ଜାତୀୟ

୫ ବର୍ଷ ତଳେ କୁମ୍ଭମେଳାରେ ହଜିଥିଲେ ବୃଦ୍ଧା, ଏବେ ପାଇଲେ ପରିବାର ଲୋକେ

ଡେରାଡୁନ,୯।୪: ଉତ୍ତରାଖଣ୍ଡର ଋଷିକେଶରେ ଲୁହରେ ଆଖି ଭିଜିବା ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ବୃଦ୍ଧା ଅଯୋଧ୍ୟା, ମଥୁରା, ବୃନ୍ଦାବନ, ଗଙ୍ଗା, ଯମୁନା, ବଦ୍ରିନାଥ ଏବଂ କେଦାରନାଥ ଯାତ୍ରା କରିବା ପରେ ଅର୍ଦ୍ଧକୁମ୍ଭ ମେଳା ଦେଖିବା ପାଇଁ ୨୧୦୬ରେ ହରିଦ୍ୱାରରେ ପହଞ୍ଚିଥିଲେ। ମାତ୍ର…

ଆଉଟ୍‌ ଅଫ୍‌ ଷ୍ଟକ୍‌ ଭାକ୍ସିନ: ଦ୍ୱିତୀୟ ଡୋଜ୍‌ ନେବାକୁ ଆସୁଥିବା ବ୍ୟକ୍ତି ନିରାଶ ହୋଇ ଫେରିଲେ ଘରକୁ

ମୁମ୍ବାଇ,୯।୪: ଦେଶରେ ବର୍ଦ୍ଧିତ କରୋନା ଭାଇରସ୍‌ ମାମଲା ମଧ୍ୟରେ ଏବେ ଭାକ୍ସିନକୁ ନେଇ ବିବାଦ ଲାଗି ରହିଛି। କେତେକ ରାଜ୍ୟରେ ଭାକ୍ସିନ କମ୍‌ କିମ୍ବା ଶେଷ ହୋଇଯାଇଥିବା ଘଟଣା ଶୁଣିବାକୁ ମିଳୁଛି। କିନ୍ତୁ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ବୁରହାନ ଓ୍ବାନିଙ୍କ ସମ୍ପର୍କୀୟ ଭାଇ ନିହତ

ଶ୍ରୀନଗର,୯।୪: ଜମ୍ମୁ-କଶ୍ମୀରର ଶୋପିଆନ ଓ ତ୍ରାଲ ଅଞ୍ଚଳରେ ଗୁରୁବାରଠାରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଶୋପିଆନରେ ୩ ଓ ତ୍ରାଲରେ ୨ ମୋଟ ୫ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେହିପରି ଏହି ଗୁଳିବିନିମୟରେ ୪ଯବାନ…

ଟିକା ଅଭାବ ଏକ ଗୁରୁତର ପ୍ରସଙ୍ଗ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୧ରୁ ୧୪ ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କରୋନା ବିରୋଧରେ ଟିକା ଅଭାବ…

କାହିଁକି ଜରୁରୀ ଅବତରଣ କଲା ଏୟାର ଏସିିଆ ବିମାନ

ନୂଆଦିଲ୍ଲୀ,୯।୪: ଏୟାର ଏସିଆ ବିମାନରେ ଉତ୍ତେଜନା। ବିମାନର ଜରୁରୀ ଅବତରଣ କରାଇଲେ ପାଇଲଟ। ଏହି ଘଟଣା ଘଟିଛି ନୂଆଦିଲ୍ଲୀରେ। ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆ ବିମାନରେ ଜଣେ ଯାତ୍ରୀ ହଠାତ୍‌ ଉଲଗ୍ନ ହୋଇଯିବାରୁ ବାଧ୍ୟ ହୋଇ ପାଇଲଟଙ୍କୁ ଦିଲ୍ଲୀରେ ଜରୁରୀ…

ପୁଣି ମମତାଙ୍କୁ ନୋଟିସ

କୋଲକାତା/ନୂଆଦିଲ୍ଲୀ,୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ନିର୍ବାଚନ ଆୟୋଗଙ୍କଠାରୁ ନୋଟିସ ପାଇଛନ୍ତି। ମମତା କେନ୍ଦ୍ରୀୟ ସୁରକ୍ଷା ବଳକୁ ‘ଭାଜପାର ସିଆରପିଏଫ୍‌’ ବୋଲି କହିଥିବାରୁ ତାଙ୍କୁ ଏହି ନୋଟିସ ମିଳିଛି। ଏହାପୂର୍ବରୁ ମମତା ଟିଏମସି ସପକ୍ଷରେ ଭୋଟ ଦେବାକୁ ମୁସଲିମ…

କରୋନାର ଦ୍ୱିତୀୟ ଲହରରେ କମୁଛି ସୁସ୍ଥତା ହାର: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୯।୪: ଦେଶରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଛି। କରୋନା ସହ ଜଡିତ ଏକ ବୈଠକରେ ଦେଶର ସୁସ୍ଥତା ହାର ହ୍ରାସ ପାଇଥିବାବେଳେ ଟିକାକରଣର ଗତି ବଢିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। କରୋନା ଉପରେ ୨୪…

ଲକ୍‌ଡାଉନ ପୂର୍ବରୁ ମୁମ୍ବାଇ ବଜାରରେ ଲୋକଙ୍କ ପ୍ରବଳ ଭିଡ଼

ମୁମ୍ବାଇ,୯।୪: କରୋନା ଭାଇରସ୍‌ ସଙ୍କଟ ବୃଦ୍ଧି ପାଇବା ପରେ ଦେଶରେ ପୁଣି ଥରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ କେତେକ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି କ୍ରମରେ ମହାରାଷ୍ଟ୍ରରେ…

ପ୍ରବଳ ରାଗିଗଲେ ଦିଦି

କୋଲକତା,୯।୪: ଭୋଟରଙ୍କୁ ବିଭାଜନ କରିବାର କୌଣସି ପ୍ରୟାସ ବିରୋଧରେ ସ୍‌ସ୍ବର ଉତ୍ତୋଳନ କରିବେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଏଥିପାଇଁ ଯଦି ନିର୍ବାଚନ ଆୟୋଗ ତାଙ୍କ ଯଦି ୧୦ଟି କାରଣ ଦର୍ଶାଅ ନୋଟିସ ପଠାଇବାକୁ ଚାହାଁନ୍ତି, ତେବେ ତାଙ୍କ…

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୧.୩୧ ଲକ୍ଷରୁ ଅଧିକ ସଂକ୍ରମିତ,୮୦୨ ମୃତ

ନୂଆଦିଲ୍ଲୀ,୧୦।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ନାଟକ,…

‘ଡି ଭୋଟର’ ଟ୍ୟାଗ୍‌ ଭୟରେ ମତଦାନ

ଗୁଆହାଟୀ,୯।୪: ଆସାମର ମୁସଲମାନ ଭୋଟରଙ୍କ ସଂଖ୍ୟା ମୋଟ ମତଦାତାଙ୍କ ୩୫%। ପ୍ରାୟ ପ୍ରତ୍ୟେକ ନିର୍ବାଚନରେ ଏମାନେ ମତଦାନ କେନ୍ଦ୍ରକୁ ଯାଇ ମତାଧିକାର ସାବ୍ୟସ୍ତ କରିଥାଆନ୍ତି। ଏହାର ଅନ୍ୟତମ କାରଣ ହେଉଛି ‘ଡି ଭୋଟର’ ବା ସନ୍ଦିଗ୍ଧ ମତଦାତା ଟ୍ୟାଗ୍‌ ଭୟ। ଏପରି…

ପଦ ଛାଡିବେ ମହାରାଷ୍ଟ୍ରର ଆଉ ୨ ମନ୍ତ୍ରୀ

ମୁମ୍ବାଇ, ୮।୪: ମହାରାଷ୍ଟ୍ରର ଅନ୍ୟ ୨ ଜଣ ମନ୍ତ୍ରୀ ୧୫ ଦିନ ମଧ୍ୟରେ ଇସ୍ତଫା ଦେବେ ବୋଲି ଭାଜପା ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ଗୁରୁବାର କହିଛନ୍ତି। ରାଜ୍ୟରେ ଯେଉଁଭଳି ଦୁର୍ନୀତି ଚାଲିଛି, ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଉପଯୁକ୍ତ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri