ଖେଳ

ଭବିଷ୍ୟତରେ ଏହି ଦୁଇ ଖେଳାଳି ହୋଇପାରନ୍ତି ଟିମ୍‌ ଇଣ୍ଡିଆର କ୍ୟାପଟେନ

ମୁମ୍ବାଇ,୨୯।୯: ବର୍ତ୍ତମାନ ପ୍ରତ୍ୟେକ ଫର୍ମାଟରେ ନିଜ ସ୍ଥାନ ପକ୍କା ସାରିଥିବା ଲୋକେଶ ରାହୁଲ ଓ ରିଷଭ ପନ୍ତ ଭବିଷ୍ୟତରେ ଟିମ୍‌ ଇଣ୍ଡିଆର କ୍ୟାପଟେନ ହୋଇପାରନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଲାଗି ସେମାନଙ୍କୁ ଏବେ ଠୁ ପ୍ରସ୍ତୁତ କରାଯିବ ଉଚିତ୍‌। ଏଣୁ ଟିମ୍‌…

ଗାଭାସ୍କରଙ୍କ ବଡ଼ ଘୋଷଣା: କୋହଲିଙ୍କ ପରେ ଏହି ଖେଳାଳିଙ୍କୁ ଦିଆଯାଉ ଅଧିନାୟକ ପଦ

ନୂଆଦିଲ୍ଲୀ,୨୯।୯: ନିକଟରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଭାରତର ଟି -୨୦ ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୨୦୨୧ ଟି -୨୦ ବିଶ୍ୱକପ ପରେ ବିରାଟ କୋହଲି ଭାରତର ଟି -୨୦ ଅଧିନାୟକତ୍ୱରୁ ଇସ୍ତଫା ଦେବେ।…

ମୋର୍ଗାନ, ପଣ୍ଟିଂଙ୍କ ଆଚରଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଏହି ଭାରତୀୟ କ୍ରିକେଟର; କହିଲେ ଡଗ୍‌ଆଉଟ୍‌…

ନୂଆଦିଲ୍ଲୀ,୨୯।୯: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ ୟୁଏଇରେ ଖେଳାଯାଉଛି। ମଙ୍ଗଳବାର ସିରିଜର ୪୧ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା। ଏହି ମ୍ୟାଚ୍‌ ସମୟରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ କେକେଆର୍‌ ଅଧିନାୟକ ଇୟୋନ ମୋର୍ଗାନଙ୍କ ମଧ୍ୟରେ…

୩୦ କୋଟିର ଏହି ଭବ୍ୟ ବଙ୍ଗଳାରେ ରହିବେ ପାଣ୍ଡ୍ୟା ବ୍ରଦର୍ସ; ଟାଇଗର ଶ୍ରଫ-ଦିଶା ପଟାନୀ ହେବେ ପଡୋଶୀ

ନୂଆଦିଲ୍ଲୀ,୨୯।୯: ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ପାଣ୍ଡ୍ୟା ବ୍ରଦର୍ସ ଅର୍ଥାତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ସର୍ବଦା ନିଜର ଜୀବନଚର୍ଯ୍ୟାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ଶୁଣାଯାଉଛି ଦୁଇ ଭାଇ ମୁମ୍ବାଇର ବାନ୍ଦ୍ରାସ୍ଥିତ ରୁସ୍ତମଜୀ ପାରାମାଉଣ୍ଟରେ ୩୦ କୋଟିର ଭବ୍ୟ…

ଏ ହେଉଛି ଆଇପିଏଲ୍‌! କାଲି ଯାହାକୁ ନେଇ ହେଉଥିଲା ସମାଲୋଚନା, ଆଜି ସେ ହିରୋ

ନୂଆଦିଲ୍ଲୀ,୨୯।୯: ଆଇପିଏଲ୍‌ ଏପରି ଏକ ଟୁର୍ନାମେଣ୍ଟ ଯେଉଁଠାରେ କିଛି ବି ସମ୍ଭବ। ଏଥିରେ କିଛି ଖେଳାଳି ରାତାରାତି ଷ୍ଟାର ପାଲଟି ଯାଇଥାନ୍ତି ତ କିଛି ସମାଲୋଚନାର ପାତ୍ର ହୋଇଥାନ୍ତି। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌…

ଟି -୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ୟୁଏଇ,୨୯।୯: ଟି -୨୦ ବିଶ୍ୱକପ ୨୦୨୧ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ମିଳିଛି। ଭାରତୀୟ ଦଳର ସବୁଠୁ ବଡ ମ୍ୟାଚ ବିଜେତା କେବଳ ଫର୍ମକୁ ଫେରି ନାହାଁନ୍ତି, ନିଜେ ଦଳକୁ ମ୍ୟାଚ ମଧ୍ୟ ଜିତାଇଛନ୍ତି। ଟି…

ଶେଷରେ ହସିଲେ ‘ମିଷ୍ଟ୍ରି ଗର୍ଲ’: ପ୍ରଶଂସକ କହିଲେ…

ଦୁବାଇ,୨୯।୯: ଆଇପିଏଲ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦର ଅନେକ ମ୍ୟାଚ୍‌ ପରେ ବିଜୟର ସ୍ବାଦ ଚାଖିଛି। ସୋମବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟ ହରାଇ ଛି। ମ୍ୟାଚ ସମୟରେ ଏକ ‘ମିଷ୍ଟ୍ରି ଗର୍ଲ’ ହାଇଦ୍ରାବାଦ…

ହୃଦଘାତ୍‌ ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ କ୍ରିକେଟର୍‌ଙ୍କ ଖୁଲାସା

ଇସଲାମାବାଦ,୨୯।୯: ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ-ଉଲ-ହକ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ହୃଦଘାତ ହୋଇ ନ ଥିଲା ଏବଂ ନିୟମିତ ଯାଞ୍ଚ ପାଇଁ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ସେ କହିଥିଲେ ଯେ, ତାଙ୍କୁ ହୃଦଘାତ ହୋଇନାହିଁ, କିନ୍ତୁ ପେଟ ହେତୁ ତାଙ୍କୁ…

ଚୌକାଠାରୁ ବି ଛକା ଅଧିକ ମାରିଛନ୍ତି ଏହି ବିସ୍ଫୋରକ କ୍ରିକେଟର୍‌: ହାସଲ କଲେ ‘ମହାଶତକ’

ଆବୁଧାବି,୨୯।୯: ଟି -୨୦ କ୍ରିକେଟ୍‌ର କିମ୍ବଦନ୍ତୀଙ୍କ ମଧ୍ୟରୁ କିରନ ପୋଲାର୍ଡ ଅନ୍ୟତମ। ଟି -୨୦ରେ ୧୧ ହଜାରରୁ ଅଧିକ ରନ ସ୍କୋର କରିବା ବ୍ୟତୀତ ସେ ୭୫୦ରୁ ଅଧିକ ଛକା ମାରିଛନ୍ତି। ସେ ଆଇପିଏଲ ୨୦୨୧ର ଏକ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ…

ଏମିତି କାମ କରି ହୃଦୟ ଜିତିଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

ୟୁଏଇ,୨୯।୯: ଆଇପିଏଲ ୨୦୨୧ର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିବା ୪୨ତମ ମ୍ୟାଚ ସମୟରେ କ୍ରୀଡ଼ା ଭାବନାର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଥିଲା। ମୁମ୍ବାଇ କେ.ଏଲ ରାହୁଲଙ୍କ ବିରୋଧରେ ରନ ଆଉଟ କରିବାକୁ ଅମ୍ପାୟାରଙ୍କ ନିକଟରେ ଅମିଲ…

ପନ୍ତଙ୍କ ପିଲାଳିଆମୀ କାର୍ତ୍ତିକଙ୍କ ଉପରେ ପଡିଥାନ୍ତି ଭାରି,ପଡିଆରେ ବଡ ଦୁର୍ଘଟଣା ଟଳିଲା: ଦେଖନ୍ତୁ ଭିଡିଓ

ୟୁଏଇ,୨୯।୯: ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ୨୦୨୧ର ୪୧ତମ ମ୍ୟାଚ ସମୟରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। ରିଷଭ ପନ୍ତଙ୍କ ପିଲାଳିଆମୀ ଯୋଗୁ କେକେଆରର ଉଇକେଟ କିପର-ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ବିପଦରେ ପଡିଥାନ୍ତେ।…

ଚାଲିଲା କୁମ୍ଫୁ ପାଣ୍ଡ୍ୟାଙ୍କ ବ୍ୟାଟ୍‌, ବିଜୟ ପଥକୁ ଫେରିଲା ମୁମ୍ବାଇ

ଆବୁଧାବି,୨୮।୯: କୁମ୍ଫୁ ପାଣ୍ଡ୍ୟା ଭାବେ ଜଣାଶୁଣା ହାର୍ଦ୍ଦିକଙ୍କ ବ୍ୟାଟ୍‌ରୁ ରନ୍‌ ବାହାରିବା ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ବିଜୟ। ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ଫେଜରେ କ୍ରମାଗତ ୩ ମ୍ୟାଚ୍‌ରେ ପରାଜୟ ପରେ ପ୍ରଥମ ଥର ପାଇଁ ବିଜୟ ସ୍ବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?