ଟି୨୦ ବିଶ୍ୱକପ୍ ଦଳରେ ଜଣେ ପେସରଙ୍କ ଅଭାବ
ମୁମ୍ବାଇ,୬।୧୦ : ଟି୨୦ ବିଶ୍ୱକପ୍ ଲାଗି ଘୋଷିତ ଭାରତୀୟ ଦଳରେ ଜଣେ ପେସରଙ୍କ ଅଭାବ ରହିଛି। ଏଭଳି କହିଛନ୍ତି ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍ଏସ୍କେ ପ୍ରସାଦ। ଟି୨୦ ବିଶ୍ୱକପ୍ ଆସନ୍ତା ୧୭ ତାରିଖରୁ ୟୁଏଇ ଓ ଓମାନରେ ଖେଳାଯିବ। ଏହା…
ଏଫ୍ଆଇଏଚ୍ ପୁରସ୍କାର ଉପରେ ଭାରତୀୟ ହକି ଟିମ୍ର କବ୍ଜା
ନୂଆଦିଲ୍ଲୀ,୬।୧୦: ଟୋକିଓ ଅଲିମ୍ପିକ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତୀୟ ହକି ଟିମ୍। ଏବେ ଅନ୍ତର୍ଜାତୀୟ ହକି ଫେଡେରେଶନ୍(ଏଫ୍ଆଇଏଚ୍) ଷ୍ଟାର ପୁରସ୍କାରରେ ଭାରତୀୟ ଖେଳାଳି ଏବଂ କୋଚ୍ ମୋଟ ୮ ପୁରସ୍କାର ଉପରେ କବ୍ଜା କରିଛନ୍ତି। ପ୍ଲେୟାର ଅଫ୍ ଦ ଇୟର, ଗୋଲ୍…
‘ସନ୍ଦେହ କରିବାର କିଛି ନାହିଁ’
ମେଲବୋର୍ନ,୬।୧୦: ଷ୍ଟାର ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏବେ ଖରାପ ଫର୍ମ କାରଣରୁ ଆଇପିଏଲରେ ଖେଳିବାକୁ ସୁଯୋଗ ପାଉନାହାନ୍ତି। ବର୍ଷେରୁ ଅଧିକ ସମୟ ହେଲା ଅନ୍ତର୍ଜାତୀୟ ଟି୨୦ ଫର୍ମାଟରେ ଖେଳିନାହାନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ। ଏହାସତ୍ତ୍ୱେ ଟି୨୦ ବିଶ୍ୱକପ୍ରେ ସେ ଅଷ୍ଟ୍ରେଲିଆ…
କ୍ରିକେଟ ପରେ କ’ଣ ବଲିଉଡ୍? ଏଭଳି ପ୍ରଶ୍ନ ଶୁଣି ଧୋନୀ କହିଲେ…
ନୂଆଦିଲ୍ଲୀ,୬।୧୦: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ କମାଣ୍ଡ କରୁଥିବା ଏମ୍ଏସ୍ ଧୋନୀ ବର୍ତ୍ତମାନ ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି। ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଧୋନୀଙ୍କୁ ତାଙ୍କ ଅବସର ସମ୍ପର୍କିତ ପ୍ରଶ୍ନ…
ଭାରତ-ପାକିସ୍ତାନ ମ୍ୟାଚ୍ କ୍ରେଜ୍: ୧୦ ସେକେଣ୍ଡର ବିଜ୍ଞାପନ ପାଇଁ ଖର୍ଚ୍ଚ କରିବାକୁ ପଡିବ ଏତିକି ଟଙ୍କା
ନୂଆଦିଲ୍ଲୀ,୬।୧୦: ଆଇସିସି ଟି -୨୦ କ୍ରିକେଟ ବିଶ୍ୱକପ୍ରେ ମଧ୍ୟ ଗୋଟିଏ ବଲ ବୋଲିଂ କରାଯାଇ ନାହିଁ କିନ୍ତୁ ରେକର୍ଡ ଭାଙ୍ଗିବା ଆରମ୍ଭ ହୋଇସାରିଛି। ବିଜ୍ଞାପନ ଜଗତରେ ଏହି ରେକର୍ଡଗୁଡିକ ଭାଙ୍ଗୁଛି। ଉପଲବ୍ଧ ସୂଚନା ଅନୁଯାୟୀ, ୟୁଏଇ ଏବଂ ଓମାନରେ ହେବାକୁ ଥିବା…
କୋହଲିଙ୍କ ଟେକ ରଖିଲେ ଏହି କ୍ରିକେଟର୍
ଶାରଜା,୬।୧୦: ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ ୨୦୨୧ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଏ। ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଚୟନକର୍ତ୍ତାମାନେ ୨୩…
ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି ଧୋନୀଙ୍କ ଧୂରନ୍ଧର
ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ ରୁତୁରାଜ ଗାଇକ୍ୱାଡ ଖୁବ କମ ସମୟ ମଧ୍ୟରେ କ୍ରିକେଟରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ଦଳର ଏହି ବ୍ୟାଟ୍ସମ୍ୟାନ ଆଇପିଏଲ ୨୦୨୧ରେ ଅରେଞ୍ଜ୍ କ୍ୟାପ ଜିତିବା ପାଇଁ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ।…
ଏହି ଅଭିନେତ୍ରୀଙ୍କୁ ହ୍ବାଟ୍ସଆପ୍ରୁ ବ୍ଲକ୍ କରିଦେଇଥିଲେ ରିଷଭ ପନ୍ତ: ଏବେ ଜନ୍ମଦିନ ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ
ଭାରତୀୟ କ୍ରିକେଟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଜିକାଲି ତାଙ୍କ କ୍ୟାରିୟରର ସର୍ବୋତ୍ତମ ଫର୍ମରେ ଅଛନ୍ତି। ସମ୍ପ୍ରତି ରିଷଭ ପନ୍ତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକ ଅଛନ୍ତି। କ୍ରିକେଟ ବ୍ୟତୀତ ରିଷଭଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ…
ଏସିଆର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ସ୍ବତନ୍ତ୍ର ରେକର୍ଡ ହାସଲ କଲେ ରୋହିତ ଶର୍ମା
ମୁମ୍ବାଇ,୬।୧୦: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବ୍ୟାଟିଂ କରିବାକୁ ବାହାରିଥିବା ରୋହିତ ଶର୍ମା ୨ ଟି ଛକା ମାରିଥିଲେ ଏବଂ ଦ୍ୱିତୀୟ ଛକା ମାରିବା ମାତ୍ରେ…
ଏହି କ୍ରିକେଟର୍ଙ୍କ ଝିଅକୁ ବୋହୂ କରିବାକୁ ଚାହୁଁଛନ୍ତି ବ୍ରାଭୋ, ମିଳିଲା ଏମିତି ଉତ୍ତର
ଦୁବାଇ,୬।୧୦: ମହାନ ଖେଳାଳି ଡ୍ବେନ ବ୍ରାଭୋ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡଙ୍କ ମଧ୍ୟରେ ବାର୍ତ୍ତାଳାପ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଭୟଙ୍କ ବାର୍ତ୍ତାଳାପ ସେମାନଙ୍କ ପ୍ରଶଂସକମାନଙ୍କୁ ମଧ୍ୟ ହସାଇଛି। ଡିଜେ ବ୍ରାଭୋ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର…
ଚେନ୍ନାଇରେ ବିଦାୟୀ ମ୍ୟାଚ୍ ଖେଳିବାକୁ ଚାହେଁ
ଚେନ୍ନାଇ,୬।୧୦: ଚଳିତ ଆଇପିଏଲ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଲାଗି ଅନ୍ତିମ ସିଜନ ହୋଇପାରେ ବୋଲି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସେ ପରବର୍ତ୍ତୀ ଆଇପିଏଲ ସିଜନରେ ଖେଳିବେ ବୋଲି ଇଣ୍ଡିଆ ସିମେଣ୍ଟର ୭୫ ବର୍ଷ…
୫୦ ବଲରେ ଶେଷ ହେଲା ମ୍ୟାଚ୍
ଶାରଜା,୫।୧୦: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୧୧.୪ ଓଭର ପୂର୍ବରୁ ହାତରେ ୮ ଉଇକେଟ ଥାଇ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ଏହି ବିଜୟ ସହ ମୁମ୍ବାଇ ଦଳର ପ୍ଲେ-ଅପ୍ ଆଶା ଉଜ୍ଜୀବିତ ରହିଛି। ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ ୯୧ ରନ୍ର…

