ମା’ଙ୍କୁ ରାସ୍ତା ମଝିରେ ପିଟୁଥିଲା ପୁଅ, ରକ୍ଷା କରିବାକୁ ଧାଇଁ ଆସିଲା କୁକୁର; ଆଉ ତା’ପରେ

ଚେନ୍ନାଇ,୨୩।୮:କୁହାଯାଏ କୁକୁର ହେଉଛି ପଶୁମାନଙ୍କ ମଧ୍ୟରେ ସବୁଠାରୁ ବିଶ୍ୱସ୍ତ। ଚଳଚ୍ଚିତ୍ରର ଅନେକ ଦୃଶ୍ୟରେ, ଆପଣ ନିଶ୍ଚୟ ଦେଖିଥିବେ ଯେ କୁକୁର କିପରି ମାଲିକକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଏ। ତାମିଲନାଡୁର ନାମାକ୍କାଲ ସହରରୁ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ସେଠାରେ ଜଣେ ବୃଦ୍ଧଙ୍କୁ ପୁଅ ମାଡ ମାରୁଥିବାବେଳେ ଏକ କୁକୁର ମହିଳାଙ୍କୁ ରକ୍ଷା କରିବା ପାଇଁ ବାରମ୍ବାର ଚେଷ୍ଟା କରୁଥିଲା। କିନ୍ତୁ ପୁଅ ସେହି କୁକୁରକୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବାର ଦେଖାଯାଇଛି। ଯେତେବେଳେ କୁକୁର ଟିକିଏ ପଛକୁ ଆସୁଥିଲା, ପୁଅ ନିଜ ମା’ଙ୍କୁ ଘୋଷାଡି ନେଉଥିଲେ। ଯଦିଓ କୁକୁର ତାଙ୍କୁ ଅନେକ ଥର କାମୁଡ଼ିବାକୁ ଚେଷ୍ଟା କରେ କିନ୍ତୁ ସେ ତଥାପି ସେ ମା’ଙ୍କ ବାରମ୍ବାର ମାଡ ମାଡ ମାରୁଥିଲେ। ଏଥିରେ ତାଙ୍କ ସ୍ତ୍ରୀଙ୍କ ସହ ତାଙ୍କ ଶ୍ୱଶୂର ଘର ଲୋକେ ମଧ୍ୟ ତାଙ୍କୁ ସମର୍ଥନ କରୁଥିଲେ।
ସ୍ବାମୀଙ୍କ ମୃତ୍ୟୁ ପରେ ଉକ୍ତ ସମ୍ପୃକ୍ତ ମହିଳା ନଲ୍ଲମ୍ମଲ ପୋନେରିପଟୀରେ ଏକାକୀ ରହୁଥିଲେ। ସେ ନିଜ ଜମିକୁ ପୁଅ ନାଁରେ କରିଦେଇଥିଲେ। ସେ ନିଜ ପେଟ ପୋଷିବା ପାଇଁ ମନରେଗା ସ୍କିମ ଅଧୀନରେ କାମ କରୁଥିଲେ। ନଲ୍ଲମ୍ମଲଙ୍କ ପୁଅ ଶାନମୁଗମ ଏବେ ତାଙ୍କ ମା’ଙ୍କ ରୋଜଗାର ଟଙ୍କା ହଡପ କରିବାକୁ ଚାହୁଁଛନ୍ତି। ସୂଚନା ଅନୁଯାୟୀ, ମାତା ନଲ୍ଲମ୍ମଲ ତିନି ଲକ୍ଷ ଟଙ୍କା ଜମା କରିଥିଲେ ଏବଂ ସେ ଏହି ଟଙ୍କାକୁ ନିଜ ଘରେ ସୁରକ୍ଷିତ ରଖିଥିଲେ। ତେଣୁ ଶାନମୁଗମ ତାଙ୍କ ମା’ଙ୍କୁ ରାସ୍ତାରେ ଟାଣି ନେଇ ଘରର ଚାବି ଛଡ଼େଇ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ, ନଲ୍ଲମ୍ମଲଙ୍କ ପୋଷା କୁକୁର ନିଜ ମାଲିକକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିଲା। ଏହି ପ୍ରୟାସରେ ଶାନମୁଗମକୁ ମଧ୍ୟ ଅନେକ ଥର ଆକ୍ରମଣ କରିଥିଲା ଏଥିସହ ଭିଡିଓ ଭାଇରାଲ ହେବା ପରେ ପୁଅକୁ ଗିରଫ କରାଯାଇଛି ଏବଂ ତାଙ୍କ ସ୍ତ୍ରୀଙ୍କୁ ଖୋଜା ଚାଲିଛି। ପରେ ନାଲ୍ଲାମ୍ମୁଲଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝୁଲାପୋଲ ଦୁର୍ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ: ମ୍ୟାନେଜମେଣ୍ଟ ସହ ଜଡ଼ିତ ୯ ଅଟକ, ଏସ୍‌ଆଇଟିର ଯାଞ୍ଚ ଜାରି

ଅହମଦାବାଦ,୩୧।୧୦: ଗୁଜୁରାଟର ମୋର୍‌ବି ସ୍ଥିତ କେବୁଲ ବ୍ରିଜ ଦୁର୍ଘଟଣାକୁ ନେଇ ପୋଲିସ ସୋମବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ପୋଲିସ ୯ଜଣଙ୍କୁ ଅଟକ...

ଜମି ବିକ୍ରି ବିରୋଧରେ ଭାଜପାର ଧାରଣା: ନେତାଙ୍କ ସହ ତଳେ ଶୋଇଲେ ୟଦିରୁପ୍ପା

ବେଙ୍ଗାଲୁର,୧୫।୬: କର୍ନାଟକରେ ଜେଏସ୍‌ଡବ୍ଲୁ ଭୂମିର ଡିଲକୁ ନେଇ ରାଜନୀତି ସରଗରମ ହୋଇଛି। କର୍ନାଟକର ଜିନ୍ଦଲ ଷ୍ଟିଲ ଗ୍ରୁପ୍‌କୁ ୩ହଜାର ୬ଶହ ୬୭ ଏକର ଜମି ରାଜ୍ୟସରକାର...

ନିଷ୍ପତ୍ତି ନେବ ନନ୍ଦିଗ୍ରାମ

କୋଲକାତା/ଗୁଆହାଟୀ,୧ା୪ : ପଶ୍ଚିମବଙ୍ଗ ଓ ଆସାମରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏଥିପାଇଁ ନିର୍ବାଚନ କମିଶନ (ଇସି) ଏବଂ ପୋଲିସ ପ୍ରଶାସନ ପକ୍ଷରୁ...

ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌

ନୂଆଦିଲ୍ଲୀ,୧୫।୧୦: ପ୍ରଥମ ଥର ପାଇଁ ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌। ଏମିତି ଟ୍ରେନକୁ ଜର୍ମାନୀର ହାମବର୍ଗରେ ତିଆରି କରାଯାଇଛି। ଦୁଇ ଜର୍ମାନୀ କମ୍ପାନୀ ଡଏଚ୍‌ ବାହାନ...

ଯେଉଁଠି ମୋଟା ଯୁବତୀଙ୍କୁ ପସନ୍ଦ କରନ୍ତି ବର…

ଯୁବକମାନେ ସାଧାରଣତଃ ପତଳା ଝିଅଙ୍କୁ ଜୀବନସାଥି ଭାବରେ ଗ୍ରହଣ କରିବାକୁ ପସନ୍ଦ କରନ୍ତି। ତେବେ ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ମୋଟା ଝିଅଙ୍କୁ ଯୁବକ...

ଏମସିଡି ନିର୍ବାଚନ ଲାଗି ଏଏପିର ମହାଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୮ ।୧୧: ଆସନ୍ତା ମାସରେ ହେବାକୁ ଥିବା ଏମସିଡି ନିର୍ବାଚନ ଲାଗି ଆମ ଆଦମୀ ପାର୍ଟି(ଏଏପି) ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଗଲାଣି । ଦଳ...

ଅସ୍ତିତ୍ୱରେ ରହିଛି ଏକତା, ଆମେ ଅହିଂସାର ଉପାସକ, ଦୁର୍ବଳତାର ନୁହେଁ, କହିଲେ ମୋହନ ଭାଗଓ୍ବତ…

ନାଗପୁର, ୧୪।୮ : ମହାରାଷ୍ଟ୍ରର ନାଗପୁରରେ ରବିବାର ଅନୁଷ୍ଠିତ ଉତିଷ୍ଠ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇ ଆରଏସଏସ ସଂଗଠନର ମୁଖ୍ୟ ମୋହନ ଭଗଓ୍ବତ ଯୋଗ କହିଛନ୍ତି ଯେ...

ମେରିଗୋଲ୍ଡ ଡାଇମଣ୍ଡ ରିଙ୍ଗ

ହାତରେ ବଡ଼ ବଡ଼ ରିଙ୍ଗ ବା ମୁଦି ପିନ୍ଧିବା ଆଜିକାଲି ଫ୍ୟାଶନ୍‌ ପାଲଟିଗଲାଣି। ଉତ୍ତରପ୍ରଦେଶ, ମିରଟ୍‌ର ଜଣେ ଗହଣା ନିର୍ମାତା ତିଆରି କରିଛନ୍ତି ସେମିତି ଏକ...

Advertisement
Archives

Model This Week