ଜାତୀୟ

ଟିକା ନେବା ପରେ ଗଲାଣି ୧୮୦ ଜୀବନ

ନୂଆଦିଲ୍ଲୀ, ୧୦।୪: ଭାରତରେ କୋଭିଡ୍‌ ଟିକା ନେବା ପରେ ମାର୍ଚ୍ଚ ୩୧ ମଧ୍ୟରେ ୧୮୦ ଜଣଙ୍କର ମୃତ୍ୟୁ ହେଲାଣି। ୭୫ ପ୍ରତିଶତ ମୃତ୍ୟୁ ଟିକା ନେବାର ୩ ଦିନ ମଧ୍ୟରେ ହୋଇଛି। ଜାତୀୟ ଏଇଏଫ୍‌ଆଇ (ଆଡଭର୍ସ ଇଭେଣ୍ଟ ଫଲୋଇଙ୍ଗ୍‌ ଇମ୍ୟୁନାଇଜେଶନ) କମିଟି…

ଫଳ ପୂର୍ବରୁ ଘୋଡ଼ାବେପାର ଭୟ

ଗୁଆହାଟୀ/ଜୟପୁର, ୧୦।୪ ଆସାମରେ ବିଧାନସଭା ନିର୍ବାଚନ ଶେଷ ହେବା ସହ ଆରମ୍ଭ ହୋଇଛି ଲୁଚକାଳି ଖେଳ । କଂଗ୍ରେସର ୨୦ରୁ ଊର୍ଦ୍ଧ୍ୱ ବିଧାୟକ ପ୍ରାର୍ଥୀ ରାଜସ୍ଥାନ ରାଜଧାନୀ ଜୟପୁରସ୍ଥିତ ଏକ ହୋଟେଲକୁ ବୁହାହୋଇ ଯାଇଛନ୍ତି । କଂଗ୍ରେସର ପଦାଙ୍କ ଅନୁସରଣ କରିଛନ୍ତି…

କୋଭିଡ୍‌ ଟିକା ବଦଳରେ ମହିଳାଙ୍କୁ କୁକୁର କାମୁଡା ଇଞ୍ଜେକଶନ

ଲକ୍ଷ୍ନୌ, ୯ା୪- କୋଭିଡ୍‌ ଟିକା ନେବା ପାଇଁ ସରକାରୀ ମେଡିକାଲ ଯାଇଥିଲେ ୩ ବୃଦ୍ଧା। କିନ୍ତୁ ସେମାନଙ୍କୁ ମେଡିକାଲ ସ୍ବାସ୍ଥ୍ୟ କର୍ମୀ ଦେଇଛନ୍ତି କୁକୁର କାମୁଡ଼ା ଇଞ୍ଜେକଶନ। ସ୍ବାସ୍ଥ୍ୟ କର୍ମୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଉତ୍ତର ପ୍ରଦେଶର ଶାମଲି ଜିଲାରେ ଘଟିଛି…

ହଲରେ ଭଙ୍ଗାରୁଜା କଲେ ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍‌

ହାଇଦ୍ରାବାଦ୍‌, ୯ା୪- ଦୁଇ ବର୍ଷର ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଥିବା ସାଉଥ୍‌ର ପାଓ୍ବାରଷ୍ଟାର କୁହାଯାଉଥିବା ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍ସ ତେଲାଙ୍ଗାନାର ଏକ ହଲରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ବକିଲ ସାବ’ ଦେଖିବାକୁ ବହୁ…

ଠେଲି ଠେଲି ନେଉଛନ୍ତି ଟିକା ଭର୍ତ୍ତି ଗାଡ଼ି

ପାଟନା, ୯ା୪- ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା ଓ ଟିକା ଅଭାବ ନେଇ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାର ଏବେ ମୁହଁାମୁହିଁ ସ୍ଥିତିରେ। ଏଭଳି ପରିସ୍ଥିତିରେ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଦୃଶ୍ୟ। ବିହାର…

ଆଗାମୀ ଆଦେଶ ଯାଏଁ ସମସ୍ତ ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୯।୪: ଦେଶରେ କରୋନା ସଂକ୍ରମଣ ଲଗାତର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜଧାନୀ ଦିଲ୍ଲୀ ଧିରେ ଧିରେ କରୋନାର ହଟସ୍ପଟ ପାଲଟୁଥିବାରୁ ରାଜ୍ୟର ସମସ୍ତ…

ଦଶମ ବୋର୍ଡ ପରୀକ୍ଷା ସ୍ଥଗିତ

ରାୟପୁର,୯।୪: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଛତିଶଗଡ଼ ମାଧ୍ୟମିକ ଶିକ୍ଷା ବୋର୍ଡ(ସିଜିବିଏସ୍‌ଇ) ଶୁକ୍ରବାର ଦଶମ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିଛି। ମାଧ୍ୟମିକ ପରୀକ୍ଷା ବୋର୍ଡ ପକ୍ଷରୁ ଦଶମ ପରୀକ୍ଷା ଏପ୍ରିଲ ୧୫ରୁ ମେ ୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା।…

ବାଜା ବଜାଇ ଅଭିଯୁକ୍ତଙ୍କ ଘରେ ପହଞ୍ଚିଲା ପୋଲିସ…

ବୈଶାଳୀ,୯।୪: କେବେ କେଉଁଠି ଶୁଣିଛନ୍ତି କି ପୋଲିସ ବ୍ୟାଣ୍ଡବାଜା ବଜାଇ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା କଥା। କଥାଟି ଅଡ଼ୁଆ ଲାଗିଲେ ବି ସତ। ବିହାରର ବୈଶାଳୀ ଜିଲାରେ ଏଭଳି ଚକିତ କରିଦେବା ଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ପୋଲିସ…

ପ୍ରତିବାଦ ବେଳେ ରାସ୍ତା ଅବରୋଧ ମନା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୪: ଧାରଣା ପ୍ରଦର୍ଶନ ସମୟରେ ରାସ୍ତା ଜାମ୍‌ ଯୋଗୁ ଲୋକଙ୍କୁ ହେଉଥିବା ସମସ୍ୟାକୁ ନେଇ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଏବ ବଡ଼ ରାୟ ଶୁଣାଇଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ସାର୍ବଜନୀନ ସ୍ଥାନରେ ଓ ରାସ୍ତା…

ଓମାର ଅବଦ୍ଦୁଲା କରୋନା ପଜିଟିଭ୍‌

ଶ୍ରୀନଗର,୯।୪: ନ୍ୟାସନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଓମାର ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିବା ବେଳେ ଶୁକ୍ରବାର ଆସିଥିବା ରିପୋର୍ଟରେ…

କରୋନା ଟିକା ନେବା ପରେ ବି ଏମ୍ସର ୩୫ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ,୯।୪: ଦିଲ୍ଲୀରେ କରୋନା ଆତଙ୍କ ଜାରି ରହିଛି। ଗଙ୍ଗାରାମ ହସ୍ପିଟାଲରେ ପରେ ଏବେ ଦିଲ୍ଲୀ ଏମ୍ସର ୩୫ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲା ସବୁ ସଂକ୍ରମିତ ଡାକ୍ତର କରୋନା ଭାକ୍ସିନର ଦ୍ୱିତୀୟ ଡୋଜ୍‌ ମଧ୍ୟ…

ଅନ୍ତିମ ସଂସ୍କାର ପାଇଁ ଏକାସାଙ୍ଗରେ ବାହାରିଲା ୪୧ ମୃତଦେହ

ଭୋପାଳ,୯।୪: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥି ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନେକ ସ୍ଥାନରେ ମୃତଦେହକୁ ଅନ୍ତିମ ସଂସ୍କାର କରିବାରେ ସମସ୍ୟା ଦେଖାଦେଇଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏହା ଦେଖିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri