‘କୋହଲିଙ୍କ ବିରୋଧରେ କେହି ଅଭିଯୋଗ କରି ନାହାନ୍ତି’
ମୁମ୍ବାଇ,୩୦।୯: ଭାରତୀୟ ଦଳର କିଛି ସିନିୟର ଖେଳାଳି ବିସିସିଆଇର ସମ୍ପାଦକ ଜୟ ଶାହଙ୍କୁ ଫୋନ କରି ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ ଅଭିଯୋଗ କରିଥିବା ନେଇ କିଛି ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା। ହେଲେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ବିସିସିଆଇର…
ଲଗାତାର ଦ୍ୱିତୀୟ ମ୍ୟାଚ୍ ଜିତିବା ପରେ ବଦଳିଗଲା ବିରାଟଙ୍କ ମନୋଭାବ; ଦଳକୁ ନେଇ କହିଲେ…
ଦୁବାଇ,୩୦।୯: ଆଇପିଏଲ୍ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ରେ ଦ୍ୱିତୀୟ କ୍ରମାଗତ ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଅଧିନାୟକ ବିରାଟ କୋହଲିଙ୍କ ମନୋଭାବରେ ପରିବର୍ତ୍ତନ ଘଟିଛି। ବୁଧବାର ଅନୁଷ୍ଠିତ ମ୍ୟାଚ୍ ପରେ ସେ ଅତ୍ୟନ୍ତ ଦୃଢ଼ ମନା ସହ ବିବୃତ୍ତି ରଖିଥିଲେ।…
ଆମ ପାଖରେ ଆଉ ହରାଇବାକୁ କିଛି ନାହିଁ: ସଞ୍ଜୁ ସାମସନ
ଦୁବାଇ,୩୦।୯: ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ଖେଳାଯାଇଥିବା ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ କରିଥିଲା। ଏହି ପରାଜୟ ପରେ ରାଜସ୍ଥାନ ଦଳ ପଏଣ୍ଟ ତାଲିକାରେ ୭ମ ସ୍ଥାନରେ ରହିଥିବା ବେଳେ ନେଟ୍ ରନ୍ ରେଟ୍ ହ୍ରାସ…
ପୁଣି ଚମକିଲେ କୋହଲିଙ୍କ ଏହି ପ୍ରିୟ ସ୍ପିନର; ଭାରତୀୟ ଟି୨୦ ଟିମ୍ରେ ସାମିଲ ନ କରି ଭୁଲ କରିଦେଲେ କି…
ଦୁବାଇ,୩୦।୯: ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜେତା ହୋଇଛି। ଏଥିଯୋଗୁ ଦଳ ପ୍ଲେ ଅଫ୍ରେ ସ୍ଥାନ ସୁନିଶ୍ଚିତ କରିବାର ଆଶା ଦେଖାଦେଇଛି। ବିରାଟ କୋହଲୀଙ୍କ ଟିମ୍ ବିଜେତା ହେବା ପଛରେ ପ୍ରମୁଖ ଯୋଗଦାନ ବୋଲରଙ୍କ…
ଆଇପିଏଲ୍ କ୍ୟାରିୟର୍ ଶେଷ ହେବା ଉପରେ ଥିଲା, କୋହଲିଙ୍କ ଗୋଟିଏ ଫୋନ୍ କଲ୍ ବଦଳିଗଲା କ୍ୟାରିୟର୍
ଦୁବାଇ,୩୦।୯: ଆଇପିଏଲ ୨୦୨୧ର ୪୩ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରିଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କ ଚମତ୍କାର ଇନିଂସ ଖେଳି ଦଳକୁ…
ହର୍ଷଲଙ୍କ ହ୍ୟାଟ୍ରିକ ସେଲିବ୍ରେଶନ କୋହଲିଙ୍କୁ ଦେଇଥିଲା ଆଘାତ
ୟୁଏଇ,୩୦।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦ୍ରୁତ ବୋଲର ହର୍ଷଲ ପଟେଲ ମୁମ୍ବାଇ ଇଣ୍ଡିଆନ୍ସ (ଏମମଆଇ) ବିପକ୍ଷରେ ଜବରଦସ୍ତ ବୋଲିଂ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଏହି ମ୍ୟାଚର ୧୭ ତମ ଓଭରରେ ପଟେଲ ହ୍ୟାଟ୍ରିକ…
ରାଗିଗଲା ବିସିସିଆଇ: ଡ୍ରେସିଂ ରୁମ୍ ବିବାଦକୁ ନେଇ ଖୁଲାସା
ନୂଆଦିଲ୍ଲୀ,୩୦।୯: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମିଡିଆ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। କିଛି ବରିଷ୍ଠ ଖେଳାଳି ବିରାଟ କୋହଲିଙ୍କ ବିଷୟରେ ବିସିସିଆଇ ସଚିବ ଜୟ ଶାହାଙ୍କ ନିକଟରେ ଅଭିଯୋଗ କରିଥିବା ଗଣମାଧ୍ୟମରେ ଚର୍ଚ୍ଚା…
ଚେତାବନୀ ଦେଲେ ରୋହିତ ଶର୍ମା
ୟୁଏଇ,୩୦।୯: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଖେଳାଯିବ। ଏହି ଟୁର୍ନାମେଣ୍ଟ ଜିତିବା ପାଇଁ ଟିମ ଇଣ୍ଡିଆ ହେଉଛି ସବୁଠାରୁ ବଡ ଦାବିଦାର। ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସମୟରେ…
ଆଖି ପିଛୁଳାକେ ଏମିତି କାମ କଲେ କୋହଲି, ସମସ୍ତେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ
ୟୁଏଇ,୩୦।୯: ଆଇପିଏଲ୍ ୨୦୨୧ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଆରସିବି ୭ ଉଇକେଟ୍ରେ ଆରଆରକୁ ପରାସ୍ତ କରିଥିଲା। ମ୍ୟାଚ୍ରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଆରସବି ଅଧିନାୟକ…
ମହାନ ଅଷ୍ଟ୍ରେଲିଆନ୍ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ମ୍ୟାକ୍ସଓ୍ବେଲ୍
ଦୁବାଇ,୨୯।୯: ଗ୍ଲେନ ମ୍ୟାକ୍ସେଓଲ୍ଲ୍ ବୁଧବାର ରାଜସ୍ଥାନ ରାୟାଲ୍ସ ବିପକ୍ଷରେ ୫୦ ରନ୍ର ବିସ୍ଫୋରକ ପାଳି ଖେଳିଛନ୍ତି। ଏହି ଅବସରରେ ସେ ଟି୨୦ କ୍ରିକେଟରେ ପୂରଣ କରିଛନ୍ତି ୭ ହଜାର ରନ୍। ଏଥିସହ ସେ ସ୍ଥାନ ପାଇଛନ୍ତି ମହାନ ଅଷ୍ଟ୍ରେଲିଆନ ଖେଳାଳିଙ୍କ ତାଲିକାରେ।…
ମ୍ୟାକ୍ସଓ୍ବେଲ ଅନ୍ ଫାୟାର
ଦୁବାଇ,୨୯।୯: ପୁରୁଣା ଫର୍ମକୁ ଫେରିଛନ୍ତି ଗ୍ଲେନ ମ୍ୟାକ୍ସଓ୍ବେଲ। ଗତ ମ୍ୟାଚ୍ ଭଳି ଏଥର ମଧ୍ୟ ଖେଳିଛନ୍ତି ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି। ତାଙ୍କ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୧୭ ବଲ ପୂର୍ବରୁ ୭ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି।…
ଚାଲିଲା କ୍ୟାପଟେନ କୋହଲିଙ୍କ ଯାଦୁ
ଦୁବାଇ,୨୯।୯: ଏକଦା ୧୧ ଓଭରରେ ୧୦୦ ରନ୍ କରିଥିବା ରାଜସ୍ଥାନ ରୟାଲ୍ସକୁ ୧୪୯ ରନ୍ରେ ରୋକି ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)। ଏହା ସମ୍ଭବ ହୋଇପାରିଛି କେବଳ ଅଧିନାୟକ ବିରାଟ କୋହଲିଙ୍କ ଚତୁରତାର କ୍ୟାପଟେନଶିପ୍ କାରଣରୁ। ଇନିଂସର ଦ୍ୱିତୀୟାର୍ଦ୍ଧରେ ପରିସ୍ଥିତିର…

