Posted inଖେଳ

୬୦ ବଲରେ ୧୦୦

ହୋବାର୍ଟ,୧୪।୧୨: ଅଷ୍ଟ୍ରେଲିଆକୁ ଟି୨୦ ବିଶ୍ୱକପ୍‌ ଜିତାଇଥିବା ମିଚେଲ ମାର୍ଶ ମଙ୍ଗଳବାର ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ ଦୁର୍ଦ୍ଦଶ ଶତକୀୟ ପାଳି ଖେଳିଛନ୍ତି। ପର୍ଥ ସ୍କଚର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅଲରାଉଣ୍ଡର ୬୦ ବଲରେ ଖେଳିଥିଲେ ୧୦୦ ରନ୍‌ର ଅପରାଜିତ ଇନିଂସ। ତାଙ୍କ ପାଳିରେ ସାମିଲ ଥିଲା ୬ ଚୌକା ଓ ୫ ଛକା। ଏଥିଯୋଗୁ ପର୍ଥ ସ୍କଚର୍ସ ୫୩ ରନ୍‌ରେ ହୋବାର୍ଟ ହରିକେନ୍ସକୁ ହରାଇ ଦେଇଛି।

ଟସ୍‌ ଜିତି ବ୍ୟାଟିଂ କରିଥିବା ପର୍ଥ ସ୍କଚର୍ସ ପ୍ରଥମ ଓଭରରେ କଲିନ ମୁନ୍‌ରୋ (୦)ଙ୍କ ଉଇକେଟ ହରାଇଥିଲା। ଏହାପରେ ବ୍ୟାଟିଂ ଆସିଥିବା ମାର୍ଶ ପ୍ରଥମ ବଲରେ ଚୌକା, ଦ୍ୱିତୀୟ ବଲରେ ଛକା ଲଗାଇ ଇନିଂସ ଆରମ୍ଭ କରିଥିଲେ। ମାତ୍ର ଅନ୍ୟପଟେ କ୍ରମାଗତ ୩ ଉଇକେଟ ପଡ଼ିବାରୁ ଇନିଂସକୁ ଧିମା କରି ଦେଇଥିଲେ ମାର୍ଶ। କିନ୍ତୁ ଶେଷ ଆଡ଼କୁ ପୁଣି ଆଟାକିଂ ଶଟ୍‌ ଖେଳି ବିବିଏଲ କ୍ୟାରିୟରର ହାସଲ କରିଥିଲେ ପ୍ରଥମ ଶତକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଏସ୍‌ ଓପନ୍‌ ଟେନିସ୍‌: ଓସାକାଙ୍କୁ ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ

ନ୍ୟୁୟର୍କ,୧୪।୯ (ଏପି): ଜାପାନର ନାଓମି ଓସାକା ଏଥର ୟୁଏସ୍‌ ଓପନ୍‌ ଟେନିସ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଶନିବାର ସ୍ଥାନୀୟ ଆର୍ଥର ଆସ୍‌ଲେ ଷ୍ଟାଡିୟମରେ ଅନୁଷ୍ଠିତ...

ସେହ୍ବାଗଙ୍କ ଆଇପିଏଲ୍‌ ଏକାଦଶରେ କୋହଲି ଅଧିନାୟକ

ନୂଆଦିଲ୍ଲୀ, ୧୨।୧୧- ବ୍ୟୟ ବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ମଙ୍ଗଳବାର ଶେଷ ହୋଇଛି। ପ୍ରତିଯୋଗିତା ଶେଷରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ...

ଅଜବ ଟେଷ୍ଟ ମ୍ୟାଚ୍‌, ମାତ୍ର ଦୁଇଟି ଇନିଂସରେ ନିର୍ଣ୍ଣୟ ହୋଇଥିଲା ବିଜେତା

ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୪ କିମ୍ବା ୩ଟି ଇନିଂସରେ ଫଳାଫଳ ନିର୍ଣ୍ଣୟ ହୋଇଥାଏ। କିନ୍ତୁ କ୍ରିକେଟ ଇତିହାସରେ ଏଭଳି ଏକ ଟେଷ୍ଟ ଖେଳାଯାଇଥିଲା, ଯେଉଁଥିରେ ମାତ୍ର...

ଓ୍ବେଷ୍ଟଇଣ୍ଡିଜ ଟି୨୦ ଦଳକୁ ଫେରିଲେ ବ୍ରାଭୋ

ସେଣ୍ଟ ଜଜର୍‌ସ,୧୩ା୧ (ଏଏଫ୍‌ପି)- ଚଳିତ ମାସର ପରବର୍ତ୍ତୀ ଭାଗରେ ହେବାକୁ ଥିବା ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଘୋଷିତ ୧୩...

ସଚିନଙ୍କୁ ବୁଢା କହୁଥିଲେ ଏହି କ୍ରିକେଟର୍‌, ସେହ୍ବାଗ ଦେଇଥିଲେ ଉଚିତ୍‌ ଜବାବ

ଭାରତର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ କୁହାଯାଏ। ତାଙ୍କ କ୍ୟାରିୟର୍‌ରେ ତେନ୍ଦୁଲକର ବିନା କାରଣରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କ ସହ ଝଗଡା କରୁ...

ଜର୍ସିରେ ମଦ ଲୋଗୋ ରଖିବାକୁ ମନା କଲେ ଏହି ଖେଳାଳି: ଫ୍ରାଞ୍ଚାଇଜ୍‌‌ ନେଲା ଏମିତି ନିଷ୍ପତ୍ତି

ଚେନ୍ନାଇ,୫।୪: ମୁସଲମାନ କ୍ରିକେଟରମାନେ ସେମାନଙ୍କର ଧାର୍ମିକ ଭାବନାକୁ ସର୍ବଦା ସମ୍ମାନ କରନ୍ତି। ଏହି ତାଲିକାରେ ମୋଇନ ଅଲିଙ୍କ ନାମ ବୋଧହୁଏ ପ୍ରଥମେ ନିଆଯିବ। ଏବେ ଆଇପିଏଲରେ...

ଅଶ୍ୱିନଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସତ୍ତ୍ୱେ ନଟ୍ଟିଂହାମ୍‌ଶାୟର ପରାସ୍ତ

ଟ୍ରେଣ୍ଟବ୍ରିଜ, ୧୬।୭- ପ୍ରମୁଖ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଚମତ୍କାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ସତ୍ତ୍ୱେ ଏଠାରେ ଅନୁଷ୍ଠିତ କାଉଣ୍ଟି ଚାମ୍ପିୟନଶିପ୍‌ ଡିଭିଜନ-୧’ର ଏକ ମ୍ୟାଚ୍‌ରେ ନଟ୍ଟିଂହାମଶାୟର...

ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳାଙ୍କୁ ନୋଟିସ୍‌

ମୁମ୍ବାଇ, ୧୪ା୧ -ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିର୍ବାଚିତ ଉପ ସଭାପତି ରାଜୀବ ଶୁକ୍ଳାଙ୍କ ବିରୋଧରେ ଆସିଛି ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନଫ୍ଲିକ୍ଟ ଅଫ୍‌...

Advertisement
Archives

Model This Week