବୁଧାବି, ୨।୧୦: ଆଇପିଏଲରେ ଶନିବାର ଚେନ୍ନାଇ ସୁପରକିଙ୍ଗ୍ସର ଋତୁରାଜ ଗାଏକ୍ୱାଡଙ୍କ ଶତକ ଫିକା ପଡ଼ିଛି। ହାଇ ସ୍କୋରିଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୭ ଉଇକେଟରେ ଚେନ୍ନାଇକୁ ପରାସ୍ତ କରିଛି। ଚେନ୍ନାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୮୯ ରନ କରିଥିଲା।…

ଆଇପିଏଲ୍‌ ଋତୁର ରାଜା

ଆବୁଧାବି,୨।୧୦: ଚଳିତ ଆଇପିଏଲ୍‌ର ଶନିବାର ଦ୍ୱିତୀୟ ମୁକାବିଲାରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି ଚେନ୍ନାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୮୯ରନ୍‌ କରିଥିଲା। ରାଜସ୍ଥାନ ରୟାଲ୍ସ ଆଗରେ ୧୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?