ଖେଳ

ହାଇଡ୍ରାମା ପରେ ଜିତିଲା ଦିଲ୍ଲୀ

ଦୁବାଇ,୪।୧୦ : ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ଫେଜ୍‌ରେ ସୋମବାର ଏଠାରେ ଖେଳାଯାଇଥିବା ଡ୍ରାମାରେ ଭରପୂର ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ୩ ଉଇକେଟରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ବିଜୟ ସହ ଦିଲ୍ଲୀ (୨୦ ପଏଣ୍ଟ) ଅଙ୍କ…

ଧୋନୀଙ୍କ ବ୍ୟାଟ୍‌ରେ ବାଜିଲାନି

ଦୁବାଇ,୪।୧୦ : ମ୍ୟାଚ୍‌ ଫିନିଶର ଭାବେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଶେଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ। ୨୭ ବଲ ଖେଳିବା ପରେ ମଧ୍ୟ ତାଙ୍କ ବ୍ୟାଟରୁ ଗୋଟିଏ ହେଲେ ଚୌକା କିମ୍ବା ଛକା ବାହାରି ନ ଥିଲା। ଶେଷରେ ସେ…

ବଡ଼ ପରିବର୍ତ୍ତନ ସହ ଓହ୍ଲାଇଲା ସିଏସ୍‌କେ

ଦୁବାଇ,୪।୧୦ : ସୋମବାର ଦୁବାଇରେ ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ବଡ଼ ପରିବର୍ତ୍ତନ ସହ ଓହ୍ଲାଇଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ସିଏସ୍‌କେ ଦଳର ଅନ୍ୟତମ ପୁରୁଣା ସଦସ୍ୟ ସୁରେଶ ରାଇନାଙ୍କୁ ବାଦ୍‌ ଦିଆଯାଇଛି। ତାଙ୍କ ବଦଳରେ ସିଏସ୍‌କେ…

୧୨ରୁ ୧୪ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦ : ଚଳିତ ଆଇପିଏଲ ସିଜନର ପ୍ରଥମ ଫେଜରେ ୭ମ ସ୍ଥାନରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଏବେ ପ୍ଲେ-ଅପ୍‌ ଲାଗି ଯୋଗ୍ୟତା ହାସଲ କରିବା ନିକଟତର ହୋଇପାରିଛି। ଦ୍ୱିତୀୟ ଫେଜରେ ଦଳ ଭଲ ପ୍ରଦର୍ଶନ କରିଛି। ଦଳର ଏଭଳି…

ବିଶ୍ୱରେକର୍ଡ କଲେ ବାବର ଆଜମ, ୧୬ ବର୍ଷ ବଡ ଗେଲ, କୋହଲିଙ୍କୁ ପଛରେ ପକାଇଲେ

ଇସଲାମାବାଦ,୪।୧୦:ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଜବରଦସ୍ତ ଫର୍ମ ଜାରି ରହିଛି। ରବିବାର ସେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ସେ ଟି -୨୦ରେ ୭୦୦୦ ରନ ସ୍କୋର କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଜାତୀୟ ଟି -୨୦ କପ୍‌ର ଏକ…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ,୪।୧୦: ଆସନ୍ତା ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ ବିଷୟରେ ଏକ ଖୁସି ଖବର ଅଛି। ଏହି ଟୁର୍ନାମେଣ୍ଟ ସମୟରେ ୭୦ ଦର୍ଶକଙ୍କୁ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାକୁ ଅନୁମତି ଦିଆଯିବ। ଆଇସିସି…

୩ ଦିନ ପରେ ହେବାର ଥିଲା ମ୍ୟାଚ୍‌;ଚୋର ନେଇଗଲେ ଖେଳାଳିଙ୍କ ବ୍ୟାଗ୍‌

କୁଇନ୍ସଲ୍ୟାଣ୍ଡ,୪।୧୦: ଯଦି କୌଣସି ଦଳକୁ ୩ ଦିନ ପରେ କ୍ରିକେଟ ମ୍ୟାଚ ଖେଳିବାକୁ ପଡିବ ଏବଂ ଏହାର ଖେଳାଳିଙ୍କ କିଟ ବ୍ୟାଗ ଚୋରି ହୁଏ, ତେବେ ଏହାର କ’ଣ ହେବ ତାହା ଅନୁମାନ କରିବା କଷ୍ଟକର ନୁହେଁ। ଅଷ୍ଟ୍ରେଲିଆର ଘରୋଇ କ୍ରିକେଟ…

ଦିନିକିଆ କ୍ରିକେଟ୍‌ର ସବୁଠୁ ଦ୍ରୁତତମ ଶତକ ହାସଲ କରିଥିଲେ ଏହି କ୍ରିକେଟର୍‌

ପାକିସ୍ତାନର ପୂର୍ବତନ ଅଧିନାୟକ ଶହିଦ ଆଫ୍ରିଦିଙ୍କ ପାଇଁ ଆଜି ଏକ ବିଶେଷ ଦିନ। ସେ ୧୯୯୬ର ଆଜିର ଦିନରେ ଶ୍ରୀଲଙ୍କା ବିପକ୍ଷରେ ଏକଦିବସୀୟ ଇନିଂସ ଖେଳିଥିଲେ। ଆଫ୍ରିଦି ଏହି ମ୍ୟାଚରେ ମାତ୍ର ୩୭ ବଲରେ ଏକଦିବସୀୟ କ୍ରିକେଟର ସବୁଠୁ ଦ୍ରୁତତମ ଶତକ…

ଏମିତି ସଟ୍‌ ମାରିଲେ ବ୍ୟାଟ୍ସମ୍ୟାନ୍‌, ଭାଙ୍ଗିଗଲା କ୍ୟାମେରା ଲେନ୍ସ; ଦେଖନ୍ତୁ ଭିଡିଓ

ଶାରଜା,୪।୧୦: ଆଇପିଏଲ ୨୦୨୧ର ୪୯ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ ନୀତୀଶ ରାଣାଙ୍କ ଉଗ୍ର ରୂପ ଦେଖିବାକୁ ମିଳିଥିଲା। ସେ କେବଳ ଚମତ୍କାର ବ୍ୟାଟିଂ କରି ଦଳର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିନାହାଁନ୍ତି, ବରଂ ତାଙ୍କର ଶକ୍ତିଶାଳୀ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ଶାରଜା,୪।୧୦: ଜମ୍ମୁ-କଶ୍ମୀର ପେସର ଉମ୍ରାନ ମଲିକ ଆଇପିଏଲରେ ଡେବ୍ୟୁ ମ୍ୟାଚରେ ଜବରଦସ୍ତ ବୋଲିଂ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ ରବିବାର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଡେବ୍ୟୁ କରିଥିଲେ। ଏହି ସମୟରେ, ଉମ୍ରାନ ମଲିକ…

ଧୋନୀଙ୍କ ଆଖିର ତାରା ଏହି କ୍ରିକେଟର୍‌

ଶାରଜା,୪।୧୦: ଆଇପିଏଲ ୨୦୨୧ର ୪୭ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ରାଜସ୍ଥାନ ରୟାଲ୍ସ ପରାଜୟର ସମ୍ମୁଖୀନ ହୋଇଥିଲା। ଏହି ମ୍ୟାଚରେ ସିଏସକେକୁ ପରାଜୟର ସାମ୍ନା କରିବାକୁ ପଡିଥାଇପାରେ, କିନ୍ତୁ ଏହି ମ୍ୟାଚ ଦଳର ଓପନିଂ ବ୍ୟାଟ୍ସମ୍ୟାନ ରୁତୁରାଜ ଗାଇକ୍ୱାଡଙ୍କ ପାଇଁ ସ୍ମରଣୀୟ…

ଅରେଞ୍ଜ୍‌ କ୍ୟାପ୍‌ ମିଳିବା ପରେ ବି ଖୁସି ନାହାନ୍ତି ରାହୁଲ: ପଛରେ ରହିଛି ଖାସ୍‌ କାରଣ

ଶାରଜା,୪।୧୦: ଆଇପିଏଲ୍‌ ୨୦୨୧ର ଏକ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୬ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ହରାଇ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ମ୍ୟାଚ୍‌ ପରେ ଆରସିବି ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଦୁଇଟି ମ୍ୟାଚ ବାକି ଥାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?