ଜାତୀୟ

ମୋଦି ଚାହାନ୍ତି ‘ସର୍ଭିଲାନ୍ସ ଷ୍ଟେଟ୍‌’

କୋଲକାତା,୨୨ା୭(ପି.ଟି.): କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଏକ ‘ସର୍ଭିଲାନ୍ସ ଷ୍ଟେଟ୍‌’ ପ୍ରତିଷ୍ଠା କରିବାକୁ ଉଦ୍ୟମ ଚଳାଇଛନ୍ତି। ତେଣୁ ଏକଚ୍ଛତ୍ରବାଦୀ ଭାଜପା ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି ଆସନ୍ତା ଲୋକ ସଭା ନିର୍ବାଚନରେ ସମସ୍ତ ବିରୋଧୀ ଦଳ ଏକାଠି ହେବା ଆବଶ୍ୟକ। ପେଗାସସ୍‌…

କୋଟି କୋଟି ଟଙ୍କାର କାର୍‌ ଉପରେ ସୁନା ଲେପ: ଧନୀ ବ୍ୟକ୍ତିଙ୍କ ଏଭଳି କାମ ଦେଖି ଆନନ୍ଦ ମହିନ୍ଦ୍ରା କହିଲେ…

ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି। ସେ ବିଭିନ୍ନ ଶିକ୍ଷଣୀୟ ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ ସେ ଜଣେ ଭାରତୀୟ-ଆମେରିକୀୟ ଜଣେ ବ୍ୟକ୍ତି ଫେରାରି କାର୍‌କୁ ନେଇ ଏକ ଟୁଇଟ୍‌ କରିଛନ୍ତି, ଯାହା…

ପୃଥିବୀକୁ ମାଡ଼ିଆସୁଛି ଷ୍ଟାଡିୟମ ଆକୃତିର ଗ୍ରହାଣୁପିଣ୍ଡ

ନୂଆଦିଲ୍ଲୀ,୨୧।୭: ଷ୍ଟାଡିୟମ ଆକୃତିର ଏକ ବିଶାଳ ଗ୍ରହାଣୁପିଣ୍ଡ ଆସନ୍ତା ୨୪ ତାରିଖରେ ପୃଥିବୀ ନିକଟ ଦେଇ ଦ୍ରୁତ ବେଗରେ ଅତିକ୍ରମ କରିବ। ୨୦୦୮ଜି୦୨୦ ନାମକ ଏହି ଗ୍ରହାଣୁ ପୁଞ୍ଜର ଓସାର ୨୦ ମିଟର। ଏହା ସେକେଣ୍ଡ ପ୍ରତି ୮ କିଲୋମିଟରରୁ ଊର୍ଦ୍ଧ୍ୱ…

ଚାଷୀ ଆନ୍ଦୋଳନର ନୂଆ ଠିକଣା

ନୂଆଦିଲ୍ଲୀ,୨୧।୭: କୃଷି ଆଇନ ବିରୋଧରେ ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଚାଷୀଙ୍କୁ ଦିଲ୍ଲୀ ପୋଲିସ ବୁଧବାର ଅନୁମତି ଦେଇଛି। କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ମୌସୁମୀ ଅଧିବେଶନ ସମୟରେ ପାର୍ଲାମେଣ୍ଟ ଆଗରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଥିଲେ। ବିକ୍ଷୋଭ…

ସୀମାରେ ଇଦ୍‌ ପାଲିଲେ ବିଏସ୍‌ଏଫ୍‌-ପାକ୍‌ ରେଞ୍ଜର୍ସ

ନୂଆଦିଲ୍ଲୀ, ୨୧।୭: ଇଦ୍‌ ଅବସରରେ ବୁଧବାର ସୀମାର ବିଭିନ୍ନ ସ୍ଥାନରେ ଭାରତର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଏବଂ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ଆଦାନପ୍ରଦାନ ହୋଇଛି। ଏହି ପରମ୍ପରା ୨୦୧୯ରୁ ବନ୍ଦ ଥିଲା। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର…

ସ୍ମୃତି ଇରାନୀଙ୍କ ଉପରେ ପୋଷ୍ଟ କରି ଫସିଲେ ପ୍ରଫେସର

ଫିରୋଜାବାଦ,୨୧।୭: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ ଅପମାନଜନକ ଫେସବୁକ୍‌ ପୋଷ୍ଟ କରି ଫସଛନ୍ତି ୟୁପିର ଜଣେ ପ୍ରଫେସର। ଉତ୍ତର ପ୍ରଦେଶର ଫିରୋଜାବାଦ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଅଭିଯୁକ୍ତଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଅତିରିକ୍ତ ସେସନ୍ସ ଜଜ୍‌ ଅନୁରାଗ କୁମାରଙ୍କ…

କୋର୍ଟରେ ଚିତ୍କାର କଲେ ‘ତାରିଖ ପେ ତାରିଖ’

ନୂଆଦିଲ୍ଲୀ,୨୧।୭: ନ୍ୟାୟ ପାଇବାରେ ବିଳମ୍ବ ହେବାରୁ ଜଜ୍‌ଙ୍କ ଆଗରେ ‘ତାରିଖ ପେ ତାରିଖ’ (ତାରିଖ ପରେ ତାରିଖ) ଚିତ୍କାର କରିବା ସହ କୋର୍ଟ ରୁମ୍‌ର ଫର୍ନିଚର ଓ କମ୍ପ୍ୟୁଟର ବାଡେଇ ଭାଙ୍ଗି ଦେଇଛନ୍ତି ଜଣେ ଅଭିଯୋଗକାରୀ। ଏହି ଅସାଧାରଣ ଘଟଣା ଘଟିଛି…

ସିଦ୍ଧୁଙ୍କ ମେଗା ଶୋ’: ବିଧାୟକଙ୍କ ସହ ସ୍ବର୍ଣ୍ଣ ମନ୍ଦିରରେ ଟେକିଲେ ମଥା

ଚଣ୍ଡିଗଡ,୨୧।୭। ପଞ୍ଜାବ କଂଗ୍ରେସର ସଙ୍କଟ ମଧ୍ୟରେ ଦଳର ନବନିଯୁକ୍ତ ସଭାପତି ନବଜୋତ ସିଂ ସିଦ୍ଧୁ ବୁଧବାର ଅମୃତସରରେ ପ୍ରଥମ ବୈଠକ ଡାକିଥିଲେ। ଏହି ବୈଠକରେ ୬୨ଜଣ ଜଣ ବିଧାୟକ ଅମୃତସରର ସିଦ୍ଧୁଙ୍କ ବାସଭବନରେ ପହଞ୍ଚତ୍ଥିଲେ। ଏହି ସମୟରେ ସିଦ୍ଧୁଙ୍କ ବାସଭବନ ପରିସରରେ…

ପାହାଡ଼ ଉପରୁ ଖସିଲା ବିରାଟ ପଥରଖଣ୍ଡ, ତଳେ ଯାଉଥିଲା ପର୍ଯ୍ୟଟକଙ୍କ କାର୍‌; ଆଉ ତା’ ପରେ…

ଡେରାଡୁନ,୨୧ା୭: ଉତ୍ତରାଖଣ୍ଡର ନୈନିତାଲରେ ଏକ ବଡ଼ ଘଟଣା ଘଟିଛି। ନୈନିତାଲଠାରୁ ୧୨ କିଲୋମିଟର ଦୂର ବଜୁନ ଅଞ୍ଚଳରେ ଦୁଇଦିନ ଧରି ବର୍ଷା ପ୍ରବଳ ବର୍ଷା ହେବାରୁ ଭୂସ୍ଖଳନ ଘଟିଛି। ଫଳରେ ପାହାଡ଼ ଉପରୁ ପଥର ଖସିପଡୁଛି। ଫଳରେ ଲୋକଙ୍କର ପ୍ରାଣହାନି ଘଟୁଛି।…

‘ମୋଦି ଚା’ ନାମରେ ଦୋକାନ ଚଲାଉଥିବା ବୃଦ୍ଧଙ୍କୁ ନିର୍ମମ ହତ୍ୟା

କାନପୁର,୨୧।୭: ଉତ୍ତରପ୍ରଦେଶର କାନପୁରର ଘାଟପୁର କୋଟୱାଲୀ ଅଞ୍ଚଳରେ ଏକ ଅଭାବନୀୟ ଘଟରା ଘଟିଛି। ଏଠାରେ ‘ମୋଦି ଚା’ ନାମରେ ଦୋକାନ ଚଲାଉଥିବା ବୃଦ୍ଧଙ୍କୁ ନିର୍ମମ ହତ୍ୟା କରାଯାଇଛି। କସବା ଅଞ୍ଚଳରେ ଥିବା ଘରୋଇ ଇଣ୍ଟର କଲେଜ ବାହାରେ ଚା’ ଦୋକାନ କରିଥିବା…

ଦିଦିଙ୍କ ରଣହୁଙ୍କାର

କୋଲକତା,୨୧।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀ ଜୁଲାଇ ୨୧ ଅର୍ଥାତ୍‌ ଆଜି ଶହୀଦ ଦିବସ ପାଳନ କରୁଛନ୍ତି। ଟିଏମସି ଗଠନ ପରଠାରୁ ପ୍ରତିବର୍ଷ ୨୧ ଜୁଲାଇକୁ ଶହୀଦ ଦିବସ ଭାବରେ ପାଳନ କରାଯାଏ । ଏହି…

ଜମ୍ମୁ ସତଓ୍ବାରିରେ ପୁଣି ଡ୍ରୋନ୍‌

ଶ୍ରୀନଗର,୨୧।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ଲଗାତର ଭାବେ ବର୍ତ୍ତମାନ ଜମ୍ମୁ ଅଞ୍ଚଳକୁ ଟାର୍ଗେଟ କରି ଷଡ଼ଯନ୍ତ୍ର ରଚୁଛନ୍ତି। ଏଥିପାଇଁ ସୀମାରେ ଡ୍ରୋନ୍‌ର ବ୍ୟବହାର କରାଯାଉଛି। ବୁଧବାର ଜମ୍ମୁରେ ପୁଣି ଥରେ ଡ୍ରୋନ୍‌ର ଗତିବିଧି ନଜର ଆସିଛି। ଭୋର ପ୍ରାୟ ୪ଟା ୧୫ମିନିଟ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri